-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ମାଳତୀ ଙ୍କ ପରିବାର, ସାଇନଣ୍ଟି ଫିକ ଟିମ୍ ସହ ପୋଲିସର ତଦନ୍ତ ଜାରି, ସ୍ୱାମୀ ଥାନାରେ ଅଟକ l

07-Jun-2025



କଳାହାଣ୍ଡି,କୋକସରା( ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅର୍ନ୍ତଗତ ଆଇଁଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁଃଖଦ ଘଟଣା। ଜଣେ ନବବିବାହିତା ମହିଳା ଙ୍କ ମୃତ୍ୟୁ ଘଟିଥିବାବେଳେ ମହିଳାଙ୍କ ପରିବାରପକ୍ଷରୁ ଯୈାତୁକ ନିର୍ଯ୍ୟାତନା ସହ ହତ୍ୟା ଅଭିଯୋଗ ଆଣିଥିବା ଜଣାପଡିଛି । ମୃତକଙ୍କ ପରିବାର ପକ୍ଷରୁ ସୁଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅର୍ନ୍ତଗତ କାଉଡୋଲା ଗ୍ରାମର ଗଗନେ ଛତ୍ରିଆ ନାମକ ଜଣେ ବ୍ୟକ୍ତି 
କୋକସରା ଥାନା ଅର୍ନ୍ତଗତ ଆଇଁଲି ଗ୍ରାମର ଲିଙ୍ଗରାଜ ବାଗ ଙ୍କ ସହିତ ୨୦୨୫ମାର୍ଚ୍ଚ ମାସ ଆଠ ତାରିଖ ରେ ବୈବାହିକ ରିତିରିବାଜ ଅନୁସାରେ ବିବାହ ସମ୍ପନ୍ନ କରିଥିଲେ । ଗୋଟିଏ 
ବାଇକ୍ ସହିତ ତାଙ୍କ ଯଥା ସମ୍ଭବ ଘରୋଇ ବ୍ୟବହାର ଉପକରଣ ସାମଗ୍ରୀ ଉଭୟ ଗାଁ ର ସମାଜ ର ଉପସ୍ଥିତିରେ ପ୍ରଦାନ କରିଥିବା କହିଛନ୍ତି । କିନ୍ତୁ କିଛି ଦିନ ଗଲାପରେ ଉଭୟ ମାଳତୀ ଓ ସ୍ୱାମୀ ଲିଙ୍ଗରାଜ ଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା ଏମିତି ଧିରେ ଧିରେ ତାଙ୍କ ସୁ ସମ୍ପର୍କ ରେ ଫାଟ ସୃଷ୍ଟି ହେବାରେ ଲାଗିଲା। କେତେବେଳେ ଯୈାତୁକ ନିର୍ଯ୍ୟାତନା ର ଶିକାର ତ ଆଉ କେତେବେଳେ ଅନ୍ୟ କୈାଣସି ନିର୍ଯ୍ୟାତନା ର ଶିକାର ହୋଇ ଆସୁଥିଲେ ନବ ବିବାହିତା ମହିଳା ମାଳତୀ  ।
ମାଳତୀ କୁ ଗାଡିରୁ ପଡି ଦୁର୍ଘଟଣା ହୋଇଛି କହି ଶୁକ୍ରବାର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ମେଡ଼ିକାଲ 
ନେବା ସମୟରେ ବାଟରେ ମାଳତୀ ଙ୍କ ମୃତ୍ୟୁ ହୋଇଥିବା ଖବର ପାଇଲା ପରେ ମାଳତୀ ଙ୍କ ପରିବାର ପକ୍ଷରୁ କୋକସରା ଥାନା ଠାରେ ଯୈାତୁକ ନିର୍ଯ୍ୟାତନା  ସହ ଅନେକ ନିର୍ଯ୍ୟାତନା ଦେବା ସହ ମାଳତୀ କୁ ମାଡ ମାରି ହତ୍ୟା କରିଛି ବୋଲି ଏକ ଲିଖିତ ଅଭିଯୋଗ ପରେ କୋକସରା ପୋଲିସ ତୁରନ୍ତ ଆଇଁଲି ଗ୍ରାମକୁ ଯାଇ ରାତିରେ ପହଞ୍ଚି ଥିବା ମୃତ ଶରୀରର କୁ ଶବଦାହ ନ କରିବା ପାଇଁଁ ଲିଙ୍ଗରାଜ ବାଗ ଙ୍କ ପରିବାର କୁ କହିବା ସହ ପୋଲିସରାତି ଜଗି ରହିଥିଲା । ପରେ ଶନିବାର ଦିନ କୋକସରା ତହସିଲଦାର ଙ୍କ ଉପସ୍ଥିତି ରେ ଭବାନୀପାଟଣା ରୁ ଏକ ସାଇନ୍ଟିଫିକ ଟିମ୍ ସହ କୋକସରା ପୋଲିସ ଛାନ୍ ଭିନ୍ ତଦନ୍ତ ଆରମ୍ଭ କରିଥିଲା ।ପରେ ଶବ ବ୍ୟବଚ୍ଛେଦ କରି ଲିଙ୍ଗରାଜ ବାଗ ଙ୍କ ପରିବାର କୁ ହସ୍ତାନ୍ତର କରିଥିଲା ପୋଲିସ ।ମାଡ ମାରି ହତ୍ୟା କରି ଦୁର୍ଘଟଣା ର ରୁପ ଦେଉଛି, ଆମକୁ ନ୍ୟାୟ ଦିଆ ଯାଉ ବୋଲି ପୋଲିସ ଆଗରେ ଗୁହାରି କରିଥିଲେ ମୃତକ ମାଳତୀ ଙ୍କ ପରିବାର  ଧର୍ଯ୍ୟ ଧର ବିଶ୍ଵାସ ରଖ ଭରସା କର ତାର ଉଚିତ ତଦନ୍ତ ହେବ ବୋଲିଥାନା ଅଧିକାରୀଣୀ ସ୍ନିଗ୍ଧାରାଣୀ ସୁନା  କହିଥିବା ଜଣାପଡ଼ିଛି । ଲିଙ୍ଗରାଜ ବାଗ ଙ୍କୁ ଥାନାରେ ଅଟକ 
ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like