-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
ବଲାଙ୍ଗିର, (ପ୍ରେରଣା ଖବର) - ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ର ହାର କମିବାରେ ଲାଗିଛି l ଆଜି ବଲାଙ୍ଗିର ପୌରାଞ୍ଚଳ ରେ କରୋନା ସଂକ୍ରମଣ ର ହାର ଶୁନ୍ ରହିଥିବାବେଳେ କେବଳ ଟିଟିଲାଗଡ଼ ପୌରାଞ୍ଚଳର ୱାର୍ଡ ନମ୍ବର 2 ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8761 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 03 ଟି ଆକ୍ଟିଭ କେଶ୍ ଓ 8717 ଜଣ ବ୍ଯକ୍ତି କରୋନା ମହାମାରୀ ରୁ ସୁସ୍ଥ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ l