-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
30-Aug-2025
ବରୀ(ରଞ୍ଜିତ ମହାନ୍ତି): ଜାତୀୟ ପତାକାର ସଦାସର୍ବଦା ସ୍ଵତନ୍ତ୍ର ମାନ୍ୟତା ରହିଛି। ଏହା ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ବିଶେଷ ଦିନଗୁଡ଼ିକରେ ବ୍ୟବହୃତ ହୋଇଥାଏ। ବରୀ ବ୍ଲକ ସେରପୁର ପଞ୍ଚାୟତ କାର୍ଯ୍ୟାଳୟର ପତାକା ଉତ୍ତୋଳନ ପିଣ୍ଡି ପାଖ ଚଟାଣ ଉପରେ ଏକ ଜାତୀୟ ପତାକା ଚିତ୍ର କରାଯାଇଛି। ଯାହା ଶିଳ୍ପୀଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ସ୍ଥାନରେ ଏହାକୁ ସ୍ଥାନିତ କରିଛନ୍ତି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।