-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

*ନକଲି ସାମ୍ବାଦିକ ପ୍ରତି ସାବଧାନ*

10-Jun-2025



- ସୋନପୁର (ମନୋରଞ୍ଜନ ତ୍ରିପାଠୀ)  ସାରା ଜିଲ୍ଲାର ବିଭିନ୍ନ ବ୍ଲକ ତଥା ଗ୍ରାମାଞ୍ଚଳ ଗୁଡିକରେ  ତଥା କଥିତ ସାମ୍ବାଦିକ ପରିଚୟ ଦେଇ ଜନସାଧାରଣଙ୍କୁ ଭୟ ଓ  ଭ୍ରମିତ କରୁଥିବା ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି.। ଏହି ତଥା କଥିତ ନକଲି ସାମ୍ବାଦିକ ବିଭିନ୍ନ କାର୍ଯ୍ୟାଳୟ ତଥା ବିଭିନ୍ନ ଠିକା ସଂସ୍ଥା, ସମସ୍ୟା ରେ ପୀଡିତ ବ୍ୟକ୍ତି ବିଶେଷ ଙ୍କୁ ପ୍ରଲୋଭିତ, ଭୟଭୀତ କରି ଟଙ୍କା (ଚାନ୍ଦା ) ମାଗିଥାନ୍ତି ଯାହା ସମ୍ପୂର୍ଣ୍ଣ ବେଆଇନ ଓ ଅପରାଧିକ । ନିଜେ ନିଜର ପରିଚୟ ସୃଷ୍ଟି ପାଇଁ ଏବେ ଯେଉଁମାନେ ନିଜର ବ୍ୟକ୍ତିଗତ ମୋବାଇଲରେ ୟୁଟୁଭ ଚେନେଲ୍ ଖୋଲି  ବିଭିନ୍ନ ସମସ୍ୟା, ବ୍ୟବସ୍ଥା ତଥା ଖବର ସୋସିଆଲ ମିଡିଆରେ ଦେଉଛନ୍ତି ସେମାନେ ସାଧାରଣତଃ ୟୁଟ୍ୟୁବର ଅଟନ୍ତି ଅନ୍ୟ ପକ୍ଷରେ ଏମାନେ କେବେବି ସାମ୍ବାଦିକ ନୁହନ୍ତି। ଜିଲ୍ଳାପ୍ରଶାସନ କିମ୍ବା ରାଜ୍ୟ ସରକାର ଏମାନଙ୍କୁ ସାମ୍ୱାଦିକ ବୋଲି ଗଣନା କରେନି କିମ୍ବା ଏମାନଙ୍କ ପାଇଁ ଆଦୌ କୌଣସି ଵୀମା ବା ସୁରକ୍ଷା ବ୍ୟବସ୍ଥା ନାହିଁ କାରଣ ଏମାନେ କୌଣସି ରେଜିଷ୍ଟ୍ରେଟ୍ ଗଣ ମାଧମ ସଂସ୍ଥାର ନୁହେଁ l ଅନ୍ୟ ପକ୍ଷରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ସମସ୍ତେ ଜାତୀୟ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଖବର କାଗଜ ଅଥବା ବୈଦ୍ୟୁତିକ ଗଣମାଧ୍ୟମ ସରବରାହ ସଂସ୍ଥା ଦ୍ୱାରା ଗଣମାଧ୍ୟମ ସଂସ୍ଥାର ଵିଧି ବ୍ୟବସ୍ଥାରେ ନିୟୋଜିତ ହୋଇଥାନ୍ତି  I ସେଥିପାଇଁ ନିୟୋଜନ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ପ୍ରତିନିଧିଙ୍କୁ ସମସ୍ତପ୍ରକାର ସରକାରଙ୍କ ଵିଧି ବ୍ୟବସ୍ଥାକୁ ଉପଲବ୍ଧ କରାଇବାକୁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ଡକୁମେଣ୍ଟ ଦେଇଥାନ୍ତି ଯଦ୍ୱାରା ସେମାନଙ୍କୁ ଜିଲ୍ଲାସ୍ତରରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଥାଏ।  