-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଗୋଟିଏ ମାସ ପରେ ରେଙ୍ଗାଲିକ୍ୟାମ୍ପ ରୁ ଚୋରି ହାର୍ଭେଷ୍ଟର ମିଳିଲା ପଞ୍ଜାବରେ.... ଛତିଶଗଡରୁ ପଞ୍ଜାବ ଯାଏ ଲମ୍ବିଛି ଚେର

05-Jul-2025



ଅତାବିରା(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ, ୫୩ ନଂ ଜାତୀୟ ରାଜପଥ  କଡ଼ରେ ଅବସ୍ଥିତ  ରେଙ୍ଗାଳି କ୍ୟାମ୍ପ ପେଟ୍ରୋଲ ପମ୍ପ ଠାରେ  ଦେବାହାଳ ଗ୍ରାମର ବାସୁଦେବ ବାରିକ୍ ଙ୍କ ଟ୍ରାକ୍ଟର ନଂ ଓଡି ୧୭ ଇ ୨୬୧୪ ରେ ତାଙ୍କର ଏକ ଧାନକଟା ଯନ୍ତ୍ର ବୋଝେଇ ହୋଇ ରହିଥିଲା।ପ୍ରକାଶ ଥାଉ କି  ରବି ଫସଲ ଅମଳ ସମୟରେ  ଏହି  କୃଷି ଯନ୍ତ୍ରପାତି ଗୁଡ଼ିକର  ନିତିଦିନିଆ ଭାବରେ ବ୍ୟବହାର ହେଉ ଥିବାରୁ  ଏହି ପେଟ୍ରୋଲ ପମ୍ପ ରେ କିଛିଦିନ ଧରି ନିତି ପ୍ରତି ଭାବେ ରହୁଥିଲା ।ଏହାର ସୁଯୋଗ ନେଇ ଗତ ଜୁନ ୦୨ ତାରିଖ ରାତି ପ୍ରାୟ ୩ ଟାରେ ଜନୈକ ଚୋର ଚୋରି କରି  ନେଇଯାଇଥିଲା। ସକାଳେ ଯେତେବେଳେ ଗାଡି ମାଲିକ  ତାଙ୍କ ଗାଡ଼ି ସେଠାରେ ନଥିବା ଖବର ପାଇଥିଲେ, ସଙ୍ଗେ ସଙ୍ଗେ ଅତାବିରା ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ଅତାବିରା ପୋଲିସ   ଏହାର ଅନୁସନ୍ଧାନ କାର୍ଯ୍ୟରେ ଲାଗିଥିଲା।ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ  ସଦଳ ବଳେ ପହଞ୍ଚି  ସି ସି କେମେରା  ଫୁଟେଜକୁ ଦେଖି ଚୋର ଛତିଶ ଗଡ଼ ଅଭିମୁଖେ ଯାଉଥିବା ଜଣା ପଡ଼ିଥିଲା।ବରାହଗୋଡା  ଟୋଲ ଗେଟ ,ବରଗଡ଼ ହଲଦିପାଲି ଛକ ରେ ଲାଗିଥିବା ସରକାରୀ ସି ସି କେମେରା ଫୁଟେଜ ରେ ସିଧା ସଳଖ ଛତିଶ ଗଡ଼ ଅଭିମୁଖେ ଚୋର ଚୋରି ଜିନିଷ ସହ ଯାଉଥିବା  ପ୍ରମାଣ ମିଳିଥିଲା। ଏହି ଖବର ଟି ସେଦିନ ଜୁନ ତିନି ତାରିଖରେ  ଦୈନିକ ସମାଜ ଖବର କାଗଜରେ ମଧ୍ୟ ପ୍ରକାଶିତ ହୋଇଥିଲା । ଚୋରକୁ ଧରିବା ପାଇଁ ଅତାବିରା ପୋଲିସ ଏବଂ ମାଲିକ  ସରେଇ ପାଲି ପର୍ଯ୍ୟନ୍ତ ଚୋରକୁ ଅନୁସରଣ କରି କରି ଚାଲିଥିଲେ ।କିନ୍ତୁ ସେଠାରୁ ଆଉ  ଆଗକୁ ସି ସି କେମେରା ଖରାପ ଥିବାରୁ  ଚୋର ଆଗକୁ କେଉଁ ରାସ୍ତା ଧରିଛି ତାର କିଛି ଜଣା ପଡି ନ ଥିଲା।ତେବେ ପୋଲିସ ଛତିଶଗଡ ଓ ମଧ୍ୟ ପ୍ରଦେଶ ପୋଲିସ କୁ ଖବର ଦେବା ସହ  ଚୋରକୁ ଧରିବା ପାଇଁ ରାୟପୁର ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ଏକ ପୋଲିସ ଇଲୋକ୍ଟ୍ରୋନିସ୍କ ଟିମ ତନାଘନା  ଜାରି ରଖି ଚୋରି କରି ନେଉ ଥିବା ଚୋର ର ଚେହେରା ଫୁଟେଜ୍ ଅନୁସାରେ ସ୍ପଷ୍ଟ ଜଣା ପଡୁ ନଥିଲେ ମଧ୍ୟ ଚୋର ବୁଟ୍ ସୁଟ ରେ ଥିବା ଜଣା ପଡିଥିଲା।ଚୋରି ଜିନିଷ  ଆନୁମାନିକ ମୂଲ୍ୟ  ୨୦ ଲକ୍ଷ ରୁ ଅଧିକ ବୋଲି ମାଲିକଙ୍କ ଠାରୁ ଜଣା ପଡିଛି । ଏହି ଘଟଣାକୁ ନେଇ ପୋଲିସର ଅନୁସନ୍ଧାନ ଜାରି ରହିଥିଲା  । ଚୋରି ର ଦୀର୍ଘ ଗୋଟିଏ ମାସ ପରେ  ପଞ୍ଜାବ ରେ ଚୋର ଟି ଧରାପଡ଼ିଛି । ଏହାକୁ ନେଇ 

