-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ମତୁଆ ସୁଦ୍ଧିକ୍ରିୟାରେ ବିଭ୍ରାଟ ଘଟାଇଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି

07-Jun-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): କାଳିମେଳା ବ୍ଲକ୍ ଅନ୍ତର୍ଗତ ପୋଟରୁ  ହରିଚାନ୍ଦ ମନ୍ଦିର  ପ୍ରାଙ୍ଗଣରେ ମତୁଆ ସମାଜ ଆନୁକୂଲ୍ୟରେ ସଭାପତି ତପନ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନଷ୍ଠିତ ହୋଇ ଥିଲା । ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲାବେଳ ଗତ ତା ୨୯.୦୫.୨୦୨୫ ରିଖ ଦିନ ରାତ୍ର ସମୟରେ ସ୍ଵର୍ଗତ ନନୀ ଗୋପାଳ ବିଶ୍ବାସଙ୍କ ଘରକୁ ଉତ୍ତମ ଓଝା ନାମକ ଜଣେ ଅସାଜିକ ବ୍ୟକ୍ତି ଙ୍କ ନେତୃତ୍ଵରେ ପ୍ରାୟ ୫୦ ଜଣ ଯାଇ ସୁଦ୍ଧିକ୍ରିୟାରେ ବିଭ୍ରାଟ ଘଟାଇ ଅପ୍ରୀତିକର ପରିସ୍ଥିତି ଘଟାଇଥିଲେ ।ଏ ସଂପର୍କରେ କାଲିମେଳା ଥାନାରେ ଗତ ୩୦.୫.୨୦୨୫ ତାରିଖରେ ମାମଲାର ରୁଜ୍ଜୁ କରାଯାଇଥିଲେ ମଧ୍ୟ ଓଝା ଓ ତାର ସହଯୋଗୀମାନଙ୍କୁ ସପ୍ତାହେ  ବିତିଯାଇଥିଲେ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଉତ୍ତମ ଓଝା ଗିରଫ ହୋଇ ନ ଥିବା ଯୋଗୁଁ ଆଜି ପଟେରୁ ଠାରେ ଆୟୋଜିତ ବିଭିନ୍ନ ଗାଙ୍ଗଠାନିକ ସଭାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ପ୍ରକାଶ ଥାଉ କି ଦୁଇ ଦିନ ତଳେ ଉତ୍ତମ ଓଝା କାଳିମେଳା ସ୍ଥିତ ନିଜ ବାସଭବନ ରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରି ସଂପୂର୍ଣ୍ଣ ମିଥ୍ୟା ବୟାନ ଗୁଡ଼ିକ ପ୍ରକାଶ କରି କହିଛନ୍ତି ଯେ ସେ ବ୍ରାହ୍ମଣ ପୁରୋହିତ ଦ୍ବାରା ସୁଦ୍ଧି ହେବକୁ ବିରୋଧ କରି ନ ଥିଲେ, କେବଳ ରାସ୍ତା କଡ଼ ରେ ଟେଣ୍ଟ ବନ୍ଧା ବିଷୟ କୁ ବିରୋଧ କରି ଥିଲେ l ଶ୍ରୀ ଓଝା ଜଣେ ଗୁଣ୍ଡା ପ୍ରକୃତି ମଣିଷ ହୋଇ ଥିବାରୁ ମେ ମାସ ୩୦ ତାରିଖ ଦିନ ଏକ ବ୍ରାହ୍ମଣ ପୁରୋହିତଙ୍କୁ ସାଙ୍ଗରେ ନେଇ ମୃତ ନନୀ ଗୋପାଳଙ୍କ ଘରକୁ ଯାଇ ଜୋରଜବରଦସ୍ତି ଭାବେ ପୁନର୍ବାର ବୈଦିକ ରୀତିରେ ମନ୍ତ୍ର ପଡ଼ି ସୁଦ୍ଧି କ୍ରିୟା ସମାପନ କରିଥିଲେ l ଶ୍ରୀ ଓଝା କୁ ଏ ଅଧିକର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମୃତ ନନୀ ଗୋପାଳ ଙ୍କ ସ୍ତ୍ରୀ ସାରଥୀ ବିଶ୍ବାସ l
