-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ଜିଲ୍ଲା

ଆଦିବାସୀ କୋଟା କୁ ନକଲି ଆଦିବାସୀଙ୍କ ହଡ଼ପ

11-Sep-2025



ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାଲ ଆଦିବାସୀ ପ୍ରମାଣ ପତ୍ର ପ୍ରସ୍ତୁତ କରି କିଛି ବ୍ୟକ୍ତି ବିଶେଷ ସଂରକ୍ଷଣ କୋଟାରେ ସରକାରୀ ଚାକିରି ହାତେଇଥିବା ଅଭିଯୋଗ ହେଉଛି। ଏହି ନକଲି ଆଦିବାସୀମାନେ ଯେ କେବଳ ସରକାରୀ ଚାକିରି ନୁହେଁ, ଷ୍ଟାଇପେଣ୍ଡ ପାଇଁ ପାଠ ପଢିବା, ଆଦିବାସୀଙ୍କ ଜମି ହଡ଼ପ କରିବା, ରାଜନୀତିରେ ସଂରକ୍ଷଣ କୋଟାରେ ବିଭିନ୍ନ ରାଜନୈତିକ ପଦପଦବୀକୁ ମାଡି ବସି ସୁବିଧା ସୁଯୋଗର ଲାଭାନ୍ମିତ ହେବା ଦେଖା ଦେଇଛି। ତେବେ ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ରଣା,ମାଳି ଓ ଶୁଣ୍ଢି ସଂପ୍ରଦାୟର ଲୋକମାନେ ଛଦ୍ମ ଆଦିବାସୀ ଭାବେ ଆଦିବାସୀ କୋଟଟାକୁ ଦଖଲ କରିଛନ୍ତି। ତେବେ ଆରଟିଆଇ ଆଇନ୍ ଅନୁଯାୟୀ ଯଦି କିଏ ତଥ୍ୟ ମାଗେ, ଏହାକୁ ବ୍ୟକ୍ତିଗତ ଦର୍ଶାଇ ଆଇନର ଗଳା ବାଟରେ ଫାଙ୍କି ସୁରକ୍ଷାରେ ଆଦିବାସୀ କୋଟାକୁ ଉପଲବ୍ଧ କରିଥାଏ ।ଯଦିଓ ଏହି ସଂପ୍ରଦାୟର କିଛି ଛଦ୍ମବେଶୀ ଆଦିବାସୀମାନେ ପ୍ରକୃତିରେ ଓବିସି, ତଥାପି ଆଦିବାସୀ କୋଠାରେ ସମସ୍ତ ସରକାରୀ ସଂରକ୍ଷଣର ଭରପୁର ସରକାରୀ ସୁବିଧା ରହିଛି, ଏଣୁ ଆଦିବାସୀ ଟୋକାକୁ ଅଣଆଦିବାସୀ ସଂପ୍ରଦାୟମାନେ ଅଭିନୟ ଉପାୟରେ ଅକ୍ତିଆର କରିଛନ୍ତି। ଏହାର ଏକମାତ୍ର କାରଣ ହେଲା ଯେଉଁମାନେ ରାଜସ୍ବ କର୍ମଚାରୀମାନେ ତଳସ୍ତରରେ ତଥ୍ୟ ସଂଗ୍ରହ ସହିତ ଜମି ପଟ୍ଟାକୁ ସଂଶୋଧନ କରୁଛନ୍ତି ବା ପଟ୍ଟାରେ ଜାତି ଉଲ୍ଲେଖ କରୁଛନ୍ତି। ବିଶେଷ କରି ଯେଉଁମାନେ ମାଛକୁଣ୍ଡ ଓ ଚିତ୍ରକୋଣ୍ଡା ଜଳଭଣ୍ଡାର ନିର୍ମାଣ ବେଳେ ନିଜର ବାସଚ୍ୟୁତ ହୋଇ ବୁଡି ଅଞ୍ଚଳ ଭାବେରେ ଅନ୍ୟତ୍ର ବସବାସ କଲେ, ସେମାନେ ନିଜକୁ ଚଞ୍ଚକତା କରି ଆଦିବାସୀ ବୋଲି ଜମିପଟ୍ଟା ରେ ଉଲ୍ଲେଖ କଲେ। ତଳସ୍ତରେ ଥିବା ରାଜସ୍ବନୀରିକ୍ଷକ ମାନେ ନକଲି ଆଦିବାସୀଙ୍କୁ ଅସଲି ଆଦିବାସୀର ମାନ୍ୟତା ଦେବାରେ ତାଙ୍କ ଭୂମିକା ଅଗ୍ରଣୀ।