-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଗରିବ କଲ୍ଯାଣ ସମାବେଶ

18-Sep-2025



 

ସମ୍ବଲପୁର- (ସଂଜୀବ ପାଣିଗ୍ରାହୀ) 

 

ଆଜି ଜିଲ୍ଲାସ୍ତରୀୟ ଗରିବ କଲ୍ଯାଣ ସମାବେଶ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି।ଏହି ପରିପ୍ରେକ୍ଷୀ ରେ ମାନ୍ୟବର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭମୂ(ଭା. ପୋ. ସେ),ସମ୍ବଲପୁର ମହାନଗର ନିଗମ ର ଆରକ୍ଷୀ ଅଧିକ୍ଷକ ଶ୍ରୀ ରେହାନ କ୍ଷତ୍ରି(ଭା. ପ୍ର. ସେ), ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ଲୋକପ୍ରତିନିଧି ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାଏକ ଉଦ୍ବୋଧନ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଙ୍କ ୭୫ ତମ ଜନ୍ମଦିନ ପାଳନ ପୂର୍ତ୍ତି ଅବସରରେ ଦେଶରେ ଅନେକ ସ୍ଥାନ ରେ ଅନେକ କାର୍ଯ୍ୟକ୍ରମ ର ଆୟୋଜନ ହେଇଛି, ଏହି ପରିପ୍ରେକ୍ଷୀ ଆମ ଓଡିଶାରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।ଗରିବ କଲ୍ଯାଣ ଯୋଜନା ର ମୂଳଦୁଆ  ଥିଲା ଯଶ୍ୱସ୍ଵୀ ପ୍ରଧାନମନ୍ତ୍ରୀ ଙ୍କ ଜନଧନ ଯୋଜନା।ଯାହା ଦେଶର ସମସ୍ତ ନାଗରିକ ଙ୍କୁ  ଅର୍ଥନୈତିକ କ୍ଷେତ୍ର ରେ ଶସକ୍ତ କରିବା ଉପରେ ପ୍ରାଧାନ୍ଯ ରଖିଥିଲା।ଆଗାମୀ ଦିନରେ ମାତୃଶକ୍ତି କୁ ଶଶକ୍ତ କରାଇବା ପାଇଁ ୫୦୦୦ ମହିଳା ମାନଙ୍କୁ ବିଭିନ୍ନ ଯୋଜନାରେ ଟ୍ରେନିଙ୍ଗ ଦିଆଯିବା ପାଇଁ ବ୍ୟବସ୍ତା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।

 

ମାନ୍ୟବର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ଯେବେ ଦେଶ ଗୋଟେ ସଠିକ ନେତୁତ୍ଵ ର ଦିଗଦର୍ଶନ ମିଳେ ସେତେବେଳେ ଦେଶ ଗୌରବନନିତ୍ବ ହୋଇଥାଏ।ସମ୍ବଲପୁର ଜିଲ୍ଲାରୁ ୧୧୪୦ ଜଣ ହିତାଧିକାରୀ ମାନଙ୍କୁ ସ୍ଵାନିଧି ଯୋଜନା, ରାସନ କାର୍ଡ, କୁତ୍ରିମ ଗୋଡ, ପଶୁ(ଛେଳି,ଗାଈ)ପାଳନ ଗୃହ, ବସୁନ୍ଧରା, ଲେବର କାର୍ଡ, ଶ୍ରବଣ ଯନ୍ତ୍ର,ପ୍ର ଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଏମିତି ୨୦ ଟି ଯୋଜନାରେ ଅନ୍ତର୍ଭୁକ କରାଯାଇଛି ବୋଲି ସୂଚନା ଦେଲେ। ଆମ ଜିଲ୍ଲା ର ଉନ୍ନତି କରିବାକୁ ହେଲେ ଆମ ସମସ୍ତଙ୍କୁ କିଛି ନା କିଛି ଦାୟିତ୍ଵ ନେବାକୁ ପଡିବ।ସମ୍ବଲପୁର ଜିଲ୍ଲାରେ ଅନେକ ସମ୍ଭାବନା ଅଛି, କେବଳ ସମ୍ବଲପୁରୀ ବସ୍ତ୍ରକୁ ସୀମିତ ରଖିଲେ ହେବନି, ଏହାକୁ ନେଇ ବଡ ବ୍ୟବସାୟ ରେ ପରିଣତ କରିବାକୁ ପଡିବ ବୋଲି ସେ କହିଥିଲେ।ଏଥିପାଇଁ ଜିଲ୍ଲା ପ୍ରଶାସନ କୁ ଦାୟିତ୍ଵ ଦେଇଥିଲେ।ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ସମ୍ବଲପୁରୀ ହବ।ସମ୍ବଲପୁରୀ ବସ୍ତ୍ର ତିଆରି କରିବାରେ ଅନେକ ମହିଳା ନିୟୋଜିତ ଅଛନ୍ତି, ସେଥିପାଇଁ ୫୦୦୦ ଜଣ ମା ଓ ଝିଅ ମାନଙ୍କୁ ସିଲେଇମେସିନ ଉପଲବ୍ଧ କରାହୁଏ,ପ୍ରଶିକ୍ଷଣ ଦିଆ ହୁଏ, ବଜାର ବ୍ୟବସ୍ତା କରାଯାଏ ତେବେ ଯାଇ ସେମାନେ ସ୍ବାବଲମ୍ବୀ ହୋଇପାରିବେ, ସମ୍ବଲପୁରୀ ର ଉନ୍ନତି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