ଆଜି ଅତାବିରା ଥାନା ରେ ବରଗଡ଼ ଏସ ଡି ପି ଓ  ପଦାର ବିନ୍ଦ ତ୍ରିପାଠୀ ଓ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଙ୍କ ଉପସ୍ଥିତି ରେ ଏକ ସାମ୍ବାଦିକ ସମ୍ମିଳନୀ  ହୋଇଥିଲା ।ଏହି ସମ୍ମିଳନୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ  ଚୋର ପଞ୍ଜାବ ରାଜ୍ୟ ର ଶ୍ରୀ ମୁକ୍ତେଶ୍ୱର୍ ସାହିବ ଜିଲ୍ଲା ର ଲକ୍ଷେୱାଲି ଥାନା ଟାମ୍ କୋଟ ଗ୍ରାମର ସେୱା ସିଂହ (୩୮)  ବୋଲି ଜଣାପଡିଛି । ପୋଲିସ ତାକୁ  ଗିରଫ କରିବା ସହ ଚୋରୀ କରି ନେଇଥିବା ୨୭୫ ମହିନ୍ଦ୍ରା ଟ୍ରାକ୍ଟର, ଟଳି ଓ କୁବେଟା ଧାନ କଟା ଯନ୍ତ୍ର ସହ ବ୍ୟବହାର କରୁଥିବା ଚୋରୀ ବାଇକ୍ ଜବତ କରି କୋର୍ଟ ଚାଲାଣ କରିଛି । କିନ୍ତୁ ଏହି ଚୋରି ଘଟଣାରେ ଚେର ଛତିଶ ଗଡ ପର୍ଯ୍ୟନ୍ତ ଲମ୍ବିଥିବା  ଓ   ଆହୁରି କିଛି ବ୍ୟକ୍ତି ସଂଶ୍ଳିଷ୍ଟ ଥିବା   ଜଣାପଡ଼ୁଛି ।  ତେବେ ପୋଲିସ ର ଏହି ସଫଳତା କୁ  ଅଞ୍ଚଳରେ ପ୍ରଶଂସା କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like