-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଅନ୍ତିମ ଦିବସରେ ଭବ୍ୟ ସ୍ୱାଗତ ହେଲା ବିକାଶ ବାହାନ ରଥ

21-Jun-2025



ପାଟଣାଗଡ଼(ପୂର୍ଣ୍ଣ ଶଶୀ ଶେଖର ରାଓ) ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ସରକାର ଗଠନ ହେବା ଏକ ବର୍ଷ ପୁରି ଯାଇ ଥିବା ବେଳେ ଏକ ବର୍ଷରେ ରାଜ୍ୟରେ ବିକାଶମୂଳକ ଯୋଜନା ଗୁଡିକୁ ଲୋକଙ୍କୁ ପଂହଁଇବା ପାଇଁ ସାରା ରାଜ୍ୟରେ ବିକାଶ ବାହାନ ପରିକ୍ରମା କରୁଅଛି । ଏହି ରଥ ଟି ୧୨ ତାରିଖରୁ ବାହାରି ଥିବାବେଳେ ଆଜି ଅନ୍ତିମ ଦିବସରେ ପଂହଁଚିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକର ତିନୋଟି ଗ୍ରାମ ପଞ୍ଚାୟତରେ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମେ ସଲଣ୍ଡି ଗ୍ରାମ ପଞ୍ଚାୟତରେ ପଂହଁଚି ଥିବା ବେଳେ ସରପଞ୍ଚ ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ ପିଇଓ ଅନୁରାଧା ସାହୁ, ଏଡିଇଓ ପ୍ରତାପ ମିଶ୍ର, ଯୋଗାଣ ସହାୟିକା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସି ଆର ପି, ଏମ ବି କେ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଜନସାଧାରଣ କୀର୍ତ୍ତନ କରି ରଥଟିକୁ ସ୍ୱାଗତ ଜଣାଇଥିଲେ!ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ

ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ, ବରିଷ୍ଠ ବିଜେପି ନେତା ତେଜରାଜ ବେହେରା,ବିଜେପି ନେତା ଲଳିତ ମିର୍ଦ୍ଧା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତ ପ୍ରଭା ନାଗ, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ସାମାଜିକ ସୁରକ୍ଷା ବିଭାଗ ରୁ ସୁରଜ ପଟେଲ, ବି ପି ଏମ ନୀଳମାଧବ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ!ଏଲ ଇ ଡ଼ି ମାଧ୍ୟମରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରାଯାଇ ଥିଲା । ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ନୂଆ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଅନ୍ତୋଦୟ ଯୋଜନାରେ ଆବାସ ଗୃହ କାର୍ଯ୍ୟାଦେଶ ୫ଜଣଙ୍କୁ, ଭତ୍ତା ୮ଜଣଙ୍କୁ,ଶ୍ରମିକ କାର୍ଡ ୧୨ଜଣଙ୍କୁ ଏବଂ ରାସନ କାର୍ଡ  ୧୦ଜଣଙ୍କୁ ପ୍ରଦାନ କରାଯାଇଛି!ନୋଡାଲ ଅଫିସର ପାଣ୍ଡବ ମଲ୍ଲିକ ମଞ୍ଚ ପରିଚାଳନ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ!

