-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ବରଗଡ଼ (ମୁକୁନ୍ଦ ଦାସ) :ଗୋଡଭଗା ଫାଣ୍ଡି ଙ୍କ ଉଦ୍ୟମ କ୍ରମେ ଆଜି ଗୋଡଭଗା କେମ୍ପ ଠାରେ ସଡକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯେଉଁ ମାନେ ହେଲମେଟ୍ ପିନ୍ଧିଛନ୍ତି ସେମାନଙ୍କୁ ପାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ ଗୋଲାପ ଫୁଲ ଦେଇ ସମ୍ମାନୀତ କରିଛନ୍ତି। ଏହି ପରି ପଦଯେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମଧ୍ୟ ସଭପତି ମୁକୁନ୍ଦ ଦାଶ ପ୍ରଶଂସା କରିଛନ୍ତି। ଏହି ପରି ସଚେତନତା ପାଇଁ ଜିଲ୍ଲା ପୋଲିସ୍ ପ୍ରଶାସନ କୁ ଅନେକ ଅନେକ ସାଧୁବାଦ ଜଣାଉଛିନ୍ତି ଆଞ୍ଚଲ ବାସି।*