-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ଜିଲ୍ଲା

ପାୱlର ଅଫ ଦିବ୍ୟlଙ୍ଗସ ବରଗଡ ତରଫରୁ, ବରପାଲିଠାରେ ବ୍ଲକ ସ୍ତରୀୟ ବୈଠକ

24-Aug-2025



ବରଗଡ଼(ପ୍ରେରଣା ଖବର): ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପଠାରେ ବରପାଲି ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ପାୱାର ଅଫ ଦିବ୍ୟlଙ୍ଗସ ର ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ, ମୁଖ୍ୟ ଅତିଥି ଭାବରେ ବରପାଲି ଏନ. ଏ. ସି. ଚେୟାରମ୍ୟାନ ଶ୍ରୀ ଦିନେଶ ଗହୀର, ସୁଇଟ ସ୍ମlଲ ଦିବ୍ୟlଙ୍ଗ ଟ୍ରଷ୍ଟ ର ମୁଖ୍ୟ ଶ୍ରୀମତୀ ମଞ୍ଜୁଲତା ଦାଶ, ସରସ୍ବତୀ ସଂଘ ର ଉପସଭାପତି ଶ୍ରୀମତୀ ଘରଯୁଗୀ ଗଡ଼ତୀୟା, ଜନଶକ୍ତି ଭିନ୍ନକ୍ଷମ ସଂଗଠନ ର ସମ୍ପାଦକ ଶ୍ରୀ ସୂର୍ଯ୍ୟମଣି ମାଝୀ ଏବଂ ପାୱାର ଅଫ ଦିବ୍ୟlଙ୍ଗ ସଂଗଠନ ର ସାଧାରଣ ସମ୍ପାଦକ ଶ୍ରୀ ମେଘନାଦ ସାହୁ ତଥା ମିଡିଆ ପ୍ରଭାରୀ ସତ୍ୟଜିତ ଦାଶ ମଂଚାସୀନ ଥିଲେ । ସମ୍ପାଦକ ଶ୍ରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ମାଆ ସମଲେଶ୍ୱରୀ ଙ୍କ ଫଟୋଚିତ୍ର ସମ୍ମୁଖରେ ଦିପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ ପରେ, ସ୍ୱାମୀ ବିବେକାନନ୍ଦ ନର୍ସିଂ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ  କରି ସମସ୍ତଙ୍କୁ ସ୍ୱାଗତ କଲାପରେ, ସଭାପତି ଶ୍ରୀ ଅଗ୍ରୱାଲ ସଭା ରେ ଯୋଗଦାନ କରିଥିବା ବରପାଲି ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ବହୁ ସଂଖ୍ୟା ରେ ଦିବ୍ୟାଂଗ ସଦସ୍ୟ ସଦସ୍ୟା ମାନଙ୍କୁ ଅଭିନନ୍ଦନ ଜଣାଇ ପାୱାର ଅଫ ଦିବ୍ୟlଙ୍ଗ ମୁଖ୍ୟ ଉଦେଶ୍ୟ ବିଷୟ ରେ ଆଲୋକପାତ କରିଥିଲେ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସ୍ବାବଲମ୍ବୀ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ଦିଗରେ ପାୱାର ଅଫ ଦିବ୍ୟାଙ୍ଗସ ର ଭୂମିକା ବିଷୟ ରେ ଅବଗତ କରି ଥିଲେ। ମଂଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖି କହିଲେ ଯେ, ସମାଜରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କଲେ, ଦିବ୍ୟାଙ୍ଗ ଭାଇ ଭଉଣୀମାନେ ଉପକୃତ ହେବେ ଓ ସରକାରୀ ଯୋଜନା ମାନଙ୍କର ସମ୍ପୂର୍ଣ୍ଣ ଲାଭ ପାଇ ପାରିବେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗହୀରଙ୍କ ଦ୍ୱାରା ଦିବ୍ୟlଙ୍ଗ ଭଉଣୀ ତୁଳସୀ  ମେହେର ଙ୍କୁ ହୁଇଲ ଚେୟାର ପ୍ରଦାନ କରି ଡିବ୍ୟାଙ୍ଗ ମାନଙ୍କୁ ସର୍ବଦା ସହଯୋଗ ର ପ୍ରତିଶ୍ରୁତି ଦେଇ ଥିଲେ। ଏହି ଅବସରରେ ଭେଡେନ ବ୍ଲକର ସଭାପତି ଶ୍ରୀ ବସନ୍ତ ଭୋଇ, ବରଗଡ ବ୍ଲକର ସଭାପତି ଶ୍ରୀ ଫକୀର ମହାନନ୍ଦ, ବିଜେପୁର ବ୍ଲକର ସଭାପତି ଶ୍ରୀ ସୁରେଶ ଯୋଶୀ, ସୋନପୁର ଡୁଙ୍ଗୁରିପାଲି ବ୍ଲକର ମିତ୍ରଭାନୁ ସାହୁ ନିଜ ନିଜ ବକ୍ତବ୍ୟ ରଖିଥିବାବେଳେ, ଅତାବିରା ବ୍ଲକ ସଭାପତି ପ୍ରମୋଦ ଗରଡିଆ, ବଧିର ସଂଘର ସଭାପତି ଚିତ୍ରସେନ ମେହେର, ସୋହେଲା ବ୍ଲକ ସଭାପତି ଭଗବାନ ହରପାଳ ଏବଂ ପାଇକମାଲ ବ୍ଲକ ର ସମ୍ପାଦକ ତୁଲାରାମ ନାଗ ଉପସ୍ଥିତ ଥିଲେ ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଚିନ ବାରିକ, ନବୀନ ଅଗ୍ରୱାଲ, ଚିଣ୍ଟୁ ହରିପାଳ, ଅମନ ପଟେଲ ଏବଂ ଦୀପିକା

କୁମ୍ଭାରଙ୍କୁ ପାୱାର ଅଫ ଦିବ୍ୟlଙ୍ଗସ ତରଫରୁ ପ୍ରତୀକ ଚିହ୍ନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜନ ସଂସ୍ଥା ସରସ୍ବତୀ ସଂଘ, ସୁଇଟ ସ୍ମlଇଲ ଏବଂ ଜନଶକ୍ତି ଭିନ୍ନକ୍ଷମ ସଂଘକୁ ମଧ୍ୟ ପାୱାର ଅଫ ଡିବ୍ୟାଙ୍ଗସ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।  କୁମାରୀ ଆଦ୍ୟାଶା ଅଗ୍ରହlଣି  ସୁନ୍ଦର ନୃତ୍ୟ ପରିବେଷଣ କରି ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବରପାଲି ର ତିନୋଟି ଯାକ ସଂସ୍ଥାର କର୍ମକର୍ତ୍ତାମାନେ ପୂର୍ଣ୍ଣ ସକ୍ରୀୟତା ର ସହିତ ସହଯୋଗ କରିବାରୁ ଜିଲ୍ଲା ସଂଗଠନ ତରଫରୁ ସତ୍ୟଜିତ ଦାଶ ଧନ୍ୟବାଦ୍ ସହ ପ୍ରଶଂସା କରି ଥିଲେ । ପରିଶେଷରେ ସରସ୍ବତୀ ସଂଘର ସଭ୍ୟା ଶ୍ରୀମତୀ ଅଞ୍ଜଳି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like