-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
ମାଁ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅନୀଲ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ଗ୍ରନ୍ଥାଧ୍ୟକ୍ଷ ତଥା ଯୋଗ ବିଷୟରେ ଜ୍ଞାନ ଥିବା ଶିଯୁକ୍ତ ଲମ୍ବୋଦର ପାଢୀ ବିଭିନ୍ନ ଯୋଗର ଆସନ
ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ସଂସାର ପ୍ରଧାନ, ସଞ୍ଜୟ ସାହୁ, ସୁଦିପ୍ତା ଦାସ, ସୁନିତା ସେଠ୍, ଅମ୍ରିତା ପଟ୍ଟନାୟକ,ମନିଷା ବେହେରା, ନିର୍ମଳ ତ୍ରିପାଠୀ, ଏକାଦଶୀଆ ଦଲେଇ, ଦିଲିପ ଗୁରୁ ଯୋଗ ପ୍ରଶିକ୍ଷଣ ନେଇଥିଲେ। ଯଦୁମଣି ସାହୁ, ଚିନ୍ମୟ ପାଣୀଗ୍ରାହୀ, ରତନ ଲୁହୁରା ସହଯୋଗ କରିଥିଲେ।