-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ନର୍ଲା (ସଞ୍ଜୀବ ଦାସ)ସ୍ଥାନୀୟ ନର୍ଲା ପୁଲିସ ପରିସରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇ ଯାଇଛି । ନର୍ଲା ପୁଲିସ କର୍ମଚାରୀ ଙ୍କ ପକ୍ଷରୁ ପାଳିତ କାର୍ଯ୍ୟକ୍ରମରେ ଏକ ଶୋଭାଯାତ୍ରା ରେ ସଡକ ସୁରକ୍ଷା ଉପରେ ଲୋକଙ୍କୁ ସକେତନ କରିବା ପାଇଁ ସଡକ ସୁରକ୍ଷା ଜୀବନ ରକ୍ଷା ,ଦୁର୍ଘଟଣା ଦିଏ ଦୁଖ ନିରପତ୍ତା ଅ।ଣେ ସୁଖ ସ୍ଲୋଗାନ ଦେଇ ନର୍ଲା ବସ୍ତି ପରିକ୍ରମା କରି ନର୍ଲା ପୁଲିସ ଆଇ .ଆଇ .ସି ରମଣୀ ରଞ୍ଜନ ଦଲାଇ ଙ୍କ ଉପସ୍ଥିତି ରେ ବିଶ୍ଵକର୍ମା ମୋଟର ସଂଘ ର କର୍ମ କର୍ତ୍ତା ଓ ଛ।ତ୍ର ଛାତ୍ରୀ ମାନେ ଯାନବାହାନ ଗୁଡିକୁ ଅଟକାଇ ଗାଡି ଚାଳକ ଙ୍କୁ ହେଲମେଟ,ଜୋତା,ଗାଡି ନମ୍ବର ନିଶାଦ୍ରବ୍ୟ କରି ଗାଡି ଚଳାଇବା ସହ ରାସ୍ତା ନିୟମ ସବୁ ପାଳନ କରିବା ପାଇଁ ଗାଡି ଅଟକାଇ ବୁଝାଇଥିଲେ । ଶେଷରେ ପୁଲିସ ପରିସରରେ ଏକ ସଭା ଆୟୋଜନ ହୋଇଥିଲା ଏଥିରେ ପୁଲିସ ଏ ଏସ ଆଇ ବଂଶିଧର ସାମଲ , ବିଶ୍ଵକ୍ରମା ମଟର ସଂଘ ର ସମ୍ପାଦକ ଧନେଶ୍ଵର ସାହୁ ଟୁଟୁ ଜଡା ନେପାଲ ଗଉଡ ,ଅଜୟ ,ଲବ ଗଉଡ ଉପସ୍ଥିତ ଥିଲେ ।