-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
ପୁଇଁତଲା, (ବିନୋଦ ଦୀପ) ପୁଇଁତଲା ବ୍ଲକ ଅନ୍ତର୍ଗତ ଅଟଗାଁ ପଂଚାୟତ ର ଅଟଗାଁ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଯୋଗ ଶିକ୍ଷକ ଦିଲ୍ଲିପ ଚନ୍ଦନ ଓ ଶିଖା ବେହେରା ଙ୍କ ତତ୍ୱାବଧାନ ରେ ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଉକ୍ତ ଯୋଗ ଦିବସ ରେ ଅତିଥି ଭାବେ ଡାକ୍ଟର(ଆଇ/ସି) ଦୀପିକା କର, ଆସିଷ୍ଟାଣ୍ଟ ପ୍ରୀତି ସାହୁ, ପି.ଟି.ଏସ - ଡିଙ୍ଗର ବେହେରା ଯୋଗ ଦେଇଥିଲେ l ବିଭିନ୍ନ ପ୍ରକାର ଯୋଗ ର ଟିପ୍ପଣୀ ଯୋଗ ଶିକ୍ଷକ ଙ୍କ ଦ୍ୱାରା ପ୍ରଦର୍ଶନ କରାଗଲା l ଏହି ଯୋଗ ଦିବସ ରେ ଇନ୍ଦ୍ରମଣି ନାଏକ, ଦିଲ୍ଲିପ ବେହେରା, ସୁରେନ୍ଦ୍ର ପ୍ରଧାନ, କମଳକାନ୍ତ ସା, ହରେକୃଷ୍ଣ ଦୋରା, ଉମାଶଙ୍କର ନନ୍ଦ, ପାର୍ଥ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ବଦଳ ସା, ରମେଶ ଚନ୍ଦନ, ସୁରମଣି ଥନାପତି, ଅଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l