-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Jun-2025
ଆଗଲପୁର, (ପ୍ରେରଣା ଖବର) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ଉଚ୍ଚବାହାଲ ଠାରେ ଦେଶୀ ମଦ ଜବତ କରିଥିବା ଆଗଲପୁର ଆଇଆଇସି ପ୍ରକାଶ କରିଛନ୍ତି l ସୂଚନା ରୁ ପ୍ରକାଶ ଯେ ଉଚ୍ଚବାହାଲ ଗ୍ରାମର ଦିନେଶ୍ୱର ବେହେରା, ପି. ଯଦୁମଣି ବେହେରା ପାଖରୁ ଦୁଇଟି ଟ୍ୟୁବ ରେ ଭର୍ତିଥିବା 30 ଲିଟର ଦେଶୀମଦ ଜବତ କରିଛି ଆଗଲପୁର ପୋଲିସ l ପୋଲିସ ଏକ ମାମଲା ରୁଜୁକରି ଦିନେଶ୍ଵର ଙ୍କୁ କୋର୍ଟ ଫରୱାର୍ଡ଼ କରିଥିବା ଆଗଲପୁର ଥାନାଧିକାରୀ ସୂଚନା ଦେଇଛନ୍ତି l