-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଯୋଗ ହେଉଛି ଜୀବନ ର ଶୃଙ୍ଗାର, ଆତ୍ମା ଓ ଶରୀର ମଧ୍ୟରେ ଏକତାର ସୂତ୍ର

21-Jun-2025



ବନ୍ଦୀମାନେ ନେଲେ ନୂତନ ଆଶା ଓ ଶାନ୍ତିର ସ୍ବାଦ

ବଲାଙ୍ଗିର(ଦେବାଶିଷ ବହିଦାର): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଜେଲର ଏକ ଅପୂର୍ବ ଉଦ୍ୟମ ଦ୍ୱାରା ଏକ ନୂତନ ଦିଗର ଆରମ୍ଭ ହେଲା। ବନ୍ଦୀମାନେ ଯେଉଁଠି ଜୀବନର ଏକ ଅନ୍ୟ ପ୍ରବାହରେ ଅଛନ୍ତି, ସେଠି ସେମାନଙ୍କୁ ଯୋଗ ମାଧ୍ୟମରେ ଶାନ୍ତି, ଅନୁଶାସନ ଓ ଆଶା ଦିଆଯାଇଛି।ସହଯୋଗ  ଫାଉଣ୍ଡେସନ ଓ ଜେଲ ପ୍ରଶାସନର  ସଂଯୁକ୍ତ ପ୍ରୟାସର ଫଳ। ଏହି ବିଶେଷ ଅବସରରେ ବନ୍ଦୀ ମାନେ ଓ କର୍ମଚାରୀମାନେ ଗୋଟିଏ ସ୍ଥାନରେ ଯୋଗ ଅଭ୍ୟାସ କରିିଥିଲେ।

ଯୋଗ ଅଧ୍ୟାପିକା  ସୁଶୋଭିତା ଗୁରୁ ଏହି କାର୍ଯ୍ୟକ୍ରମ ସଂଚାଳନ  କରିଥିଲେ। ସେ କହିଛନ୍ତି, ଯୋଗ କେବଳ ଶାରୀରିକ ଅଭ୍ୟାସ ନୁହେଁ, ଏହା ଆତ୍ମା ଓ ମନ ର ସମ୍ମିଳନ ଅଟୁଟ ବନ୍ଧନ। ଏହା ଦ୍ୱାରା ମନୁଷ୍ୟ ନିଜ ଭିତରେ ଥିବା ଶକ୍ତିକୁ ଜାଣିପାରେ ଓ ନିଜ ଅସ୍ତିତ୍ୱ ପ୍ରତି ଆଶା ବଢ଼େ।"

ସେ ବନ୍ଦୀମାନେଙ୍କୁ ବ୍ୟାସ୍ଥ ମନ, ଚିନ୍ତା ଓ ମାନସିକ ତାଣାପୋଡ଼ାରୁ ମୁକ୍ତି ପାଇଁ ନିୟମିତ ଯୋଗ ଅଭ୍ୟାସ କରିବା ପାଇଁ ପ୍ରେରିତ କଲେ। ସେ କହିଛନ୍ତି ଯେ ଅନେକ ବନ୍ଦୀ ତାଙ୍କ ଅନ୍ତର ଜ୍ୟୋତିକୁ ଅନୁଭବ କରି ବିକାଶ ଓ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ ବନ୍ଦୀମାନେଙ୍କୁ ଉଦବୋଧନ ଦେଇ କହିଛନ୍ତି, ଯଦି ଏକ ବ୍ୟକ୍ତି ଦିନକୁ କେବଳ ୩0 ମିନିଟ୍ ଯୋଗ କରନ୍ତି, ତେବେ ସେ ନିଜ ମନ ଓ ଶରୀର ଉପରେ ଅଭିଯାନ ଆରମ୍ଭ କରିପାରିବେ। ଏହା କେବଳ ଅଂଗସୂଚନା ନୁହେଁ — ଏହା ଜୀବନ ଧାରାକୁ ଦିଗଦର୍ଶନ ଦିଏ।"

ଏହି ଯୋଗ ଅନୁଷ୍ଠାନକୁ ସଫଳ କରିବାରେ ଅନେକ ଜଣ ମୁଖ୍ୟ ଭୂମିକା ନିଭାଇଥିଲେ ଅସିଷ୍ଟାଣ୍ଟ ଜେଲର ବିଜୟ ବେହେରା,ହରିଶଙ୍କର ପୁରୋହିତ,ମଗନ ଭାଇ ପଟେଲ,ପ୍ରଭାତ ଶ୍ରୀବାସ୍ତବ,ରାମନାରାୟଣ ଦାଶ,ସୁଦୀପ୍ତ ତ୍ରିପାଠୀ,ତୋଫାନ ପାତ୍ର, ଡ଼ା. ପଞ୍ଚାନନ ପ୍ରଧାନ।

ଏହି ଅବସରରେ ସହଯୋଗ ଫାଉଣ୍ଡେସନର ସାଧାରଣ ସମ୍ପାଦିକା  ଶ୍ରୀମତୀ ପିଙ୍କି ମୋଦି  କରିଛନ୍ତି ଯେ, ବର୍ଷା ଆରମ୍ଭ ସହିତ ବଲାଙ୍ଗିର ଓ ଜିଲ୍ଲା ଜେଲ ଅଞ୍ଚଳରେ ଏକ ବୃହତ  ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପରିବେଶ ସୁରକ୍ଷା ପାଇଁ ଏହା ଏକ ଆବଶ୍ୟକ ପଦକ୍ଷେପ ହେବ।"


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like