ଦ୍ଵିତୀୟ ପର୍ଯ୍ୟାୟ ରେ ରଥ ଟି ଭରୁଆପାଲି ଗ୍ରାମ ପଞ୍ଚାୟତକୁ ଆସିଥିବା ବେଳେ ସରପଞ୍ଚ ପଦ୍ମାବତୀ ବାଗଙ୍କ ନେତୃତ୍ୱରେ ପିଇଓ ବିଜୟ କୁମାର ମାଝୀ, ଯୋଗାଣ ସହାୟକ ଧୂବୁଲେଶ୍ୱର ଛତ୍ରିଆ, ଏଡିଇଓ ପ୍ରତାପ ମିଶ୍ର, ବୃନ୍ଦାବତୀ ଛତ୍ରିଆ ସମିତି ସଭ୍ୟା, କମ୍ୟୁନିଟି ହେଲଥ ଅଫିସର ଲିପଶା ପରିଡା ଓ ସ୍ୱାସ୍ଥ୍ୟ କର୍ମୀ, ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ସି ଆର ପି, ଏମ ବି କେ ଓ ଜନସାଧାରଣ ବିକାଶ ବାହାନ ରଥ କୁ ସ୍ୱାଗତ ଜଣାଇଥିଲେ!ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ରାଜେଶ କୁମାର ମେହେର, ଏବିଡ଼ିଓ ସାରଥୀ ସାହୁ, ବରିଷ୍ଠ ବିଜେପି ନେତା ତେଜରାଜ ବେହେରା, ଲଳିତ ମିର୍ଦ୍ଧା, ପୂର୍ବତନ ସମିତି ସଭ୍ୟ ପୁରୁନ୍ଦର ବାଗ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତ ପ୍ରଭା ନାଗ, ବିଜେପି ନେତା ମକୁନ୍ଦ ହଂସ, ବି ପି ଏମ ନୀଳମାଧବ ସାହୁ,ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ସାମାଜିକ ସୁରକ୍ଷା ବିଭାଗ ସୁରଜ ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ!ଏଲ ଏ ଡ଼ି ମାଧ୍ୟମରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରାଯାଇ। ଥିବା ବେଳେ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ନୂତନ ହିତାଧିକାରୀ ଙ୍କୁ ଅତିଥି ମାନଙ୍କ କର କମଳରେ ପ୍ରଦାନ କରାଯାଇଛି!ଅନ୍ତୋଦୟ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ 8 ଜଣ ହିତାଧିକାରୀ ଙ୍କୁ, ରାସନ କାର୍ଡ ୧୨ଜଣଙ୍କୁ, ଜବ କାର୍ଡ ୭ ଜଣଙ୍କୁ ଏବଂ ଭତ୍ତା ୮ଜଣଙ୍କୁ ପ୍ରଦାନ କରାଗଲା । ମଞ୍ଚକୁ ନୋଡାଲ ଅଫିସର ପାଣ୍ଡବ ମଲ୍ଲିକ ପରିଚାଳନା କରିଥିଲେ । ଅନ୍ତିମ ଦିବସର ଅନ୍ତିମ ପର୍ଯ୍ୟାୟରେ ବେଲପଡା ବ୍ଲକ ସରମୁହାଣ ପଞ୍ଚାୟତକୁ ବିକାଶ ବାହାନ ରଥ ଆସିଥିବା ବେଳେ ସରପଞ୍ଚ ନିର୍ମା ବାଗଙ୍କ ନେତୃତ୍ୱରେ ପିଇଓ, ଯୋଗାଣ ସହାୟକ, ଏଡିଇଓ, ଅନ୍ୟାନ୍ୟ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସି ଆର ପି, ଏମ ବି କେ ଓ ଜନସାଧାରଣ ବିକାଶ ବାହାନ ରଥକୁ ଭବ୍ୟ ସ୍ୱାଗତ କରାଯାଇ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି

ଭାବେ ସାଂସଦ ପ୍ରତିନିଧି କୁନୁ ମୁଣ୍ଡା, ବିଧାୟକ ପ୍ରତିନିଧି ତନ୍ମୟ କୁମାର ଦାଶ ସମ୍ମାନିତ ଅତିଥି ଭାବେ ବିଡ଼ିଓ ରାଜେଶ ମେହେର, ଏବିଡ଼ିଓ ସାରଥୀ ସାହୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ବରିଷ୍ଠ ବିଜେପି ନେତା ତେଜରାଜ ବେହେରା, ଲଳିତ ମିର୍ଦ୍ଧା, ଯୁଗଳ କିଶୋର ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ସାମାଜିକ ସୁରକ୍ଷା ବିଭାଗର ସୁରଜ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ!ସରକାରଙ୍କ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀଙ୍କ ମଧ୍ୟରେ ରାସନ କାର୍ଡ ୧୫ ଜଣଙ୍କୁ, ଜବ କାର୍ଡ ଜଣ ଙ୍କୁ, ଭତ୍ତା ୯ଜଣଙ୍କୁ ଏବଂ ଅନ୍ତୋଦୟ ଆବାସ ଗୃହର କାର୍ଯ୍ୟାଦେଶ ୫ଜଣକୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ମଞ୍ଚକୁ ନୋଡାଲ ଅଫିସର ପାଣ୍ଡବ ମଲ୍ଲିକ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like