-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି

09-Jul-2025



ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ )ବଲାଙ୍ଗୀର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ଭାବେ ବେଶ ପରିଚିତ ଥିବା ବେଳେ ଏହି ଜିଲ୍ଲାରେ ଦାଦନ ରୋକିବାକୁ କେନ୍ଦ୍ର ସରକାର ଙ୍କ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ ସତ କିନ୍ତୁ ତାହା ଶ୍ରମିକ ଙ୍କ ହିତ ପାଇଁ ନୁହେଁ ଅଧିକାରୀ ଙ୍କ ପକେଟ ଗରମ ପାଇଁ ହୋଇଥାଏ ଯାହାଫଳରେ ଏଠାକାର ଲୋକେ ଦାଦନ ଯିବା ପାଇଁ ବାଧ୍ୟ ହୋଇଥାନ୍ତି!ପ୍ରତିଦିନ ପ୍ରତି ମୁହୂର୍ତ୍ତ ରେ ଦାଦନ ପ୍ରବଣ ଜିଲ୍ଲା ବଲାଙ୍ଗିର ରେ ମନରେଗା ଦୁର୍ନୀତି ବିଭିନ୍ନ ଗଣମାଧ୍ୟମ ଓ ପତ୍ରପତ୍ରିକା ରେ ଦେଖିବାକୁ ମିଳେ!ବେଳେ ବେଳେ ଛୋଟ ଛୋଟ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବାହୋସ୍ପଟ ଦେଖାଏ ଜିଲ୍ଲା ପ୍ରଶାସନ!ଦୁର୍ନୀତି କମିବା ବଦଳରେ ବୃଦ୍ଧି ହେଉଥିବା ଯୋଗୁଁ ଏହା ଉପରେ ଅତିଷ୍ଟ ହେବାକୁ ବସିଲେଣି ଲୋକେ!ମାଓପ୍ରବଣ ଅଞ୍ଚଳ ଖପ୍ରାଖୋଲ ବ୍ଲକ ରେ ସର୍ବାଧିକ ମନରେଗା ଦୁର୍ନୀତି ଅଭିଯୋଗ ଆସୁଥିଲେ ସୁଦ୍ଧା ନିରବ ରହିଛି ଜିଲ୍ଲା ପ୍ରଶାସନ!ଏହି ଅଞ୍ଚଳ ରେ ପୂର୍ବରୁ ଅନେକ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ସବୁକୁ ଚାପି ଦିଆଯାଇଛି!ଏହା ଉପରେ ଯିଏ ସ୍ୱର ଉତ୍ତୋଳନ କରିଛି ତାକୁ ମଧ୍ୟ ଦବାଇ ଦିଆଯାଇଥିବା ଘଟଣା ଦେଖିବାକୁ ମିଳିଥିଲା!ଗତ କିଛି ବର୍ଷ ତଳେ ମନରେଗା ଦୁର୍ନୀତି ର ପର୍ଦାଫାଶ କରିବା ପାଇଁ ସମାଜସେବୀ ଧ୍ରୁବ ସରାଫ କିଛି ସମର୍ଥକ ଙ୍କୁ ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ସେହି ସମୟ ର ବିଡ଼ିଓ ରଶ୍ମି ରଞ୍ଜନ ରାଉତ କିଛି ନ ଶୁଣିଥିଲେ ସେଥିପାଇଁ ତୁ ତୁ ମେଁ ମେଁ ହୋଇଥିବା ବେଳେ ଧ୍ରୁବ ସେରାଫ ଙ୍କୁ ମିଛ କେଶ ରେ ଫସାଇ ଜେଲ ପଠାଇ ଦିଆଯାଇଥିଲା!ସେଦିନ ଠାରୁ ଅଞ୍ଚଳବାସୀ ମନରେଗା ଦୁର୍ନୀତି ର ବିରୋଧ ରେ ସ୍ୱର ଉତ୍ତୋଳନ କରୁନଥିବା ଯୋଗୁଁ ପୁଣି ମନରେଗା ଦୁର୍ନୀତି ର କାୟା ବିସ୍ତାର ହେବାକୁ ଲାଗିଲା!ଶୁଣିବାକୁ ମିଳେ ଯେ ଏହି ବ୍ଲକ ର କିଛି ସରପଞ୍ଚ ମନରେଗା ଦୁର୍ନୀତି କରି ସରକାରୀ ବାବୁ ଙ୍କୁ ଦାମୀ ଦାମୀ ଗିଫ୍ଟ ମଧ୍ୟ ପ୍ରଦାନ କରନ୍ତି!ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମ ରେ ମନରେଗା ଯୋଜନାରେ ମେସିନ କାମ ହେଉଥିବା ର ଭିଡ଼ିଓ ଆମକୁ ହସ୍ତଗତ ହୋଇଥିବା ବେଳେ ତାକୁ ଚାପି ଦିଆଯାଉଥିବା ପ୍ରୟାସ ଜାରି ହେଉଛି!ସୂଚନା ଅନୁସାରେ ମାଟିଆଭଟା ଗ୍ରାମ ପଞ୍ଚାୟତ ମାଟିଆଭଟା ଗ୍ରାମ ରେ ମନରେଗା ଯୋଜନାରେ ନୂଆ ବନ୍ଧ ଟେଙ୍କ ପୁନଃ ଉଦ୍ଧାର ପାଇଁ 9,95000 ଟଙ୍କା ବ୍ୟୟ ବରାଦ ରେ କାର୍ଯ୍ୟାଦେଶ ହୋଇଥିଲା!ସେହି କାମ କୁ ଶ୍ରମିକ ବଦଳ ରେ ମେସିନ କରୁଥିବା ଅଭିଯୋଗ ହେଉଛି ଏବଂ ତାର ଭିଡ଼ିଓ ମଧ୍ୟ ଆମର ହସ୍ତଗତ ହୋଇଛି!କିନ୍ତୁ ଏ ବିଷୟରେ ଏପିଓ ପ୍ରଶାନ୍ତ ସାହୁ ଙ୍କୁ ପଚାରିବାରୁ ସେ କହିଲେ କି ଭିଡ଼ିଓ ମୁଁ ମଧ୍ୟ ଦେଖିଲି ଏଡିଇଓ କହୁଥିଲେ କି ଗ୍ରାମବାସୀ ନିଜସ୍ୱ ଟଙ୍କା ଖର୍ଚ୍ଚ କରି କାମ କରୁଛନ୍ତି!ଏ ବିଷୟରେ ଏଡିଇଓ ଏବଂ ଜେଇ ଙ୍କୁ ପଚାରିଲେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ!ଏ ବିଷୟରେ ଏଡିଇଓ ଦୁର୍ୟୋଧନ ସେରାଫ ଙ୍କୁ ପଚାରିବାରୁ ସେ କହିଲେ ଏହା ଏକ ମାସ ତଳର ଭିଡ଼ିଓ ଏବଂ ଅନ୍ୟ ବନ୍ଧ ରେ ଗାଁ ଲୋକେ ନିଜସ୍ୱ ଟଙ୍କା ରେ କାମ କରୁଛନ୍ତି ଗାଁ ଲୋକ ଙ୍କ ଠାରୁ ଗୋଟେ ଲିଖିତ ପତ୍ର ଆଣିବୁ!ଏ ବିଷୟରେ ଜେଇ ଦୀପକ ବେହେରା ଙ୍କୁ ପଚାରିବାରୁ ସେ କହିଲେ ଏହି ମନରେଗା କାମ ଚାଲୁ ରହିଛି ତାହା ଅନ୍ୟ ବନ୍ଧ ରେ ଗାଁ ଲୋକ କାମ କରୁଛନ୍ତି!ଏହାର ବିଲ ସମ୍ପୂର୍ଣ୍ଣ ହୋଇନାହିଁ!ତାହେଲେ ବିଭାଗୀୟ ଅଧିକାରୀ ମାନେ କେତେ ସତ କହୁଛନ୍ତି ତଦନ୍ତ ପରେ ଜଣାପଡିବ!ଏପଟେ ମାଟିଆଭଟା ଗାଁ ର ଲୋକ ଙ୍କୁ ଜାଣିବାକୁ ମିଳୁଛି ଯେ ଗୋଟିଏ ବନ୍ଧ ଜଣକ ରୟତି ଅଛି ଓ ନୂଆବନ୍ଧ ଟି ସରକାରୀ ଅଛି!ରୟତି ବନ୍ଧ ଉପରେ ଗ୍ରାମବାସୀ ନିଜ ଟଙ୍କା ଖର୍ଚ୍ଚ କରି କାମ କଲେ କିପରି? ସେମିତି ମଧ୍ୟ ନୂଆ ବନ୍ଧ ରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ତାହା ଉପଯୋଗୀ ନୁହେଁ କି? ନାଁ ଏହି ମେସିନ ଲଗାଇ କାମ କରୁଥିବା ଭିଡ଼ିଓ କୁ ଭଣ୍ଡୁର କରିବା ପାଇଁ ସରପଞ୍ଚ ନିଜ ସମର୍ଥକ ଙ୍କୁ ଧରି ପ୍ରୟାସ କରୁଛନ୍ତି ତାହା ତଦନ୍ତ ସାକ୍ଷେପ!ଏହି ଘଟଣା ଉପରେ ସ୍ୱୟଂ ଓଡିଶା ଉପମୁଖମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ ମହୋଦୟ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି!


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like