-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Sep-2025
ଲୋଇସିଂହା, (ବିନୋଦ ଦୀପ) ବୁଧବାର ଦିନ ଲୋଇସିଂହା ଗାନ୍ଧୀସ୍ମୃତି ପାଠାଗାର ଠାରେ ଚଳିତ ବର୍ଷ ର ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ନନ୍ଦ କିଶୋର ଭୋଇ(କୁନା) ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ପୁଜା କମିଟୀ ରେ ସଭାପତି - ବବଲୁ ଦଳେଇ, ଉପ - ସଭାପତି-ଅଶ୍ୱିନୀ ମେହେର, କାର୍ଯ୍ୟକାରୀ ସଭାପତି ନିବାସ ମହାରଣା,, ସମ୍ପାଦକ - ବ୍ରଜ ମୋହନ ବିଶୋଇ, ସହ- ସମ୍ପାଦକ ସୁରଜ କୁମାର ଭୋଇ, ସାଂସ୍କୃତିକ ସମ୍ପାଦକ - ସରୋଜ ମହାକୁର, ସହ-ସାଂସ୍କୃତିକ ସମ୍ପାଦକ, ଯଶୋବନ୍ତ୍ ମାହାଣା, କୋଷାଧ୍ୟକ୍ଷ - ନନ୍ଦ କିଶୋର ଭୋଇ,(କୁନା) ପରିଚାଳନା କମିଟି ରେ, ପୂର୍ଣ୍ଣଚନ୍ଦ୍ର ମାହାଣା, ଅରକ୍ଷିତ ବେହେରା, ସୁବଳ ମାହାଣା, ପ୍ରଭାତ ସାହୁ, କାର୍ତ୍ତିକ ମେହେର, ରାଜାରାମ ସାହୁ, ସୁଦାମ ମାହାଣା, ଆୟୁଷ ରଞ୍ଜନ ବିଶୋଇ, ସୁମନ୍ତ ଭୁଏ, ବୈଶାଖୁ ଭୂଏ, କମିଟି ରେ ରହିଛନ୍ତି, ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ପାଇଁ ପ୍ରସ୍ତାବ ହେଇଛି, ଶେଷରେ ସମ୍ପାଦକ ବ୍ରଜ ମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ, ଜୟ ମାଁ ଲକ୍ଷ୍ମୀ l