-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

**ସୋନପୁର ପ୍ରିମିଅର ଲିଗ ୩ ର ସପ୍ତମ ଦିବସ ପ୍ରଥମ ମ୍ୟାଚ ରେ ମାହେଶ୍ଵରୀ ସ୍ପୋଟିଂ ୯ ରନ୍ ରେ ଓ ଦ୍ଵିତୀୟ ମ୍ୟାଚ୍ ରେ ଟିମ ଡୋମି ନେଶନ ଦଳ ୩୨ ରନ୍ ରେ ବିଜୟୀ* -

07-Jun-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ପ୍ରିମିୟର୍ ଲିଗ୍ ୩ ୟ ସଂସ୍କରଣ ର ସପ୍ତମ ଦିବସ ର  ପ୍ରଥମ ମ୍ୟାଚ ରେ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ବିଜୟ ଫାଇଟର ଓ ମା ମାହେଶ୍ଵରୀ ଦଳ ମଧ୍ୟରେ  ଅନୁଷ୍ଟିତ ହୋଇଛି l  ଅତିଥି ଭାବରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ , ଟ୍ରକ ଆସୋସିଏସନ୍ ର ସଂପାଦକ ଫଣିନ୍ଦ୍ର ଦାଶ ଓ ରାଜୀବ ପଟ୍ଟନାୟକ ଯୋଗ ଦେଇ  ମ୍ୟାଚ୍ କୁ ଉଦଘାଟନ କରିଥିଲେ l  ଟସ୍ ଜିଣି ମା ମାହେଶ୍ଵରୀ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ୧୫   ଓଭର ବିଶିଷ୍ଟ ମ୍ୟାଚ୍ ରେ  ୬ ୱିକେଟ ରେ ୧୨୧ ରନ କରିଥିଲେ  l ଦଳ ପକ୍ଷରୁ ଅଭିଳାଷ ନାୟକ ୪୬ ବଲ ରେ ୭୬ ରନ, ଅନ୍ୱେଷ ତ୍ରୀପାଠୀ ୧୬ ରନ କରିଥିଲେ l ବିଜୟ ଫାଇଟର ଦଳ ପକ୍ଷରୁ  ସିକନ୍ ସେଠୀ ୨ ଗୋଟି, ଶଙ୍କର ଘଡ଼ିଆ , ବିଶାଲ ତରିଆ, ଓ ଅର୍ମାନ ମଲ୍ଲିକ ୧ ଟି ଲେଖାଏଁ ୱିକେଟ ନେଇଥିଲେ l ପ୍ରତି ଉତ୍ତର ରେ ବିଜୟ ଫାଇଟର ଦଳ ୧୫  ଓଭର ରେ ୭  ୱିକେଟ ରେ ୧୧୨ ରନ୍ କରି ଅଲ୍ ଆଉଟ୍ ହୋଇଥିଲେ l ଦଳ ପକ୍ଷରୁ ବିଶାଳ ତରିଆ ୪୨ ବଲ ରେ ୬୦ ରନ୍, ସିକନ୍ ସେଠୀ ୧୮ ରନ, ଆୟୁଷ ଥନାପତି ୧୦ ରନ୍ କରି ଥିଲେ ମାହେଶ୍ୱରି ଦଳ ର ପ୍ରେମ ପଣ୍ଡା, ସ୍ମୁତି ରଞ୍ଜନ ବେହେରା, ସୁଶାନ୍ତ ବେହେରା ୨ ଟି ଲେଖାଏଁ ଓ ପୁରୁଶୋତ୍ତମ ପାତ୍ର ୧ ଟି ୱିକେଟ୍ ହାସଲ କରି ଥିଲେ l ମାହେଶ୍ୱରି ସ୍ପଟିଂ ୯ ରନ୍ ରେ ବିଜୟୀ ହୋଇଛି l  ଦଳ ର ଅଭିଳାଷ ନାୟକ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରା ଯାଇଛି l  ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ  ବି.ଏସ.ରାଓ  ଓ ଅଚ୍ୟୁତ ମିଶ୍ର ପ୍ରଦାନ କରିଥିବା ବେଳେ ଶ୍ରିବନ୍ତ ନାୟକ ଓ ସୁଭାଷ ଭୋଇନା  ମ୍ୟାଚ୍ ପରିଚାଳନା କରିଥିଲେ l ପିଙ୍କୁ ବେହେରା  ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ l ଜିଲ୍ଲା କ୍ରିକେଟ ସଂଘ  କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର, ,  ଏସ ପି ଏଲ୍ ଅଧ୍ୟକ୍ଷ ବି . ସତ୍ୟ ନାରାୟଣ ରାଓ, ସଂପାଦକ ନବ ପ୍ରକାଶ ମିଶ୍ର, କୋଚ୍ ରାଜେନ୍ଦ୍ର ମିଶ୍ର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l 
