-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
04-Jun-2025
ବରୀ(ରଞ୍ଜିତ ମହାନ୍ତି):ଯାଜପୁର ଜିଲ୍ଲା ବରୀ ବ୍ଲକ ନାଥପୁର ଗ୍ରାମର ସାମାଜିକ କର୍ମୀ ନିର୍ମଳ କୁମାର ଯତି ଓ ଗୃହିଣୀ ଭାଗ୍ୟବତୀ ଯତିଙ୍କ ସାନ ଝିଅ ଅନନ୍ୟା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି । ଜେଜେ ଶିକ୍ଷକ ସ୍ବର୍ଗତ ରଙ୍ଗାଧର ଯତି ଓ ଜେଜେମା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ରମାମଣୀ ଯତିଙ୍କ ସ୍ବପ୍ନକୁ ସାକାର କରିବି ବୋଲି ଅନନ୍ୟା ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି । ମେଧାସମ୍ପନ୍ନ ଅନନ୍ୟା ଛୋଟ ଦିନରୁ ବିଭିନ୍ନ ଶ୍ରେଣୀରେ କୃତିତ୍ବ ଅର୍ଜନ କରିଛନ୍ତି