-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ଶ୍ରୀ ନୀଳକଣ୍ଠେଶ୍ଵର ବାବା ଓ ମାତା ପାର୍ବତୀ ଙ୍କ ବିବାହ ସମ୍ପନ୍ନ: ମନ୍ଦିରକୁ ଫେରିଲେ ଦେବ ଦମ୍ପତ୍ତି

03-Jun-2025



ତରଭା(କପିଳାସ ସେଠ ) ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ନିରାଡ଼ମ୍ବର ଭାବରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇ ଯାଇଛି I ଶନିବାର ପୂର୍ବାହ୍ନରେ ମହାଦେବ ଓ ମାତା ପାର୍ବତୀଙ୍କ ସାରାଦି,ମଙ୍ଗଳିକ କାର୍ଯ୍ୟ ସହ ମଙ୍ଗଳନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ମଙ୍ଗଳନ କାର୍ଯ୍ୟରେ ରଥପଡା  ଭାଗବତ ରାଧାକୃଷ୍ଣ ମନ୍ଦିର ପୂଜକ ଗୋପାଳ କୃଷ୍ଣ ମିଶ୍ର, ମୂନେଶ ମେହେର, ସୁଶାନ୍ତ ନାଏକ, ରାଜେନ୍ଦ୍ର ମିଶ୍ର ନେତୃତ୍ୱ  ଅଞ୍ଚଳର ଶ୍ରାଦ୍ଧଲୁ ଶତାଧିକ ମହିଳା ଓ ପୁରୁଷ ଶିବ ଓ ପାର୍ବତୀଙ୍କ ମଙ୍ଗଳନ କାର୍ଯ୍ୟ ଯୋଗଦାନ କରି ପ୍ରଭୁଙ୍କ ଆଶ୍ରିବାଦ ଭିକ୍ଷା କରି ପରସ୍ପର ହଳଦୀ ଲେପନ କରିଥିଲେ I ସେହିପରି କୁମ୍ଭାର ପଡା, ନୁଆଁ ପଡା ସମେତ ବିଭିନ୍ନ ପଡା ର ମହିଳା ମାନେ ଯୋଗଦାନ କରିଥିଲେ I ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ମାତା ପାର୍ବତୀଙ୍କୁ ସୁସର୍ଜିତ କରାଯାଇ ଥିଲା I ପ୍ରାୟ ତିନି ଫୁଟ ଉଚ୍ଚସମ୍ପନ୍ନ ରୋପ୍ୟ ନୀଳକଣ୍ଠେଶ୍ଵର ମହାଦେବଙ୍କୁ ବିମାନରେ ସର୍ଜିତ କରାଯାଇ ବରପକ୍ଷରୁ ଗନସନ କରାଯାଇ ଶଙ୍ଖ,ଘଣ୍ଟ ବାଦ୍ୟ  ସହିତ ମନ୍ଦିର ପରିସରୁ ବରଯାତ୍ରୀ ବାହାରି ପୂଜା ମଣ୍ଡପ ପ୍ରଯ୍ୟନ୍ତ ଆସିଥିଲେ I ବର ଶୋଭାଯାତ୍ରା ପହଞ୍ଚିବା ପରେ କନ୍ୟା ପକ୍ଷରୁ ମାମୁଁ  ବାଟବରଣ ଓ ଗନସନ କରାଯାଇ ବେଦୀ(ପୂଜାମଣ୍ଡପ) କୁ ପାଛୋଟି ନେଇଥିଲେ  I ରାତ୍ରି ପ୍ରାୟ ଦଶ ଟା ସମୟରେ ପଣ୍ଡିତ ପବିତ୍ର ଶତପଥି ଙ୍କ ଦ୍ୱାରା ରୀତିନୀତି ରେ ବିବାହ କାର୍ଯ୍ୟ ଆରମ୍ଭ ହୋଇ ରାତ୍ରି ବାର ଟା ସମୟରେ ବାବା ନୀଳକଣ୍ଠେଶ୍ଵର ଓ ମାତା ପାର୍ବତୀ ଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା I ରୀତିନୀତି ପରେ ଯାନୀ ଯୌତୁକ ସହ କନ୍ୟା ପକ୍ଷରୁ ଗନସନ କରାଯାଇ ଦେବଦମ୍ପତିଙ୍କୁ ବିଦାୟ ଦେବା ସହ ମନ୍ଦିରକୁ ନେଇଯାଇ

ଶୀତଳ ଷଷ୍ଠୀ ଉତ୍ସବ ସମ୍ପନ୍ନ କରାଯାଇଥିଲା  I ତରଭା ତେଲିପଡାର ଦେବେନ୍ଦ୍ର ନାଏକ ଏବଂ ବିନୋଦିନୀ ମାଝୀ ବର ପକ୍ଷରୁ ନୀଳକଣ୍ଠେଶ୍ଵର ବାବାଙ୍କ ପିତାମାତା ଦାୟିତ୍ୱ ନେଇଥିବା ବେଳେ କୁମ୍ଭାରପଡାର କପିଳାସ ସେଠ ଏବଂ କମଳିନୀ ସେଠ କନ୍ୟା ପକ୍ଷରୁମାତା ପାର୍ବତୀଙ୍କ ପିତାମାତା ଦାୟିତ୍ଵ ତୁଲାଇ ଥିଲେ  I କନ୍ୟା ପକ୍ଷରୁ ମାମୁଁ ଭାବରେ ପୂର୍ଣ୍ଣଚନ୍ଦ୍ର ସେଠ (ପୁଆ) ଏବଂ ବରପକ୍ଷରୁ ସାଲେଗ୍ରାମ ମାଝୀ (ଆଗଳପୁର) ମାମୁଁ ଭାବରେ ଦାୟିତ୍ଵ ତୁଲାଇଥିଲେ  I ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ପାଳନ ନେଇ ମନ୍ଦିର ପୂଜକ ଜନାର୍ଦ୍ଦନ ଥାନାପତି, ଗୋବର୍ଦ୍ଧନ ଥାନାପତି, କୁଳମଣି ଥାନାପତି, ଆଭାଶ ଥାନାପତି ଙ୍କ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ସାହୁଙ୍କ ସହ ଶଙ୍କର ପ୍ରସାଦ ସାହୁ,ଗୁଞ୍ଜୁରୁ  ଗୁରୁ,  ପର୍ଶୁରାମ ସାହୁ, ଶିବୁ ଷଡ଼ଙ୍ଗୀ ପ୍ରମୁଖ ନେତୃତ୍ୱ ନେଇ ଥିବା ବେଳେ ମନ୍ଦିର ବହୁ ବ୍ୟକ୍ତି ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ I ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା  I 


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like