-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଲାଗିଛି ୩ ଲକ୍ଷ ଟଙ୍କା ଉଠୁଛି, ବାସ୍ତବ ରେ ସେହି ସ୍ଥାନ ରେ କାମ ର ଦେଖାନାହିଁ ସନ୍ଦେହ ଘେର ରେ ଦାଇତ୍ବ ଥିବା କର୍ମଚାରୀଙ୍କ ଭୂମିକା

02-Jul-2025



ରିପୋର୍ଟ: ମୋହନ ସୁନା 

କଣ୍ଟାବାଞ୍ଜି,: ସରକାର ଯୋଜନା ଉପରେ ଯୋଜନା କରି ଗ୍ରାମାଞ୍ଚଳ ର ଉନ୍ନତୀକରଣ କରଣ କାମ ଲକ୍ଷ ଲକ୍ଷ ଟଙ୍କା ସରକାରୀ ରାଜକୋଷ ରୁ ଅନୁଦାନ ମଞ୍ଜୁର କରିଥିବା ବେଳେ ବାସ୍ତବ ରେ ସେହି ଯୋଜନା ବାଟମାରଣା ହେବା ସହ ସଳକାରୀ ରାଜକୋଷରୁ ଆସୁଥିବା ଅନୁଦାନ ଆତ୍ମସାତ ହେବାରେ ଲାଗିଛି। ଯାହାଫଳ ଜଳନ୍ତା ଉହାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ହିଆଲ ଗାଁ ରେ । ସୂଚନା ଅନୁସାରେ ହିଆଁଲ ଗାଁ ର ପହରି ମଣ୍ଡପ ଠାରୁ ଅଙ୍ଗନବାଡ଼ି କେନ୍ଦ୍ର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କହିବାକୁ ତୁରେକେଲା ପଞ୍ଚାୟତ ସମିତି ପକ୍ଷରୁ ରାଜ୍ଯ ପଞ୍ଚଦଶ ଅର୍ଥ ଯୋଜନା ରେ ତିନି ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ହେଳେ ସଳକାରୀ ରାଜକୋଷ ରୁ ତିନି ଲକ୍ଷ ଟଙ୍କା ଅନୁଦାନ ଆତ୍ମସାତ କରାଯାଇଥିବା ଅଭିଯୋଗ ହେଉଛି। ଯେଉଁ ସ୍ଥାନ ରେ ଏହି କଂକ୍ରିଟ ରାସ୍ତା ନିର୍ମାଣ କରାଯଇଥିବା ସୂଚନା ଫଳକ ରେ ଲେଖା ହୋଇଛି ବାସ୍ତବ ରେ ସେହି ସ୍ଥାନ ରେ ସିମେଣ୍ଟ ଅତଡା ଟିକେ ମଧ୍ଯ ପଡିନାହିଁ। ନୂତନ ହିଆଁଲ ୫ଟି ନୂତନ ହାଇସ୍କୁଲ ସମ୍ମୁଖୀନ ସେହି ସୂଚନା ଫଳକ ଟି ଲାଗିଛି। କିନ୍ତୁ ସେହି ସ୍ଥାନ ରେ କାମ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ କରିଛି ସେହି ସ୍ଥାନ ରେ ଫଳକ ନାହିଁ କି କାମ ବି ହେଇନାହିଁ ଏବଂ ଫଳକ ଲଗାଇ ଥିବା ହାଇସ୍କୁଲ ସମ୍ମୁଖରେ କଂକ୍ରିଟ ରାସ୍ତା ମଧ୍ଯ ନିର୍ମାଣ କରାଯାଇନାହଁ। ଏନେଇ ପଞ୍ଚାୟତରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସନତ ଦାଶ ଙ୍କୁ ପଚାରିବାରୁ ଯେଉଁ ସ୍ଥାନରେ ଏହି କାମ କରିବା ଅନୁଦାନ ଆସିଥିଲା ସେଠାରେ କାମ କରିବାକୁ ସ୍ଥାନ ନାହିଁ ତେଣୁ ଗାଁ ଲୋକଙ୍କ ଅନୁରୋଧ କ୍ରମେ ଆମେ ସେହି ଅନୁଦାନ ଟି ହିଆଁଲ ୫ଟି ହାଇସ୍କୁଲ ସମ୍ମୁଖରେ ପେଭର ରୋଡ ନିର୍ମାଣ କରିବାରେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବ ସେ କହିଛନ୍ତି। ତାଙ୍କ ପ୍ରତିକ୍ରିୟା ଶୁଣିବା ପରେ ଆମକୁ ଆହୁରି ଚକିତ କରିଛି। ଯଦି ସେଠାରେ କାମ କରିବା ସ୍ଥାନ ନାହିଁ ତେବେ ସେଠାରେ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ତୁରେକେଲା ବ୍ଲକ ପ୍ରଶାସନକୁ କିଏ ପ୍ରସ୍ତାବ ଦେଇଥିଲା ଯାହାଫଳ ରେ ତୁରେକେଲା ବ୍ଲକ ପ୍ରଶାସନ ରାସ୍ତା ନିର୍ମାଣ କରିବାକୁ ଅନୁଦାନ ମଞ୍ଜୁର କଲା। ସେପଟେ 
ଯଦି ଅନୁଦାନ କଂକ୍ରିଟ ରୋଡ ନିର୍ମାଣ ପାଇଁ ଆସିଥିଲା ତେବେ ସେହି ଅନୁଦାନ କୁ ପେଭର ରୋଡ ନିର୍ମାଣ କରିବାରେ କେମିତି ଖର୍ଚ୍ଚ କଳେ ଏବଂ ନିର୍ମାଣ ହୋଇଥିବା ପେଭର ରୋଡ ଟି ମଧ୍ଯ ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ପେଭର ରୋଡ ଦବି ବାରେ ଲାଗିଛି। ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁର୍ନୀତି ଘଟଣା ଏହି ପଞ୍ଚାୟତ ରୁ ସାମ୍ନା କୁ ଆସୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତୁରେକେଲା ବ୍ଲକ ପ୍ରଶାସନ କାହା ଚାପ ଚୁପ ରହିଛି ନା ତୁରେକେଲା ବ୍ଲକ ପ୍ରଶାସନ ଦାଇତ୍ବ ଥିବା କର୍ମଚାରୀ ହାତଗୁଞ୍ଜ ନେଇ ଏହି ଭଲି ଦୁର୍ନୀତି କୁ ପସ୍ରୟ ଦେଉଛନ୍ତି କି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି। ତେବେ ରାଜ୍ଯ ସରକାର ନଜର ଦେଇ ଏହି କଂକ୍ରିଟ ରାସ୍ତା ନିର୍ମାଣ କରିବା ନାହିଁ ରେ ନିମ୍ନମାନର ପେଭର ରୋଡ ନିର୍ମାଣ ସଳକାରୀ ଅନୁଦାନ ଆତ୍ମସାତ କରିଥିବା ସରକାରୀ କର୍ମଚାରୀ ଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବାକୁ ସାଧାରଣ ରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like