-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||     

HOME   ଜିଲ୍ଲା

ଭାରତସରକାରଙ୍କଅଧିନସ୍ଥ କଲଚରାଲଡେଭଲପ୍‍ମେଣ୍ଟଫାଉନ୍‍ଡେସନ୍‍ ଦ୍ୱାରାସମାଜସେବା ଓ କଳା ଓ ସଂସ୍କୃତି ପ୍ରସାରକ୍ଷେତ୍ରରେଉଲ୍ଲେଖନୀୟ ଅବଦାନ ପାଇଁ ନୀଳାଦ୍ରୀବିହାର ଯୁବ ଓ ସାସ୍କୃତିକସଂଘରସଭାପତି ଡଃ ପ୍ରକାଶଙ୍କୁ ଯଶଶ୍ରୀଭାରତ ସମ୍ମାନ ପ୍ରଦାନ

13-Jun-2025




ଭୁବନେଶ୍ୱର-ସମାଜସେବା, କଳା ଓ ସଂସ୍କୃତିର ପ୍ରଚାର ପ୍ରସାରକ୍ଷେତ୍ରରେ ଦୀର୍ଘତିନି ଦଶନ୍ଧିରୁଊର୍ଦ୍ଧକାଳର ନିରବଚ୍ଛିନ୍ନସାଧନା ପାଇଁରାଜ୍ୟର ଅଗ୍ରଣୀସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରୀବିହାର ଯୁବ ଓ ସାଂସ୍କୃତିକସଂଘରସଭାପତିଡ. ପ୍ରକାଶଚନ୍ଦ୍ର ପାଣିଗ୍ରାହୀଙ୍କୁ ଯଶଶ୍ରୀଭାରତ ସମ୍ମାନ ପ୍ରଦାନ କରାଯାଇଛି । ଭାରତସରକାରଙ୍କ ଅଧିନସ୍ଥ କଲ୍‍ଚରାଲଡେଭଲପ୍‍ମେଣ୍ଟଫାଉଡେସନ୍‍ ଦ୍ୱାରା ପୁରୀସ୍ଥିତ ଅନ୍ନପୂର୍ଣ୍ଣା ଥିଏଟ୍‍ରହଲରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା, ଡ. ଉପେନ୍ଦ୍ର କୁମାରଶର୍ମା, ବରିଷ୍ଠଅଭିିନେତାରାଜେନ୍ଦ୍ରକୁମାର ପତି, ସମାଜସେବୀଡ. ଷ୍ଟାଲିନ ପରିଡ଼ା ପ୍ରମୁଖଯୋଗଦେଇ ଡ. ପ୍ରକାଶଙ୍କୁଉପଢୌକନ, ମାନପତ୍ର ତଥା ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଡି.ଏ.ଭିବିଦ୍ୟାଳୟରେବରିଷ୍ଠଶିକ୍ଷକରୂପେ କାର୍ଯ୍ୟରତ ଡ. ପ୍ରକାଶ,ଶିକ୍ଷାସହସମାଜସେବା ଓ କଳାସଂସ୍କୃତିର ପ୍ରଚାର ପ୍ରସାରକ୍ଷେତ୍ରରେମନୋନିବେଶକରିଅଞ୍ଚଳ ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।ଉତ୍ସବରେ ଅନ୍ୟମାନଙ୍କମଧ୍ୟରେବରିଷ୍ଠକଳାକାର, ଅଭିନେତା ଓ ସମାଜସେବୀଅଜୟ ଜେନା, ସୁଶାନ୍ତ କୁମାରମହାପାତ୍ର, ତ୍ରୀଲୋଚନ ପ୍ରଧାନ, ମଧୁସ୍ମିତା ପାତ୍ର, ତୁଷାରକାନ୍ତ ବେହେରା ଓବିନୋଦ କୁମାରବେହେରା ପ୍ରମୁଖଉପସ୍ଥିତ ଥିଲେ ।ସମ୍ବର୍ଦ୍ଧନାରଉତ୍ତରରେ ଡ. ପ୍ରକାଶ ନିଜରପେଷାସହିତସମାଜସେବା, କଳାସଂସ୍କୃତିଜୀବନରେଭାବାବେଗକୁଉଦ୍ରେକକରିବାସହଜନମାନସକୁ ନିକଟତରକରି ଏକ ସୁତ୍ରରେବାନ୍ଧିରଖିବାରେସହାୟକହୋଇଥାଏବୋଲିମତବ୍ୟକ୍ତକରିଥିଲେ । ପ୍ରକାଶ ଥାଉକିକଲଚରାଲଡେଭଲପ୍‍ମେଣ୍ଟଫାଉନ୍‍ଡେସନ୍‍ ବର୍ଷବ୍ୟାପୀ ଦେଶରବିଭିନ୍ନସ୍ଥାନରେସାଂସ୍କୃତିକକାର୍ଯ୍ୟକ୍ରମ (ନୃତ୍ୟ) ପରିବେଷଣକରିକଳାକାରମାନଙ୍କୁଉତ୍ସାହିତକରିବାସହବିଭିନ୍ନକ୍ଷେତ୍ରରେଉଲ୍ଲେଖନୀୟ ଅବଦାନ ଦେଇଆସୁଥିବାବ୍ୟକ୍ତିବିଶେଷଙ୍କୁସମ୍ବର୍ଦ୍ଧିତକରିସେମାନଙ୍କୁଉତ୍ସାହିତକରିଥାନ୍ତି । ଡ. ପ୍ରକାଶଙ୍କଏହିଜାତୀୟସ୍ତରୀୟସମ୍ବର୍ଦ୍ଧନା ପାଇଁବନ୍ଧୁ, ସହକର୍ମୀ, ବୁଦ୍ଧିଜିବୀ ତଥା ଅଞ୍ଚଳବାସୀ ଖୁସିବ୍ୟକ୍ତକରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026

You Might Also Like