-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ବହ୍ମପୁର (ପ୍ରେରଣା ଖବର) :ବୋଲେରୋ ଧକ୍କାରେ ଜଣେ ମୃତ। ମୃତକ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଗାଁର ଟୁନା ଦାସ । ଜରଡା ଥାନା ଅନ୍ତର୍ଗତ ବାଦପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ଲୋଚାପଡ଼ା ଗାଁର ଟୁନା ଦାସ କୌଣସି କାମରେ ଆସିଥିଲେ । କିନ୍ତୁ ଜରଡା ଥାନା ଅନ୍ତର୍ଗତ ବାଦପୁର ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଟୁନାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ କି ତାଙ୍କର ମୃତ୍ୟୁ ହୋଇଛି । ବୋଲେରୋ ଧକ୍କାରେ ଟୁନାଙ୍କ ମୃତ୍ଯୁ ହୋଇଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।