ମୃତକ ନନୀ ଗୋପାଳ ପରିବାର ମତୁଆ ରୀତି ନୀତି ଅନୁସାରେ ସୁଦ୍ଧିକ୍ରିୟାରେ ସଂପନ୍ନ କରିଥିଲେ । କିନ୍ତୁ ଏହା କୁ ସେ ବିରୋଧ କରି ଗଣ୍ଡଗୋଳ କରିଥିଲେ।ନିକଟରେ ଉତ୍ତମ ଓଝା ନିଜର ଜନ୍ମଦିନ ଉତ୍ସବ କାଳିମେଳାର ରାଜ ରାସ୍ତା କଡ଼ରେ ନିଜେ ଟେଣ୍ଟ ପକେଇ ପାଳନ କରି ଶହ ଶହ ଲୋକଙ୍କୁ ସମାବେଶ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା l ସେ ନିଜେ ରାସ୍ତା କଢରେ ଟେଣ୍ଟ ମାରିଥିବା ଲୋକ ପରବର୍ତ୍ତୀ ସମୟରେ ନନୀ ଗୋପାଳଙ୍କ ଶ୍ରାଦ୍ଧ ଭୋଜିରେ ରାସ୍ତା କଡର ଟେଣ୍ଟ କୁ ବିରୋଧ କରିବା କେତେ ଦୂର ଯଥାର୍ଥ ବୋଲି ବୁଦ୍ଧି ଜୀବନୀ ମାନେ ପ୍ରଶ୍ନ ଉତ୍ଥାପନ କରିଥିଲେ l ଏ ଅସାମାଜିକ ବ୍ୟକ୍ତି ଶ୍ରୀ ଓଝାଙ୍କ ସମେତ ଅନ୍ୟ ସହଯୋଗୀ ମାନଙ୍କୁ ଆଇନ ଅନୁଯାୟୀ ଗିରଫ କରିବା ସହ ଫେରେଇ ଦେଇ ଥିବା ୨ଟି ଏତଲାକୁ ତୁରନ୍ତ ପଞ୍ଜୀକୃତ ଦାୟର କରିବାକୁ ଦୃଢ଼ ଦାବି ହୋଇଛି l ନଚେତ ଗଣ ତାନ୍ତ୍ରିକ ପଦ୍ଧତିରେ ନ୍ୟାୟ ପାଇବା ପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି l 
ଆଜିର ଏହି ବୈଠକରେ ସର୍ବ ଭାରତୀୟ ମତୁଆ ଆଚାର୍ଯ୍ୟ 
 ରବୀନ୍ଦ୍ର ନାଥ ବିଶ୍ବାସ, ପୂର୍ବତନ ମତୁଆ ସମାଜ ସଭାପତି ଅଶୋକ ହାଲଦାର , ମତୁଆ ସମାଜ ଉପଦେଷ୍ଟା ଦୁର୍ଗା ତ୍ରିପାଠୀ,  ଗୁରୁ ଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ସଭାପତି ଲକ୍ଷ୍ମଣ ଚନ୍ଦ୍ର ଘରାମୀ, ହରେକୃଷ୍ଣ ସରକାର ଗୋସାଇଁ, ଦୁଲାଲ ମଣ୍ଡଳ, ମତୁଆ ସମାଜ ଉପଦେଷ୍ଟା ସପନ କିର୍ତ୍ତନୀୟl, ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟlନୁଷ୍ଠାନ କମିଟି ସଭାପତି ଜରା ଶବର ମାଡ଼ି, ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ମତୁଆ ସମାଜ ମୁଖପାତ୍ର ସୁଧାଂଶୁ ବିଶ୍ବାସ, ପ୍ରଦୀପ ମାଡକlମି, କେନ୍ଦ୍ରୀୟ କମିଟି ସମ୍ପାଦକ ଆନିମେଶ ମଣ୍ଡଳ, ସାରଥୀ ବିଶ୍ବାସ, ମା ଗୃହ ସୁରକ୍ଷା ସେନା ଜିଲ୍ଲା ସଭାନେତ୍ରୀ ପ୍ରଶାନ୍ତି ଲତା ବିଷୋୟୀଙ୍କ ସମେତ ଏକ ହଜାର ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ମତୁଆ ଭକ୍ତ ଆଜିର ବୈଠକରେ ଉପସ୍ଥିତ ହୋଇ ଥିଲେ ।


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like