ସଧାରଣ ଲୋକେ ବି ଜାଣିବା ଉଚିତ ଯେ କିଏ ନକଲି ଓ କିଏ ଅସଲି ସାମ୍ୱାଦିକ l ପ୍ରିଣ୍ଟ ମିଡ଼ିଆ ଓ ରେଜିଷ୍ଟ୍ରେଟ୍ ଟିଭି ଚ୍ୟାନେଲର ପ୍ରତିନିଧି ମାନେ ହିଁ ପ୍ରକୃତ ଅସଲି ସାମ୍ୱାଦିକ l ଖବର କାଗଜ ମାନଙ୍କର ଓ   ଟିଭି ଚେନେଲ୍ ମାନଙ୍କ ମାଲିକ ବା ଏଡ଼ିଟର କୌଣସି ଅଞ୍ଚଳ ବା ଜିଲ୍ଲା ରେ ଜଣଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସେ ଅଞ୍ଚଳର ଥାନାରୁ ଆବେଦନ କାରୀଙ୍କ କ୍ୟାରେକ୍ଟର ସାର୍ଟିଫିକେଟ ମାଗନ୍ତି l ଜିଲ୍ଳାରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନିଯୁକ୍ତି ପତ୍ର ଗଣ ମାଧ୍ୟମ ସଂସ୍ଥାର କତୃପକ୍ଷ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲପାଳ,ଏସପି     ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ପାଖକୁ  ବିଧି ବ୍ୟବସ୍ଥା ସହ ନିଯୁକ୍ତି ପତ୍ର ପ୍ରଦାନ କରନ୍ତି l  ଯାହାଦ୍ୱାରା ସେହି ସାମ୍ବାଦିକଙ୍କ ନିଯୁକ୍ତି କୁ ଜିଲ୍ଲା ପ୍ରଶାସନ ଦ୍ୱାରା ବୈଧଭାବେ ଗ୍ରହଣ କରାଯାଇଥାଏ l ଏଣୁ ଅସଲି ପରିଚୟ ନେଇ ଘୁରି ବୁଲୁଥିବା ନକଲି ସାମ୍ବାଦିକଙ୍କ ସେପରି ଖବର ପାଇଲେ ଜନସାଧାରଣ ନିକଟସ୍ଥ ପୋଲିସକୁ ଖବର କରିବାକୁ ଅନୁରୋଧ l କାରଣ ସୋନପୁର ସମେତ ବିଭିନ୍ନ ଅଞ୍ଚଳ ରେ ଅନେକ ସମୟରେ ନକଲି ସାମ୍ୱାଦିକ ମାନେ ଧରା ପଡି ନାନା ପ୍ରକାର ହିନସ୍ଥା ହଟହଟା ହେବା ସହରରେ ତଥା ଅଂଚଳରେ ଚର୍ଚ୍ଚା ହେଉଛି l ଏହାର ଉଦାହରଣ ସ୍ୱରୂପ ଗତ କାଲି ସୋନପୁର ତେଲ ନଦୀ ରିଙ୍ଗ ରୋଡ ପାର୍ଶ୍ୱ ରେ ଥିବା ରୋଗୀ ଆଶ୍ରମ ( ନାରାୟଣ ଆଶ୍ରମ) କୁ କିଛି ନକଲି ସାମ୍ୱାଦିକ ପହଞ୍ଚି ନିର୍ମାଣ ଧିନ ଗୃହ କାର୍ଯ୍ଯ ର ମାନ ଠିକ୍ ନ ଥିବା କହି ଧମକ ଚମକ ଦେଇ ଚାନ୍ଦା ମାଗିଥିବା ଚର୍ଚ୍ଚା ହେଉଛି l ଠିକାଦାର ଓ ତାଙ୍କ ସହଯୋଗୀ ତୁରନ୍ତ ପହଞ୍ଚି ନକଲି ସାମ୍ୱାଦିକ ଙ୍କୁ ଚିହ୍ନଟ କରି  କରିଥିଲେ l ଓ ଏ ନକଲି ସାମ୍ୱାଦିକ ଙ୍କୁ  ଖୁବ ହଟହଟା କରି ଥିବା ଚର୍ଚ୍ଚା ହେଉଛି l   ଯାହା  କି ଏଭଳି ସ୍ଥିତି ରେ ଜିଲ୍ଲାର କାର୍ଯ୍ୟରତ ପ୍ରକୃତ ସାମ୍ୱାଦିକଙ୍କୁ ଅପମାନିତ ଓ ନିନ୍ଦିତ ହେବାକୁ ପଡୁଛି l ଏଣୁ ଏଭଳି ନକଲି ସାମ୍ୱାଦିକଙ୍କ ପ୍ରାଦୁର୍ଭାବ ଓ ଅସାମାଜିକ କାର୍ଯ୍ଯକୁ ସୋନପୁର ର ଓଡ଼ିଶା ସାମ୍ୱାଦିକ ସଂଘ, ୱେବ୍ ମିଡିଆ ସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତା ଦୃଢ଼ ନିନ୍ଦା କରିବା ସହ ଏଭଳି ଅସାମାଜିକ କାର୍ଯ୍ଯ ରୋକିବା ଲାଗି ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ତରଫରୁ ସାମ୍ୱାଦିକ ତାଲିକାକୁ ଯାଞ୍ଚ କରି ଅସଲି ତାଲିକାକୁ ସାର୍ବଜନୀନ କରିବାକୁ ଦାବୀ ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like