-+91-9937148622 |

prerana_bgr@rediffmail.com |

  Monday 27th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   (26-Apr-2026)       ||      ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   (26-Apr-2026)       ||      ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||      ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   (26-Apr-2026)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ    (26-Apr-2026)       ||      *ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   (26-Apr-2026)       ||      *ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   (26-Apr-2026)       ||      କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ    (26-Apr-2026)       ||      ଜନ ଆକ୍ରୋଶ ମହିଳା ସମାବେଶ    (26-Apr-2026)       ||      *ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ*   (26-Apr-2026)       ||      ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   (26-Apr-2026)       ||      ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   (26-Apr-2026)       ||       ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    (26-Apr-2026)       ||      ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   (26-Apr-2026)       ||      ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ   (26-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ   (26-Apr-2026)       ||      କଟକରେ ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ : କ୍ଲଷ୍ଟର ଆଧାରିତ ପ୍ରାଣିପାଳନ ଉପରେ ଗୁରୁତ୍ବ    (25-Apr-2026)       ||      କଂଗ୍ରେସ ବହୁପୂର୍ବରୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀ,ବାଚସ୍ପତି ଓ ରାଷ୍ଟ୍ରପତି ପଦ ଦେଇସାରିଛି-କୁକୁସିଂ   (25-Apr-2026)       ||      କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ    (25-Apr-2026)       ||      ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Apr-2026)       ||     

HOME   ଜିଲ୍ଲା

ବିନା ସୁଚନା ଫଲକରେ ଚାଲିଛି ଲକ୍ଷାଧିକ ଟଙ୍କାର କାମ।

17-Aug-2025



ସିନାପାଲି  (ଚିନ୍ତାମଣି ନେତାମ)
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ପଂଚାୟତରେ  ନୂତନ  ଜିପିଏଲ ଏଫ ବିଲଡିଂ ନୂତନ ଭାବେ କାର୍ଯ୍ୟ  ଚାଲିଥିବା ବେଳେ ବିନା ସୁଚନା ଫଲକରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି। ସରକାର ଙ୍କ ନିୟମ ଅନୁସାରେ ଯେଉଁ ଠାରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି  ସେଠାରେ ପ୍ରଶାସନ ପକ୍ଷରୁ ସୁଚନା ଫଲକ ଲଗାଇବା ବାଧ୍ଯତାମୁଲକ ରହିଛି  କିନ୍ତୁ ଏହା ସିନାପାଲି ବ୍ଲକ  ଗୋର୍ଲା ପଂଚାୟତ ରେ  ନିର୍ମାଣ ହେଉଥିବା କାମରେ ବ୍ୟତିକ୍ରମ ଦେଖିବାକୁ ମିଲିଛି। ପ୍ରକାଶ ଯେ ଏହି  ଜି ପି ଏଲ ଏଫ ମରାମତି କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ରେ ନୂତନ ଭାବେ କାର୍ଯ୍ୟ ହେଉଥିବା ବେଳେ  ତାହା  ଅତି ନିମ୍ନମାନର କାମ ହୋଇଛି  l ହେଲେ ସେଠାରେ କୌଣସି ସୁଚନା ଫଲକ ଲଗାଯାଇନାହି। ଯାହା ଫଳ ରେ ଏହି କାମ କେଉଁ ପାଣ୍ଠି ବିନିଯୋଗ ରେ କରାଯାଉଛି। ଏବଂ କେବେ ଆରମ୍ଭ ହେଲା କେବେ ଶେଷ ହେବ, କେଉଁ ଠିକାଦାର ଦ୍ୱାରା କରାଯାଉଛି କେତେ ଲକ୍ଷ ଟଙ୍କା ଅଟକଲ ମୁଲ୍ଯ ର କାମ ତାହା ଜଣାପଡୁନଥିବାରୁ ଜନସାଧାରଣ ରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ଏଭଳି  କାମରେ ଆରମ୍ଭ ରୁ ସୁଚନା ଫଲକ ନଥିବାରୁ ଉକ୍ତ କାର୍ଯ୍ୟ କୁ ନେଇ ବିଭିନ୍ନ ପ୍ରଶ୍ନ ସ୍ରୁଷ୍ଟି କରୁଥିବା ବେଳେ ଏହି କାମରେ ଅନିୟମିତତା ହେଉଥିବା ଜନସାଧାରଣ ରେ ସନ୍ଦେହ ମନେ ହେଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି  lଏନେଇ ଅଧିକ ସୁଚନା ପାଇଁ ବିଭାଗୀୟ  ନୀଲେଶ୍ୱର ମାଝୀ (ଜେ ଇ ) ମହୋଦୟଙ୍କୁ   ଫୋନ କରିବାରୁ  ଫୋନ୍  ଉଠାଇ ନାହାନ୍ତି  । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   26-Apr-2026
  ଜିଲ୍ଲା  
ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   26-Apr-2026
  ଜିଲ୍ଲା  
ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ   26-Apr-2026
  ଜିଲ୍ଲା  
ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   26-Apr-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ   26-Apr-2026
  ଜିଲ୍ଲା  
*ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   26-Apr-2026
  ଜିଲ୍ଲା  
*ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   26-Apr-2026
  ଜିଲ୍ଲା  
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ   26-Apr-2026
  ଜିଲ୍ଲା  
ଜନ ଆକ୍ରୋଶ ମହିଳା ସମାବେଶ   26-Apr-2026
  ଜିଲ୍ଲା  
*ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ*   26-Apr-2026
  ଜିଲ୍ଲା  
ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   26-Apr-2026
  ଜିଲ୍ଲା  
ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   26-Apr-2026

You Might Also Like