-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
31-May-2025
(ମିହିର ଶଙ୍କର ପାତ୍ର,)
ସୂଚନଯୋଗ୍ୟ:-ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଘର ଉପରେ ବଜ୍ରପାତ ଘଟିଥିଲା | ଘର ଭିତରେ ଥିବା ମିଟୁ ଜାନିଙ୍କ ପୁଅ ଶଙ୍କର ଜାନି ଙ୍କ ନିକଟରେ ବିଜୁଳି ପଡିଥିବାରୁ ତାଙ୍କ ବାମ ଗୋଡ଼ ରେ ଆଘାତ ଲାଗିଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ଆହତ ଶଙ୍କର ଜାନି ର ଚିକିତ୍ସିତ ଚାଲିଛି।ବିଜୁଳି ପଡିବା ଯୋଗୁଁ ଘରର ଇଲେକ୍ଟ୍ରିକାଲ ଜିନିଷ ଗୁଡାକ ପୋଡି ନଷ୍ଟ ହେଇଯାଉଛି। ଆହତ ଜଣକ ନିହାତି ଗରିବ ପରିବାରର ହୋଇଥିବା ଯୋଗୁଁ କିଛି ସରକାରୀ ସାହାଯ୍ୟ
ପାଇଁ ଦାବି ହେଉଛି ।