ସେହିପରି ଆଜିର ଦ୍ଵିତୀୟ ମ୍ୟାଚ୍    ଟିମ୍ ଡୋମିନେଶନ ତରଭା ଓ ରାମ ଇଲେଭେନ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଟସ ଜିଣି ରାମ ଇଲେଭେନ ଦଳ  ଦଳ  ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା l ଟିମ ଡମିନେଶନ ଦଳ ୨୦ ଓଭର ରେ ୯ ୱିକେଟ ହରାଇ ୧୭୦ ରନ୍ କରିଥିଲା l ଦଳ ପକ୍ଷରୁ ସର୍ବାଧିକ ପ୍ରଶାନ୍ତ ବିଶି ୩୮ ବଲ ରେ ୭୦ ରନ୍ , ରାକେଶ ସାହୁ ୨୧ ବଲ ରେ ୪୦ ରନ୍, ନବାବ ଖlନ୍ ୨୨ ରନ୍ କରିଥିଲେ l  ରାମ ଇଲେଭନ୍ ର ପ୍ରଦୀପ ଦେହୁରୀ ୪ ଟି ୱିକେଟ୍, ରାମୁନ ମହାପାତ୍ର ୨ ଟି, ସୋମ ନାଗ ୧ ଟି ୱିକେଟ୍ ହାସଲ କରି ଥିଲେ l ରାମ ଇଲେଭେନ ଦଳ ୨୦ ଓଭର୍ ରେ ୯ ୱିକେଟ ହରାଇ  ମାତ୍ର ୧୩୮ ରନ୍ କରିଥିଲେ l  ଦଳ ପକ୍ଷରୁ ପ୍ରବୁଦତ୍ତ କୁମ୍ଭାର ୨୯ ରନ୍, ରମୁନ ମହାପାତ୍ର ୨୬ ରନ୍ , ମନୋଜ୍ ବଡ ଚାଟ ୧୬, ଆଦିତ୍ୟ ଦୁବେ ୧ ୬ ରନ୍, ବରୁଣ ଦାଶ ୧୩ ରନ୍ କରିଥିଲେ ରନ୍ କରିଥିଲେ l ଡମି ନେସନ ଦଳ ବିଶ୍ୱ ରଞ୍ଜନ ୪ ୱିକେଟ୍ , ରାକେଶ ସାହୁ ୩ ଟି,  ଓ ନବାବ ଖାନ୍, ପ୍ରସାନ୍ତ ବିଶି ୧ ଟି ଲେଖାଏଁ ୱିକେଟ୍ ହାସଲ କରି ଥିଲେ l ଟିମ ଡୋମିନେଶନ ଦଳ ୩୨ ରନ୍ ରେ ମ୍ୟାଚ୍ ବିଜୟୀ ହୋଇଛି l   ଦଳ ର ପ୍ରଶାନ୍ତ ବିଶି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରା ଯାଇଛି l  ପ୍ରଜ୍ଞା ଭାରତୀ ର ନିର୍ଦେଶକ ସନ୍ତୋଷ ପୁଝାରୀ , ଚନ୍ଦ୍ରମା ମୋଟର୍ସ ପ୍ରୋପା ଇଟର ପ୍ରଶାନ୍ତ ବାବୁ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ଶ୍ୟାମ ସୁନ୍ଦର ପଣ୍ଡା ଓ ସୁବାସ ଭୋଇନା ଖେଳ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵ ନାଥ ନାୟକ ସ୍କୋରର ଥିଲେ l ବି ଏସ ରାଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l କମିଟି ର ସମସ୍ତ  ସଦସ୍ୟ ଯୋଗ ଦେଇଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like