-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   (01-Aug-2026)       ||      ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (01-Aug-2026)       ||      *ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   (01-Aug-2026)       ||      *ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   (01-Aug-2026)       ||      ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   (01-Aug-2026)       ||      ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   (01-Aug-2026)       ||      ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା    (01-Aug-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      *ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ପ୍ରବେଶ ଦ୍ୱାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ବୋର୍ଡ , ଏଥର ଟ୍ରାଫିକ ଜାମ ରୁ ମିଳିପାରେ ଆଶ୍ୱସ୍ତି

02-Jul-2025



ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତ ମୁଖ୍ୟାଳୟର ସମସ୍ତ ପ୍ରବେଶ ଦ୍ଵାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ଜୋନ ସୁଚନା ଫଳକ। ସୁଚନାଯୋଗ୍ୟ ସିନ୍ଧେକେଲା ମୁଖ୍ୟ ରାସ୍ତା ଦେଇ ଯାଇଛି ୪୨ ନମ୍ବର ରାଜ୍ୟ ରାଜପଥ । ଯାହାକି ଅନତି ଦୂରରେ ଭବାନୀପାଟଣା - ରାଇପୁର ୧୯ ନମ୍ବର ରାଜ୍ୟ ରାଜପଥ କୁ ସଂଯୋଗ କରିଛି। ତେଣୁ ଉକ୍ତ ରାସ୍ତା ଦେଇ ଗଲେ ବିଶାଖାପାଟଣା ରୁ ରାଇଘର କୁ କିଛି କମ୍ ଦୁରତା ପଡୁଥିବାରୁ ପ୍ରତିଦିନ ଶତାଧିକ ଭାରୀଯାନ ଚଳାଚଳ ସମେତ ବିଶେଷକରି ବାଲି ବୋଝେଇ ଭାରୀଯାନ ଗୁଡିକ ଦିନରାତି ଅହରହ ପ୍ରବେଶ କରି ଖରା ଓ ଶୀତ ଦିନରେ ଧୂଳିମୟ ପରିବେଶ ସୃଷ୍ଟି ହେବା ସହ ବର୍ଷା ହେଲେ କାଦୁଅ ସଦୃଶ ହୋଇ ବହୁ ଅସୁବିଧା ସୃଷ୍ଟି ହେଉଥିଲା। ଉକ୍ତ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ, ରୋଗୀ ବାହକ ଆମ୍ବୁଲାନ୍ସ, ପୋଲିସ, ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ବିଭିନ୍ନ କାମରେ ଯାତାୟାତ କରନ୍ତି । ଏଣୁ ଉକ୍ତ ରାସ୍ତାରେ ଘୋର ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହି ଥାଏ । ଏହି ସବୁ ସମସ୍ୟା କୁ ଦୂର କରିବାପାଇଁ ପ୍ରାୟ ବର୍ଷେ ପୂର୍ବେ ସ୍ଥାନୀୟ ବଣିକ ସଙ୍ଘ ପକ୍ଷରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିଧାୟକ ଶ୍ରୀ ବାଗ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଅବଗତ କରି ଉକ୍ତ ରାସ୍ତାରେ ସକାଳ ୯ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଆଦେଶ ଦେବାପାଇଁ କହିଥିଲେ। ବିଧାୟକ ଙ୍କ ଅବଗତ ପରେ ବଲାଙ୍ଗୀର ଜିଲ୍ଲାପାଳ ଆଦେଶ ଦେଇଥିଲେ। ଆଦେଶ ଦେବା ସତ୍ତ୍ୱେ ସିନ୍ଧେକେଲା ପ୍ରବେଶ ଦ୍ୱାର ଗୁଡ଼ିକରେ ନୋ ଏଣ୍ଟ୍ରି ବୋର୍ଡ ଲାଗି ପାରିନଥିଲା। ତେଣୁ ବାହାରୁ ଆସୁଥିବା ଭାରିଯାନ ଗୁଡିକର ଚାଳକମାନେ ଜାଣି ନ ପାରି ସିନ୍ଧେକେଲା ମୁଖ୍ୟ ରାସ୍ତା ଦେଇ ଆସି ଯାଉଥିଲେ। ତେବେ ଏହାକୁ ନଜରରେ ରଖି ଆର ଏଣ୍ଡ ବି ଏସଡିଓ ଡୋଲେଶ୍ବର ମାଝୀ ଙ୍କୁ ସିନ୍ଧେକେଲା ବଣିକ ସଂଘ ସଭାପତି ଏବଂ ସହ ସମ୍ପାଦକ ଅନିଲ କୁମାର ତ୍ରିପାଠୀ ନୋ ଏଣ୍ଟ୍ରି ସୁଚନା ଫଳକ ଲଗାଇବା ପାଇଁ ଅନୁରୋଧ କରିଥିଲେ। ତେବେ ମଙ୍ଗଳବାର ଆର ଏଣ୍ଡ ବି ତରଫରୁ ସିନ୍ଧେକେଲା ର ତିନୋଟି ପ୍ରବେଶ ଦ୍ୱାର ଗୁଡିକରେ ନୋ ଏଣ୍ଟ୍ରି ବୋର୍ଡ ଲଗାଯାଇଛି। ଏହି ସମୟରେ ସିନ୍ଧେକେଲା ଆଇଆଇସି ପିତାମ୍ବର ମଲ୍ଲିକ ଉକ୍ତ ବୋର୍ଡ ର ଫିତା କାଟି ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ଉପ ସଭାପତି ଗୋବିନ୍ଦ ସାହୁ , ସମ୍ପାଦକ ସନ୍ତୋଷ ଜୈନ , ସହ ସମ୍ପାଦକ ଅନିଲ ତ୍ରିପାଠୀ , କୋଷାଧ୍ୟକ୍ଷ କିରୋଡି ଜୈନ , ତରୁଣ ଜୈନ , ମିଡିଆ ସମ୍ପାଦକ ଦିନେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   01-Aug-2026
  ଜିଲ୍ଲା  
ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   01-Aug-2026
  ଜିଲ୍ଲା  
*ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   01-Aug-2026
  ଜିଲ୍ଲା  
*ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   01-Aug-2026
  ରାଜ୍ୟ  
ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   01-Aug-2026
  ଜିଲ୍ଲା  
ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   01-Aug-2026
  ଜିଲ୍ଲା  
ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା   01-Aug-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
*ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   31-Jul-2026
  ଜିଲ୍ଲା  
ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   31-Jul-2026
  ଜିଲ୍ଲା  
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   31-Jul-2026

You Might Also Like