ତେବେ ୧୯୬୦ ଦଶକରେ ଦଣ୍ଡକାରଣ୍ୟ ପ୍ରକଳ୍ପ ସମୟରେ ଯେଉଁ ସବୁ ବିଛାପନ ହେଲା, ସେ ସମୟରେ ମଧ୍ୟ ବହୁ ଚାଲାକ୍ ଚତୁର ଅଣ ଆଦିବାସୀମାନେ, ନିଜକୁ ଆଦିବାସୀ କହି ଜମି ବାଡ଼ି ପଟାରେ ଜିତି ଲେଖାଇ ନେଲେ।ଅତଏବ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ତତ୍କାଳୀନ ସମୟରେ ଯେଉଁ ମାନେ ସରକାରୀ ଚାକିରୀ କରୁଥିଲେ, ବିଶେଷ କରି ଗଞ୍ଜାମ, କଟକ, ପୁରୀ,ବାଲେଶ୍ଵର ଜିଲ୍ଲାରୁ ଆସୁଥିଲେ। ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମତଳ ଜିଲ୍ଲାରୁ ସରକାରୀ କର୍ମଚାରୀ ମାନେ ଆସି ଅବିଭକ୍ତ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିବାରୁ ଏମାନଙ୍କ ଭିତରେ ଜାତିକୁ ନେଇ ଧାରଣା କିଛି ନଥିଲା। ସମସ୍ତେ ଗାଁ ଗୁଡ଼ିକରେ ଏହି,ଏସଟି ଏବଂ ଓବିସ ରହୁଥିଲେ ମଧ୍ୟ ବିଶେଷ କରି ଜଙ୍ଗଲ ପରେ ଯିଏ ରହିଲା କୁଡିଆ ଖଣ୍ଡେ ନିର୍ମାଣ କରି ପ୍ରାୟ ସମସ୍ତଙ୍କୁ ଆଦିବାସୀ ବୋଲି ଧାରଣା ଜନ୍ମିଲା। ତେଣୁ ଆଜି ଯେଉଁ ଅଣ ଆଦିବାସୀ ମାନେ ଛଦ୍ମବେଶୀ ଆଦିବାସୀ ହୋଇ ଆଦିବାସୀ ଟୋକାକୁ ହାତେଇଛନ୍ତି,ସେ ସମ୍ପର୍କରେ ବିଭିନ୍ନ ଆଦିବାସୀ ସଂଘ ଗୁଡ଼ିକ ଅଭିଯୋଗ ଓ ଆନ୍ଦୋଳନକୁ ଓହ୍ଲେଇଲେଣି। ବର୍ତ୍ତମାନ ର ନକଲି ଆଦିବାସୀ ମାନେ ଆଦିବାସୀ କୋଟା ହାତେଇ ଥିଲେ ମଧ୍ୟ ସେମାନଙ୍କ ବିବାହ ଓ ରୀତି ନୀତି ତାଙ୍କ ଜାତି ଅନୁସାରେ ପାଳନ କରି ଆସୁଛନ୍ତି। ସେମାନେ ଆଦିବାସୀଙ୍କ ପରମ୍ପରା,ଚାଲି ଚଳଣି, ପୂଜା ପଦ୍ଧତି ଓ ପର୍ବପର୍ବାଣୀ ସହିତ କିଛି ସମ୍ପର୍କ ନାହିଁ। ସେମାନେ ନିଜକୁ ଉଚ୍ଚ ଜାତିର ଲୋକ ଭାବେ ପ୍ରତିପାଦିତ କରି ଥାନ୍ତି। ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ପ୍ରକୃତ ଆଦିବାସୀ ସଂରକ୍ଷଣକୁ ସେହି ବର୍ଗର କଲ୍ୟାଣ ପାଇଁ ନିଶ୍ଚିତ କରାଗଲେ ଅଣଆଦିବାସୀ ମାନେ ଆଉ ଚଞ୍ଚକତା କରି ଆଦିବାସୀ ନାଁ ରେ କୌଣସି ଫାଇଦା ଉଠାଇ ପାରିବେ ନାହିଁ ବୋଲି ଆଦିବାସୀ ସଂଘ ଦାବି କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like