-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

କୀଡୀନି ରୋଗର ପ୍ରତିକାର କରିବା ପାଇଁ ପଣ୍ଡିରାପିଟା ଗ୍ରାମବାସି ବିଡ଼ିଓଙ୍କ ଦ୍ୱାରସ୍ଥ

03-Sep-2025



ତରଭା(କପିଳାସ ସେଠ): ତରଭା ବ୍ଲକ ପଣ୍ଡରାପିଟା ଗ୍ରାମବାସୀ କିଡ଼ନୀ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ଓ ଏହାର ପ୍ରତିକାର କରିବା ନେଇ ଗ୍ରାମବାସୀ ତରଭା ବିଡ଼ିଓ ଙ୍କ ଗୁହାରି କରିଥିବା ଜଣାଯାଇଛି  I ସୂଚନା ଅନୁଯାୟୀ  ତରଭା ବ୍ଲକ ଅନ୍ତର୍ଗତ ଦୁବୁଲା ଗ୍ରାମ ପଞ୍ଚାୟତର ପଣ୍ଡରାପିଟା ଗ୍ରାମଟି ଭାଲୁବୁଢା ପାହାଡର ପାଦଦେଶରେ ରହି ଅଛି  I ଏଠାରେ ପ୍ରାୟ ୪୦୦ଜଣ ବିଭିନ୍ନ ବର୍ଗ ର ଲୋକ ବସବାସ କରୁଛନ୍ତି I ବର୍ତ୍ତମାନ ପଣ୍ଡରାପିଟା ଗ୍ରାମରେ ପ୍ରାୟ ୫୦ ଜଣରୁ ଅଧିକ ଲୋକ କିଡନୀ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି । ବିଗତ ଦିନରେ ପ୍ରାୟ  ୧୦ ଜଣ ପ୍ରାଣ ହରାଇ ସାରିଥିବାର ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମତେ ଗ୍ରାମ ରେ ଥିବା ପାନୀୟ ଜଳରୁ କିଡ଼ନୀ ରୋଗ ବ୍ୟାପୁଛି ବୋଲି ଆଶା କରୁଛୁ। ଏହି ରୋଗ ବ୍ୟାପୁଥିବା କାରଣ ଓ ଏହାର ପ୍ରତିକାର, ରୋଗଗ୍ରସ୍ତ ଲୋକଙ୍କ ସୁବିଧା କରିବା ପାଇଁ ତରଭା ବିଡ଼ିଓ ଗଙ୍ଗାରାମ ବୁଡ଼େକଙ୍କ ଠାରେ ଗୁହାରି କରିବା ସହ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ସମ୍ମିଳଳିତ ଦାବୀପତ୍ର ପ୍ରଦାନ କରିଥିବାର ଜଣାଯାଇଛି  I ପଣ୍ଡରାପିଟା ଗ୍ରାମରୁ ସୋମନାଥ ନାଗ, ବିଶ୍ୱନାଥ ନାଗ, ବିବାନ ସୁନା, ହରି ସୁନା ଅମିତ ସୁନା, ଧ୍ରୁବ ନାଗ, ମୁକୁନ୍ଦ କୁମ୍ଭାର କିରଞ୍ଚି ନାଗ କମିଳ ନାଗ ପ୍ରମୁଖ ଆସି ତରଭା ବିଡ଼ିଓ ଙ୍କୁଗୁହାରି କରିଥିଲେ I  ଦିନକୁ ଦିନ ପଣ୍ଡିରାପିଟା ଗ୍ରାମରେ  କୀଡୀନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି I  ଆମ ପ୍ରତିନିଧିଙ୍କ ନିକଟରେ ମୋର ମା ମାଳତୀ ନାଗ (୭୦) ଏବଂ ମୋ ସ୍ତ୍ରୀ ପ୍ରତିମା ନାଗ (୪୦)ଙ୍କଏହି ରୋଗ ରେ ମୃତ୍ୟୁ ହୋଇଛି I ଏମାନଙ୍କୁ ଚିକିତ୍ସା କରାଯାଇ ଡାଇଲିସ ମଧ୍ୟ୍ୟ କରାଯାଉ ଥିଲା ବୋଲି ପ୍ରକାଶ କରନ୍ତି I ସେହିପରି  ଆମ ପଡାର ଦୁତୀୟ ମହାନନ୍ଦ(୩୫),ରାତ୍ର ବାରିକ (୪୫) ଙ୍କ ମୃତ୍ୟୁ ହୋଇ ଥିବାର ସୋମନାଥ ପ୍ରକାଶ କରନ୍ତି I ଅନେକ ସମୟରେ ଗାଁ ରେ ଥିବା ନଳକୂଅ ମାନଙ୍କର ପାଣି ପରୀକ୍ଷା କରାଯାଇ ଥିବା ଓ ଏହା କୀଡୀନି ରୋଗ ର ଲକ୍ଷଣ ବାହାରିଥିବାର ସୋମନାଥ ପ୍ରକାଶ କରନ୍ତି I ବିଡ଼ିଓ  ଅଭିଯୋଗ ପାଇବା ପରେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ପଣ୍ଡରାପିଟା ଗ୍ରାମର ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ନେଇ ନିର୍ଦ୍ଦେଶ ଦେଇଥିବାର ବିଡ଼ିଓ ପ୍ରକାଶ କରନ୍ତି   ଦାବୀପତ୍ର ର ଏକକିତା ନକଲ ସୁବର୍ଣ୍ଣପୁର ଜିଲ୍ଲାପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ ମନ୍ତ୍ରୀ, ଭୁବନେଶ୍ବର, ଏବଂ ସୁବର୍ଣ୍ଣପୁର ସି. ଡି. ଏମ. ଓ. ଙ୍କୁ ପଠାଯାଇଛି । ପଣ୍ଡରାପିଟା ଗ୍ରାମରେ ଲାଗି ରହିଥିବା କୀଡୀନି ରୋଗ ସମସ୍ୟାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ସହ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଓ ସଚେତନ ନାଗରିକ  ଦାବୀ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like