-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||     

HOME   ଜିଲ୍ଲା

କାଲିମେଳା ଓ ମୋଟୁ ଦୁଇ ତହସିଲ କାର୍ଯ୍ୟାଳୟ ଦାୟିତ୍ଵରେ ଜଣେ ତହସିଲଦାର

08-Aug-2025



ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ 

 କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସବୁଠାରୁ ବଡ଼ ବ୍ଳକ ଭାବରେ ପରିଚିତ। ଏଥିରେ ୨୩ ଗୋଟି ଗ୍ରାମପଞ୍ଚାୟତ ଲୋକ ନିର୍ଭର କରିଥାନ୍ତି। ବ୍ଳକ ହେଉ କିମ୍ବା ତହସିଲ ସମସ୍ତେ ଏଠାକୁ ଆସି ନିଜର ସମସ୍ୟା ବଡ ବାବୁ ମାନଙ୍କୁ ଜଣେଇଥାନ୍ତି।ଏହି ପରି ଅବସ୍ଥା ରେ ଲୋକଙ୍କ ଜାତିଗତ ସାର୍ଟିଫିକେଟ, ସ୍ଥାନୀୟ ବାସିନ୍ଦା ସାର୍ଟିଫିକେଟ ଏବଂ ବିଭିନ୍ନ ସମସ୍ୟା ନେଇ ତହସିଲଦାର ପାଖରେ ଯାଇଥାନ୍ତି lକିନ୍ତୁ କେତେବେଳେ ତହସିଲଦାର ରୁହନ୍ତି ମୋଟୁ ତ ଆଉ କେତେବେଳେ ରୁହନ୍ତି କାଲିମେଳା ରେ l ଏଭଳି ସ୍ଥିତିରେ କିଭଳି ଲୋକଙ୍କ ସମସ୍ୟା ଦୂର ହୋଇପାରିବ ତାକୁ ନେଇ ବଡ଼ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତହସିଲଦାର ନ ଥିଲେ କୌଣସି କାମ ହେଉ ନଥିବା ବେଳେ କିପରି ଲୋକଙ୍କ ଏହାର ସମାଧାନ ହେଇପାରିବ ?ତହସିଲ କାର୍ଯ୍ୟାଳୟ ର ବାବୁଙ୍କୁ କହିଲେ ତହସିଲଦାର ନାହାନ୍ତି ଆସିଲେ ହେଇଯିବ ବୋଲି କହୁଥିବା ବେଳେ ବହୁ ଦୂରରୁ ଆସୁଥିବା ଲୋକେ ହଇରାଣ ହେଉଥିବା ଦେଖିବା ପାଇଁ ମିଳୁଛି lତେବେ ତହସିଲଦାର ସାରଙ୍କ ବିନା ପରମିଶନରେ କୌଣସି କାର୍ଯ୍ୟ ହୋଇପାରୁ ନ ଥିବା ବେଳେ ବିଚରା ଯିଏ ଏହି ସାର୍ଟିଫିକେଟ ବା ଅନ୍ୟ କୌଣସି କାମରେ ଆସିଥାଏ ତେବେ ସେ ଯିବ ତ ଯିବ କାହା ପାଖକୁ। ଏହିପରି ଅବସ୍ଥା ରେ ଚାଲିଛି କାଲିମେଳା ତହସିଲ କାର୍ଯ୍ୟାଳୟ। ଯେତେବେଳେ ଲୋକେ ସାର ଙ୍କୁ ଜରୁରୀ କାମ ପାଇଁ ଦେଖା କରିବାକୁ ଯିବେ ସାର ନ ଥିଲେ କିରାଣୀ ମାନେ କୁହନ୍ତି ସାର ପରା ମୋଟୁ ତହସିଲ କୁ ଯାଇଛନ୍ତି। ଏବେ ପ୍ରଶ୍ନ  ଲୋକ ଯିବେ ତ  କୁଆଡେ ଯିବେ କାହା ପାଖକୁ ଯିବେ। କାହା ପାଖରେ ଗୁହାରି ଜଣାଇବେ। କାଲିମେଳା ତହସିଲ ରେ ନାହିଁ ଅତିରିକ୍ତ ତହସିଲଦାର।ଲୋକମାନେ ଚେମ୍ବର କୁ ଗଲେ ଚେମ୍ବର ଫଙ୍କା। ସେହିପରି ଅବସ୍ଥାରେ ମୋଟୁ ତହସିଲ ଲୋକମାନେ ପଟା, ମେରେଜ ସାର୍ଟିଫିକେଟ ଏଭଳି ଅନ୍ୟାନ୍ୟ କାମ ଗୁଡିକ ପାଇଁ ଗଲେ

ନୟାନ୍ତ ହୋଇ ଫେରିବା ପାଇଁ ପଡୁଛି l ଜଣେ ଲୋକ ତାହାର ସବୁ କାମ ଛାଡି ସେ ତହସିଲ କାମ ପାଇଁ ମାସ ମାସ ଧରି ବୁଲିବପରେ ବି ତାହାର କାମ ହେଉ ନ ଥିବା ବେଳେ ଜରୁରୀ  କାମ ସବୁ ଅଟକି ରହୁଥିବା ଦେଖିବା ପାଇଁ ମିଳୁଛି l ତେବେ କିଭଳି ଏହି ଜରୁରୀ କାଳୀନ କାମ ଗୁଡିକ ହେଇ ପାରିବ ତାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ମୋଟୁ ଅଞ୍ଚଳବାସୀ ସରକାରଙ୍କୁ ଦାବି କରିଛିନ୍ତି ଯଥା ଶୀଘ୍ର ନୂତନ ତହସିଲ ଦାର କୁ ମୋଟୁ ରେ ନିଯୁକ୍ତି ଦିଆଯାଉ।ତେବେ ଦେଖିବା ପାଇଁ ବାକି ରହିଲା କେବେ ଏହି ସମସ୍ୟାର ସମାଧାନ ହେବ ଏବଂ କେବେ ଏହିସବୁ ସୁବିଧା ପାଇବେ ତାହା ଦେଖିବା ପାଇଁ ବାକି ରହିଲା  l


News Comment




Photo in News

Advertisment
Lastest News
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026

You Might Also Like