-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||      ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   (20-Jun-2026)       ||      *ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   (20-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (20-Jun-2026)       ||      ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ    (20-Jun-2026)       ||      ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ    (20-Jun-2026)       ||      ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ   (20-Jun-2026)       ||      *ବାଘ ଛାଲ ଚାରା ଚାଲାଣ ବେଳେ ବାଘ ଛାଲ ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର ଗିରଫ...* ଡାବୁଗାଁ ବନ ବିଭାଗକୁ ବଡ଼ ସଫଲତା   (20-Jun-2026)       ||      ବିଜେଡି ନେତାଙ୍କ ଘରେ ଫୁଟିଲା ଗୁଳି, ଦୁବୃର୍ତ୍ତ ଫେରାର।   (20-Jun-2026)       ||      ଗାଧୋଇବାକୁ ଯାଇ ବୁଡ଼ି ଗଲେ ଯୁବକ ।   (20-Jun-2026)       ||      ରାଜ୍ୟ ସରକାର ଙ୍କ ୨ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତା ର ବିବରଣୀ ଦେଲେ ମୁଖ୍ୟ ସଚେତକ   (20-Jun-2026)       ||      *ଡାବୁଗାଁରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ*   (20-Jun-2026)       ||      Km   (20-Jun-2026)       ||      ଧାନ ଚୋରି ଅଭିଯୋଗରେ ଦୁଇ ଜଣ ଅଟକ ,   (20-Jun-2026)       ||      *ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ରେ ବାହୁଡ଼ିଲେ ଯୁଗଳ ମୂର୍ତ୍ତି*-   (20-Jun-2026)       ||      ବରପାଲି ବ୍ଲକରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଞ୍ଚାୟତ ସ୍ତରୀୟ ସମ୍ମିଳନୀ ।   (20-Jun-2026)       ||     

HOME   ଜିଲ୍ଲା

ବୀରମହାରାଜପୁର ରେ ରକ୍ତଦାନ ଶିବିର, ୬୭ ୟୁନିଟ ରକ୍ତ ସଂଗ୍ରହ

18-Sep-2025



ବୀରମହାରାଜପୁର, ( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ବିଜେପି ପରିବାର ପକ୍ଷରୁ ଗୁରୁବାର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷ ର ଯଶସ୍ବୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା ସେବା ପକ୍ଷ ପରିପେକ୍ଷୀ ରେ ଉକ୍ତ ଶିବିର ଆୟୋଜିତ ହୋଇଛି।‌ଏଥିରେ  ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ‌ଏହି ଶିବିର କୁ ଉଦଘାଟନ କରିଥିଲେ। ଏଥିରେ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ସଭାପତି ବେଣୁଧର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉଷା କୁମାରୀ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ମିଶ୍ର, ମଣ୍ଡଳ ସଭାପତି ସୁମନ୍ତ ଜଗଦଲା, ଅଶୋକ ସାହୁ, ମୁକୁରୁ ବାଗ,ବରିଷ୍ଠ କାର୍ଯ୍ୟକର୍ତ୍ତା ଶରତ ମିଶ୍ର, ବିପିନ ପଣ୍ଡା, ରମେଶ ପଣ୍ଡା,ବଳରାମ ସୁନା, ଯୁବମୋର୍ଚ୍ଚା ର ରୋହିତ ହୋତା, ବିପିନ ଭୋଇ, ଅନନ୍ତ ନାରାୟଣ ପୁରୋହିତ, ବିଶ୍ୱନାଥ ଥନାପତି, ରାମପ୍ରସାଦ କର୍ଣ୍ଣ, ସପନ ପଧାନ, ସଂଜୀବ ପଧାନ, ଅମିତ ଭୋଇ, ପଙ୍କଜ ନାୟକ, ସୁରୁବାବୁ ପଧାନ,ମିଥୁନ ଦାଶ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ   20-Jun-2026
  ଜିଲ୍ଲା  
ବରିଷ୍ଠ ମୋହରି ଙ୍କ ପରଲୋକ   20-Jun-2026
  ଜିଲ୍ଲା  
ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   20-Jun-2026
  ଖେଳ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   20-Jun-2026
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   20-Jun-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   20-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   20-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ   20-Jun-2026
  ରାଜ୍ୟ  
ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ   20-Jun-2026
  ଜିଲ୍ଲା  
ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
*ବାଘ ଛାଲ ଚାରା ଚାଲାଣ ବେଳେ ବାଘ ଛାଲ ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର ଗିରଫ...* ଡାବୁଗାଁ ବନ ବିଭାଗକୁ ବଡ଼ ସଫଲତା   20-Jun-2026

You Might Also Like