 

ସୂଚନା ଅନୁଯାୟୀ ଜିଲ୍ଲାରେ ବିଭିନ୍ନ ବିଭାଗ ମାଧ୍ୟମରେ ବହୁ ସରକାରୀ ଯୋଜନାରୁ ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ କରାଯାଇଛି। ମୋଟ ୧୧୨୩ ଜଣ ଲାଭାର୍ଥୀ ବିଭିନ୍ନ କ୍ଷେତ୍ରରେ ଲାଭାନ୍ବିତ ହୋଇଛନ୍ତି।

 

SMC (DUDA) ବିଭାଗ ମାଧ୍ୟମରେ ପି.ଏମ. ସ୍ୱନିଧି ଯୋଜନାରେ ୫ ଜଣ, ଏବଂ PMAY-U ଯୋଜନାରେ ୧୦ ଜଣଙ୍କୁ ଘର ପ୍ରଦାନ କରାଯାଇଛି।DSSO ବିଭାଗ ଦ୍ୱାରା IGNOAPରେ ୫ ଜଣ, ପ୍ରୋସ୍ଥେଟିକ୍ ଲେଗ୍, ୧ ଜଣ ଏବଂ ଶ୍ରବଣ ଯନ୍ତ୍ର ୪ ଜଣ, PR & DW ବିଭାଗ ଦ୍ୱାରା –ରାସନ କାର୍ଡ – ୧୮୧ ଜଣ, MGNREGS ଅନ୍ତର୍ଗତ ପୋଲ୍ଟ୍ରି ସେଡ଼ – ୧୧୧ ଜଣ, NFBS – ୫୧ ଜଣ,  ଶ୍ରମିକ କାର୍ଡ – ୯୬ ଜଣ, MGNREGS ଅନ୍ତର୍ଗତ ଛେଳି ପାଳନ ଗୃହ– ୧୮୪ ଜଣ, ଗାଈ ପାଳନ ଗୃହ– ୧୧୨ ଜଣ, ପେନ୍ସନ – ୧୩୬ ଜଣ, IHHL (SBM) – ୪୩ ଜଣ, ବସୁନ୍ଧରା ଯୋଜନା – ୪୬ ଜଣ, FRA ପଟ୍ଟା – ୭ ଜଣ, OLM (CIF) – ୮ ଜଣ, PMJJBY – ୭ ଜଣ, MGNREGS ଅନ୍ତର୍ଗତ Ring Well – ୬୮ ଜଣ,କୃଷି ବିଭାଗ ମାଧ୍ୟମରେ MKUY ଯୋଜନାରେ ୪୮ ଜଣ, ନିଖୟ ପୋଷଣ ରେ ୨୦ଜଣ, ପୋଷଣ ମା ରେ ୪ ଲାଭାନ୍ବିତ ହୋଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like