-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
10-Jul-2025
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସଭା ଗୃହରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ତଥା ଇଆରଓ ଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଇସିଂହା ଅକ୍ଷୟପାଣି ଉଦ୍ଦୁ, ଏବିଡ଼ିଓ କିଶୋରଚନ୍ଦ୍ର ମାନସିଂହ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିଲେ l ପ୍ରଶିକ୍ଷଣ ଅଧିକାରୀ ଭାବେ ଆଗଲପୁର ବ୍ଲକ ଜିପିଓ ସୋଭାଗ୍ୟ ପଧାନ ଯୋଗଦେଇ ଅଙ୍ଗନବାଡି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଆଗାମୀ ପଂଚାୟତ ସ୍ତରୀୟ ନିର୍ବାଚନ ପାଇଁ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଟି ଲୋଇସିଂହା ବ୍ଲକ ରେ ୮ ଓ ୯ ଦୁଇଦିନ ଧରି ଚାଲିଥିଲା l ଲୋଇସିଂହା ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l