-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ରେଲୱେ ମାର୍ଚ୍ଚାଣ୍ଟ ଆସୋସିଏସନ କ୍ଷତି ପୂରଣ ଓ ଥାଇଥାନ ଦାବି ନେଇ ଚିଠି

30-May-2025



କଣ୍ଟାବାଞ୍ଜି (କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି  ରେଲୱେ ଷ୍ଟେସନ ରେ ରେଳବାଇ ପକ୍ଷରୁ ରେଳବାଇ ଷ୍ଟେସନ ବିକାଶ ପାଇଁ ଜମି ଆବଶ୍ୟକତା ପଡ଼ିବାରୁ ରେଳବାଇ ଜମି ରେ ୫୦ ବର୍ଷ ରୁ ଦୋକାନ କରିଥିବା  ଦୋକାନୀ ମାନଙ୍କୁ ଦୋକାନ ଗୁଡିକ ଉଛେଦ କରିବାକୁ ନୋଟିସ ଦିଆଯାଇଥିବା  ବେଳେ ୪୦ ରୁ ୫୦ ଦୋକାନୀ ନିଜ ଦୋକାନ ଗୁଡିକ ରେଳବାଇ ଷ୍ଟେସନ ବିକାଶ କରିବା ପାଇଁ ରେଳବାଇ ପକ୍ଷରୁ ଦେଇଥିବା  ନୋଟିସ ପାଳନ କରି ନିଜ ଦୋକାନ ଗୁଡିକ ତା - ୨୩-୧୨--୨୦୨୪ ଉଛେଦ କରିଦେଇଛନ୍ତି ବୋଲି କଣ୍ଟାବାଞ୍ଜି ରେଲୱେ ମାର୍ଚ୍ଚାଣ୍ଟ ଆସୋସିଏସନ ପକ୍ଷରୁ କୁହାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,କଣ୍ଟାବାଞ୍ଜି ରେଲୱେ ମାର୍ଚ୍ଚାଣ୍ଟ ଆସୋସିଏସନ  ସୁଚନା ଅନୁଯାୟୀ ୩୦ ରୁ ୪୦ ଦୋକାନୀ ମାନଙ୍କର ପରିବାରର ଓ ତାଙ୍କର ସନ୍ତାନ ପାଠ ପଢା ଏହି ଦୋକାନ ଗୁଡିକ ବ୍ୟବସାୟ ରୋଜଗାର ଉପରେ ନିର୍ଭରଶୀଳ ରହିଥିବା ଜଣାଯାଏ। ବର୍ତ୍ତମାନ ପ୍ରାୟ ୫ ମାସ ହେବ ଏହି ଦୋକାନୀ ମାନଙ୍କର ଅର୍ଥିକ ଅବସ୍ଥା ଅଭାବ ଶୋଚନୀୟ ହୋଇ ପଡିଛି । ଦୋକାନୀ ମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ପରିବାର ଚଳାଇବା ଓ ସ୍କୁଲ ,କଲେଜ ତାଙ୍କର ସନ୍ତାନ ମାନଙ୍କୁ ପାଠ ପଢ଼ାଇବା ପାଇଁ ଅନେକ ସମସ୍ୟା ର ସମୁଖୀନ ହେବା କୁ ପଡ଼ୁଛି। କଣ୍ଟାବାଞ୍ଜି ରେଲୱେ ମାର୍ଚ୍ଚାଣ୍ଟ ଆସୋସିଏସନ ପକ୍ଷରୁ ରେଳବାଇ ଜମି ଉଛେଦ ଦୋକାନୀ ମାନଙ୍କର ଥାଇଥାନ ଓ କ୍ଷତି ପୂରଣ ପ୍ରଦାନ ନେଇ ଭାରତ ସରକାର ରେଳବାଇ ମନ୍ତ୍ରୀ, ବଲାଙ୍ଗୀର ସାଂସଦ ଶ୍ରୀମତି ସଙ୍ଗିତା କୁମାରୀ ସିଂହଦିଓ ବଲାଙ୍ଗୀର ଜିଲ୍ଲାପାଳ, ଜିଏମ, ଭୁବନେଶ୍ୱର,ଡିଆରମ, ସମ୍ବଲପୁର, ପୂର୍ବତନ ବିଧାୟକ ତଥା ଓଡ଼ିଶା କଂଗ୍ରେସ କମିଟି ଉପାଧ୍ୟକ୍ଷ ସନ୍ତାଷ ସିଂ ସାଲୁଜା ଙ୍କୁ ଚିଠି ମାଧ୍ୟମ ରେ ଜଣାଇଥିବା ଜଣାପଡିଛି। ଏହା ବ୍ୟତିତ କଣ୍ଟାବାଞ୍ଜି ରେଲୱେ ମାର୍ଚ୍ଚାଣ୍ଟ ଆସୋସିଏସନ ମାନବ ଅଧିକାର କମିଶନ, ଭୁବନେଶ୍ୱର ଙ୍କୁ ମଧ୍ୟ  ଥାଇଥାନ ଓ କ୍ଷତି ପୂରଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗହଣ କରିବା ପାଇଁ ଚିଠି ଲେଖିଛନ୍ତି। ଏନେଇ କ୍ଷତି ପୂରଣ ଓ ଥାଇଥାନ ଯଥା ଶୀଘ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରଦାନ କରିବାକୁ କଣ୍ଟାବାଞ୍ଜି ରେଲୱେ  ମାର୍ଚ୍ଚାଣ୍ଟ ଆସୋସିଏସନ ଦାଵୀ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026

You Might Also Like