-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଜିଲ୍ଲା

ଟ୍ରାକ୍ଟର ସହ ଧାନକଟା ଯନ୍ତ୍ର ଚୋରି...... ସି ସି ଫୁଟେଜ ରେ ଛତିଶଗଡ଼ ଅଭିମୁଖେ ଚୋର

02-Jun-2025



ଅତାବିରା(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା  ବ୍ଲକ  ୫୩ ନଂ ଜାତୀୟ ରାଜପଥ  କଡ଼ରେ ଅବସ୍ଥିତ  ରେଙ୍ଗାଳିକ୍ୟାମ୍ପ ପେଟ୍ରୋଲ ପମ୍ପ ଠାରେ ଦେବାହାଳ ଗ୍ରାମର ଶିଶୁପାଳ ବାରିକ୍ ଙ୍କ ଟ୍ରାକ୍ଟର ନଂ ଓଡି ୧୭ ଇ ୨୬୧୪ ରେ ତାଙ୍କର ଏକ ଧନକଟା ଯନ୍ତ୍ର ବୋଝେଇ ହୋଇ ରହିଥିଲା । ପ୍ରକାଶ ଥାଉ କି ବର୍ତ୍ତମାନ ରବି ଫସଲ ଅମଳ ସମୟରେ  ଏହି  କୃଷି ଯନ୍ତ୍ରପାତି ଗୁଡ଼ିକର  ନିତିଦିନିଆ ଭାବରେ ବ୍ୟବହାର ହେଉଥିବାରୁ  ଏହି ପେଟ୍ରୋଲ ପମ୍ପ ରେ କିଛିଦିନ ଧରି ନିତି ପ୍ରତି ଭାବେ ରହୁଥିଲା ।ଏହାର ସୁଯୋଗ ନେଇ ଗତ କାଲି ରାତି ପ୍ରାୟ ୩ ଟାରେ  ଜନୈକ ଚୋର ଚୋରି କରି ନେଇଯାଇଛି ।ଆଜି ସକାଳେ  ଯେତେବେଳେ ଗାଡି ମାଲିକ  ତାଙ୍କ ଗାଡ଼ି ସେଠାରେ ନଥିବା ଖବର ପାଇଥିଲେ, ସଙ୍ଗେ ସଙ୍ଗେ ଅତାବିରା ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ଅତାବିରା ପୋଲିସ   ଏହାର ଅନୁସନ୍ଧାନ କାର୍ଯ୍ୟରେ ଲାଗିଥିଲା ।ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ  ସଦଲ ବଳେ ପହଞ୍ଚି  ସି ସି କେମେରା  ଫୁଟେଜ କୁ ଦେଖି  ଚୋର ଛତିଶ ଗଡ଼ ଅଭିମୁଖେ ଯାଉଥିବା ଜଣା ପଡ଼ିଛି । ବରାହଗୋଡା  ଟୋଲ ଗେଟ ,ବରଗଡ଼ ହଲଦିପାଲି ଛକ ରେ ଲାଗିଥିବା ସରକାରୀ ସି ସି କେମେରା ରେ ଫୁଟେଜ ରେ ସିଧା ସଳଖ ଛତିଶ ଗଡ଼ ଅଭିମୁଖେ ଚୋର ଚୋରି ଜିନିଷ ସହ ଯାଉଥିବା  ପ୍ରମାଣ ମିଳିଛି । ଚୋରା କୁ ଧରିବା ପାଇଁ ଅତାବିରା ପୋଲିସ ଏବଂ ମାଲିକ  ସରେଇପାଲି ପର୍ଯ୍ୟନ୍ତ ଚୋର କୁ ଅନୁସରଣ କରି କରି ଚାଲିଥିଲେ ।କିନ୍ତୁ ସେଠାରୁ ଆଉ  ଆଗକୁ ସି ସି କେମେରା  ବଂର୍ଡ ଥିବାରୁ  ଚୋର ଆଗକୁ କେଉଁ ରାସ୍ତା ଧରିଛି ତାର କିଛି ଜଣା ପଡୁନି ।ତେବେ ପୋଲିସ ଛତିଶ ଗଡ ଓ ମଧ୍ୟ ପ୍ରଦେଶ ପୋଲିସ କୁ ଖବର ଦେବା ସହ  ଚୋର କୁ ଧରିବା ପାଇଁ  ପ୍ରୟାସ ଜାରି ରଖିଛି । ଚୋରି କରି ନେଉଥିବା ଚୋର ର ଚେହେରା ଫେତେଜ୍ ଅନୁସାରେ ସ୍ପଷ୍ଟ ଜଣା ପଡୁ ନଥିଲେ ମଧ୍ୟ ଚୋର ବୁଟ୍ ସୁଟ ରେ ଥିବା ଜଣାପଡିଛି ।ଚୋରି ଜିନିଷ  ଆନୁମାନିକ ମୂଲ୍ୟ  ୨୦ ଲକ୍ଷ ରୁ ଅଧିକ ବୋଲି ମାଲିକଙ୍କ ଠାରୁ ଜଣାପଡିଛି । ଏ ଯାଏଁ ଚୋର ଧରା ପଡିନି। ତଦନ୍ତ ଜାରି ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like