-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) : ଚଳିତ ବର୍ଷ ଆଇପିଏଲ ନିଲାମ ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ମିଳିଛି | ନିଲାମ ପୂର୍ବରୁ ଓସିଏ ତରଫରୁ ଓଡିଶା ର ଛ'ଜଣ ଜଣଙ୍କ ନାମ ସୁପାରିଶ ହୋଇଛି | ଉକ୍ତ ଖେଳାଳୀ ମାନେ ରଣଜୀ ଖେଳିଥିଲେ | ସେମାନଙ୍କ ମଧ୍ୟରେ ଓଡିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି, ଵିକେଟ କିପର ତଥା ବ୍ୟାଟ୍ସ ମ୍ୟାନ ରାଜେଶ ଧୁପର, ଯୁବ ପ୍ରେସ ବୋଲର ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତରଣୀ ସା ଙ୍କ ନାମ ସୁପାରିଶ ହୋଇଛି | ଆମ ନୟାଗଡ଼ ଜିଲ୍ଲାର ରାଜେଶ ମହାନ୍ତି ଯଦି ଆଇପିଏଲ ରେ ନିଲାମ ହୁଅନ୍ତି ତେବେ ତାଙ୍କ ପ୍ରେସ ବୋଲିଂ ଜଲଵା ସେ ଦେଖାଇବେ ବୋଲି ନୟାଗଡ଼ ବାସୀ ଚାତକ ପରି ଚାହିଁ ରହିଛନ୍ତି |