-+91-9937148622 |

prerana_bgr@rediffmail.com |

  Tuesday 5th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   (04-May-2026)       ||      ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||     

HOME   ଜିଲ୍ଲା

*ଡାବୁଗାଁ ଠାରେ ମଦୁଆଙ୍କ ଆଡା ସ୍ଥଳୀ ପାଲିଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର*

07-Jun-2025



ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଡାବୁଗାଁରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ବହୁଦିନରୁ ବନ୍ଦ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବର୍ତ୍ତମାନ ମଦୁଆଙ୍କ ଆଡା ପାଲିଟିଛି। ୨୦୧୮ ଜୁଲାଇ ମାସରେ ବିଜେଡି ସରକାର ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲା ଯାଇଥିଲା । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଦୂର ଯାତାୟାତ କରୁଥିବା ଯାତ୍ରୀମାନେ ସ୍ବଳ୍ପ ସମୟ ରହିବା ପାଇଁ ବିଭିନ୍ନ ସୁବିଧା ପାଉଥିଲେ। ଯାତ୍ରୀମାନଙ୍କ ପାଇଁ ଶୌଚାଳୟ, ୱାସ୍ ରୁମ୍, ପୁରା ସପରିବାର ବସିବା ପାଇଁ ସୁବିଧା, କାର୍ ଏବଂ ବାଇକ୍ ପାଙ୍କି ସୁବିଧା  ରହିଥିଲା। ଏଥିସହ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ସୁବିଧା କରାଯାଇଥିଲା। ଫଳରେ ଦୂରକୁ ଯାତ୍ରା କରୁଥିବା ଯାତ୍ରୀମାନେ କିଛି ସମୟ ଆରାମ ନେବା ପରେ ପୁଣି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିଲେ। ପୂର୍ତ୍ତ ବିଭାଗ ଦ୍ବାରା ପରିଚାଳିତ ଏହି ପଥପ୍ରାନ୍ତ ସୁବିଧା
କେନ୍ଦ୍ର ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବ ରୁ ଓଲଡା ହୋଇ ପଡିଛି।ପଥପ୍ରାନ୍ତ କେନ୍ଦ୍ର ପରିସରରେ ଥିବା ସୁନ୍ଦର ପୁଷ୍ପ ଗଛ ଶୁଖିଯିବା ସହିତ ପରିବେଶ ଅସନା ହୋଇ ପଡ଼ିଛି, ଚାରିଆଡେ ଅଳିଆ ଗଦା ଦେଖିବାକୁ ମିଳୁଛି, ସ୍ଥାନେ ସ୍ଥାନେ ମଦ ବାଟୋଲ ମଧ୍ୟ୍ୟ ପଡ଼ିରହିଛି। ସୂଚନା ଥାଉ କି ଡାବୁଗାଁ ରାଜ୍ୟ ରାଜପଥକୁ ଲାଗି ରହିଥିବାରୁ ଏଠାରେ ଯାତ୍ରୀମାନେ ଆରାମ କରୁଥିଲେ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର କେବେ କାର୍ଯ୍ୟକ୍ଷମ କରାଯାଇ ପୁଣି ଥରେ ଯାତ୍ରୀମାନଙ୍କୁ ସେବା ପ୍ରଦାନ କରିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   04-May-2026
  ଜିଲ୍ଲା  
ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା   04-May-2026
  ଜିଲ୍ଲା  
*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   04-May-2026
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   04-May-2026
  ଜିଲ୍ଲା  
*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   04-May-2026
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026

You Might Also Like