-+91-9937148622 |

prerana_bgr@rediffmail.com |

  Saturday 25th April 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ    (25-Apr-2026)       ||      ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Apr-2026)       ||      ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ ଛୋଟରାୟ ଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା   (25-Apr-2026)       ||      ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (25-Apr-2026)       ||      ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା            (25-Apr-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   (25-Apr-2026)       ||      ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   (25-Apr-2026)       ||      ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     (25-Apr-2026)       ||      ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   (25-Apr-2026)       ||      ଅବ୍ୟବସ୍ଥାରେ ପୂର୍ତ୍ତ  ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଜରାଜୀର୍ଣ୍ଣ ଛାତ୍ରାବାସ କୋଠା   (25-Apr-2026)       ||      ପରମହଂସନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ   (25-Apr-2026)       ||      ଯୋଜନା ଅଛି, କିନ୍ତୁ ଲାଭ ପହଞ୍ଚୁନି♦️ ସମ୍ପୂର୍ଣ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବିମ୍ବାଧର: ୧୦୦% ଦୃଷ୍ଟିହୀନ ଥାଇ ମଧ୍ୟ ମିଳୁନି ପୂର୍ଣ୍ଣ ଭତ୍ତା   (25-Apr-2026)       ||      ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ   (25-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    (24-Apr-2026)       ||      ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   (24-Apr-2026)       ||      ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ    (24-Apr-2026)       ||     

HOME   ଜିଲ୍ଲା

kklk

09-Sep-2025



ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ବିଭିନ୍ନ ସାଂଗଠନିକ ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା । ଓକିଲ ଓ ଜନସାଧାରଣଙ୍କ ସୁବିଧାଦୃଷ୍ଟିରୁ ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ସୁଦପଡାର ଜେଲ୍‌ଖାନା ପାଖରେ ପ୍ରସ୍ତାବିତ ସିଭିଲ କୋର୍ଟ ନିର୍ମାଣ ବଦଳରେ ବସ ଟର୍ମିନାଲ ପାଖ ସ୍ଥାନ ହିଁ ସିଭିଲ କୋର୍ଟ ପାଇଁ ଉପଯୁକ୍ତ ସ୍ଥାନ ବୋଲି ମତପ୍ରକାଶ ପାଇଥିଲା । ରାଜ୍ୟସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ବସଟର୍ମିନାଲ ପାଖରେ ସିଭିଲ କୋର୍ଟ ନିର୍ମାଣ କରିବାକୁ ପ୍ରସ୍ତାବ ଆଗତ କରାଯାଇଥିଲା । ଆସନ୍ତାକାଲି ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀଙ୍କ ବଲାଙ୍ଗୀର ଆଗମନ ଅବସରରେ ଓକିଲ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସଂପର୍କରେ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ପୌରହିତ୍ୟରେ ଅନୁୁଷ୍ଠିତ ଏହି ବୈଠକରେ ସଂଘର ସଂପାଦକ ସଂଜୟ ବଗର୍ତ୍ତୀଙ୍କ ସମେତ ଯୁଗ୍ମ ସଂପାଦକ ସୁମିତ ଖୁଆସ, ସରୋଜ ଗୁପ୍ତା, ଆର୍ତ୍ତତ୍ରାଣ ପୁରୋହିତ, ଦିପ୍ତି ଶର୍ମା, ପ୍ରମୋଦ ତ୍ରିପାଠୀ, ମଳୟ ରଂଜନ ଗଡତ୍ୟା, ଗୋବିନ୍ଦ ମହାନ୍ତି, ସବିତାରାଣୀ ମିଶ୍ର, ରାଜେନ୍ଦ୍ର ମିଶ୍ର, ସମୀର ମିଶ୍ର, ଶିବଦତ୍ତ ଦ୍ୱିବେଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ   25-Apr-2026
  ଜିଲ୍ଲା  
ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Apr-2026
  ଜିଲ୍ଲା  
ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ ଛୋଟରାୟ ଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା   25-Apr-2026
  ଜିଲ୍ଲା  
ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   25-Apr-2026
  ଜିଲ୍ଲା  
ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା           25-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   25-Apr-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   25-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   25-Apr-2026
  ରାଜ୍ୟ  
ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   25-Apr-2026
  ଜିଲ୍ଲା  
ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     25-Apr-2026

You Might Also Like