-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ଅର୍ଥ ଅଭାବରୁ ହୋଇପାରୁନାହିଁ ଚିକିତ୍ସା, ସ୍ୱାମୀର ଜୀବନ ରକ୍ଷା ପାଇଁ ସ୍ତ୍ରୀର ଆକୁଳ ନିବେଦନ

09-Aug-2025



କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମର ଅଶାନ୍ତ ମଣ୍ଡଲ, ଶେଜରୁ ଉଠି ପାରୁନାହାନ୍ତି, ହେଲେ ପରିବାର ଲୋକଙ୍କ ସୁରକ୍ଷା ଲାଗି ବଞ୍ଚିବାର ଇଛା କରି ପକାଉଛି ଅସ୍ତବ୍ୟସ୍ତ। ଏଥିପାଇଁ ନିଜର ଜୀବନ ରକ୍ଷା ପାଇଁ କରୁଛନ୍ତି ଆକୁଳ ନିବେଦନ। ଅନ୍ୟପଟେ ଗୁରୁତର ଭାବେ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇଥିବାରୁ ଶାରୀରିକ ଅକ୍ଷମତା କରିପକାଇଛି ଅସହାୟ। ଏଭଳି କରୁଣ ସ୍ଥିତି ମଧ୍ୟରେ ଅଶାନ୍ତଙ୍କ ବଞ୍ଚିବାର ଇଚ୍ଛାରେ ବାଧକ ସାଜିଛି ଅର୍ଥ। ତୁରନ୍ତ ଅପରେସନର ଆବଶ୍ୟକ ଥିବା ବେଳେ ଅର୍ଥ ଅଭାବରୁ ଶଯ୍ୟାଶାୟୀ ହୋଇ ଛଳଛଳ ଆଖିରେ ଯେପରି ବଞ୍ଚିବା ପାଇଁ କରୁଛନ୍ତି ଆକୁଳ ନିବେଦନ। ସୂଚନା ଅନୁଯାୟୀ ଅଶାନ୍ତ ମଣ୍ଡଲ ଗତ କିଛି ମାସ ଧରି ଅସୁସ୍ଥତା ଅନୁଭବ କରିବାରୁ ନିଜର

ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ lଯାହାଫଳରେ ଗତ ପ୍ରାୟ ଚାରି ମାସ ପୂର୍ବେ ସେ ଗୁରୁତର କିଡ଼ନୀ ସମସ୍ୟା ଜନିତ ରୋଗରେ ପୀଡ଼ିତ ଥିବା ଜଣା ପଡିଥିଲା । ଏହି ରୋଗ ଚିହ୍ନଟ ପରେ ପ୍ରଥମେ ଆନ୍ଧ୍ରର ଭଦ୍ରାଚଲମ ଓ ପରେ ଗୁଣ୍ଟୁର ଠାରେ ଚିକିତ୍ସା କରାଇଥିଲେ। ତେବେ ଦିନକୁ ଦିନ ଅବସ୍ଥା ଗୁରୁତର ହେବା ସହ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ବିଫଳ ହୋଇ ନିରାଶ ଅବସ୍ଥାରେ ଘର କୁ ଫେରିଥିଲେ। ଦିନକୁ ଦିନ ଅବସ୍ଥା ଗୁରୁତର ହେବା ସହ ଅଶାନ୍ତ ଶଯ୍ୟାଶାୟୀ ହୋଇପଡିଥିଲେ। ଯାହାଫଳରେ ପୁରା ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିବା ସହ ଅସହାୟ ଭାବେ ଆଜି ଗଣମାଧ୍ୟମ ଜରିଆରେ ଅଶାନ୍ତ ମଣ୍ଡଳ ଙ୍କ ଜୀବନ ରକ୍ଷା ଲାଗି କାନ୍ଦି କାନ୍ଦି ଆକୁଳ ନିବେଦନ କରିଛନ୍ତି lଅଶାନ୍ତଙ୍କ ୨ ଝିଅ ମଧ୍ୟରୁ ଗୋଟିଏ ଝିଅ ବିବାହ ହୋଇଯାଇଥିବା ବେଳେ ଅନ୍ୟଜଣେ ଝିଅ ଓ ଗୋଟିଏ ପୁଅ ସହ ବୃଦ୍ଧ ବାପା ଘରେ ରହିଥିବା ଜଣାପଡ଼ିଛି। ଅଶାନ୍ତଙ୍କ ଏଭଳି ଅବସ୍ଥା ପୁରା ପରିବାର ଉପରେ ଏକ ବଜ୍ର ପଡିବା ଭଳି ପରିସ୍ଥିତି ସ୍ରୁଷ୍ଟି କରିଛି। ଏ ବାବଦରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ଏମଭି ୭୯ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଏକ ସ୍ୱାସ୍ଥ୍ୟ ଟିମ୍ ପଠାଇ ଅଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖିବେ ବୋଲି କହିଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଶାନ୍ତ ଙ୍କ ଏଭଳି ଅବସ୍ଥାକୁ ଗୁରୁତର ଭାବେ ନେଇ ତୁରନ୍ତ ସହାୟତା ଯୋଗାଇ ଦେବା ସହ ମୃତ୍ୟୁ ମୁଖରୁ ଉଦ୍ଧାର କରିବା ଲାଗି ଅଞ୍ଚଳବାସୀ ଦାବୀ କରିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like