-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
14-Sep-2025
ତୁଷୁରା(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହରରେ ଶ୍ରୀ ଅଗ୍ରସେନ ମହାରାଜାଙ୍କ ଜୟନ୍ତୀ ଆସନ୍ତା ୨୨ତାରିଖ ଅନୁଷ୍ଠିତ ହେବାକୁ ଥିବା ବେଳେ ତା ପୂର୍ବରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ବର୍ଗ ପାଇଁ ଚୁଡି କପ ଗେମ, ଗ୍ଳସ ସମେଟୋ ଦୌଡ, ବଳ ସମେଟୋ, ପେନ ସେ କପ କୌ ବେଲେନ୍ସ କରୋ, ଦୌଡ, ଦେଖେ ଔର ପହଚାନୋ ଆଦି ଖେଳ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ବୋଳି ଅଗ୍ରସେନ ଜୟନ୍ତୀ କମିଟି ପକ୍ଷରୁ ପ୍ରକାଶ।