-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
ବଲାଙ୍ଗୀର,(ପ୍ରେରଣା ଖବର): ବଲାଙ୍ଗୀର-ପାଟଣାଗଡ଼ ରାସ୍ତା ବାରପୁରୁଗିଆ ଗାଁ ଠାରେ ବିପୁଳ ପରିମାଣରେ କଫସିରଫ ଜବତ କରିଛି ପୋଲିସ । ଚାରିଚାକିଆ ଗାଡ଼ି ରେ ଭର୍ତି ଲକ୍ଷାଧିକ ଟଙ୍କାର କଫସିରଫ ଜବତ କଲା ସଦର ଥାନା ପୋଲିସ । ସୋନପୁର ଜିଲ୍ଲା ତାରଭାର କଫସିରଫ ମାଫିଆ ଆସିକ ରସୁଲ ଖାଁ ଓ ତାର ସହଯୋଗୀ ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l