-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||     

HOME   ଜିଲ୍ଲା

ଧରାପଡୁନି ଦୁର୍ଦ୍ଦାନ୍ତ ଅପରାଧୀ ରଂଜନ ସ୍ୱାଇଁ,ଚେଇଁଶୋଇଛି ପୁଇଁତଳା ପୋଲିସ ରଂଜନର ପଲିଟିକାଲ ଲିଙ୍କ

26-May-2025



ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ଅଞ୍ଚଳରେ ଅପରାଧୀଗ୍ୟାଙ୍ଗ ସକ୍ରିୟ ରହିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଠିକରେ ହେଉନଥିବାରୁ ଅପରାଧୀ ଗ୍ୟାଙ୍ଗ ଦିନକୁ ଦିନ ତାଙ୍କର କାୟାବିସ୍ତାର କରୁଛନ୍ତି । ଗତ ଜାନୁୟାରୀ ୩୧ ତାରିଖରେ ପୁଇଁତଳା ଥାନା ଅନ୍ତର୍ଗତ ଭୁର୍ସିପାଲି ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ରଂଜନ ସ୍ୱାଇଁ ତାର ଗ୍ୟାଙ୍ଗ ସହ ସାତମାଇଲ କଦଳିପାଲି ଭାୟା ବରଗାଁ ରାସ୍ତାରେ ପ୍ରାୟ ୪ଜଣଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇ ଖଣ୍ଡାରେ ହାଣିଥିଲା ଓ ଲୁଟତରାଜ କରି ଥିଲା । ଏପରିକି ଘଟଣାର ଖବରପାଇ ସୋନପୁର ଜିଲ୍ଲାର ମେଣ୍ଡାଫାଣ୍ଡି ଅଧିକାରୀ ଆସଥିବା ବେଳେ ତାଙ୍କ ଟିମଙ୍କୁ ମଧ୍ୟ ମାରଣାସ୍ତ୍ର ଧରି ରଂଜନ ଗୋଡାଇଥିଲା। ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ଓ ସୋନପୁର ଜିଲ୍ଲାର ତରଭାଥାନାରେ ପୃଥକପୃଥକ ଦୁଇଟି ମାମଲା ରଜୁ ହୋଇ ଥିଲା। ଉଭୟ ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ସେହି ଗ୍ୟାଙ୍ଗର ମୁଖ୍ୟ ରଂଜନ ସ୍ୱାଇଁ କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କରିନାହିଁ । ରଂଜନ ଭୁର୍ସିପାଲି ଗାଁରେ ତଥା ଆଖପାଖ ଅଞ୍ଚଳରେ ବୁଲାବୁଲି କରୁ ଥିବା ସ୍ଥାନୀୟ ଲୋକେ ଦେଖୁଛନ୍ତି । ଏକ ବୁଲେଟରେ ଖଣ୍ଡାଧରି ଜଣେ ଅପରାଧି ଖୁଲମଖୁଲ୍ଲା ବୁଲୁଛି କିନ୍ତୁ ପୋଲିସ ତାକୁ ଧରୁନାହିଁ । ରଂଜନ  ନାମରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ଏବେ ସଂଗୀନ ଦଫାରେ ମାମଲା ଚାଲିଛି । କିନ୍ତୁ ପୋଲିସ କିଛି ମଧ୍ୟ ପଦକ୍ଷେପ ନେଉନାହିଁ। ଶୁଣାଯାଉଛି ଯେ, ରଂଜନ ସ୍ୱାଇଁର ପଲିଟିକାଲ୍ ଲିଙ୍କ ରହିଥିବା ତଥା ପୁଇଁତଳା ଥାନା ଅଞ୍ଚଳର ବେଆଇନ ମଦବ୍ୟବସାୟ ସହିତ ସମ୍ପୃକ୍ତ ରହିଥିବାରୁ ପୋଲିସ ତାକୁ ଗିରଫ କରୁନାହିଁ । ପୋଲିସକୁ ସ୍ଥାନୀୟ ଜଣେ ବ୍ଲକସ୍ତରୀୟ ନେତାଙ୍କ ଚାପ ଓ ନିଶା କାରବାର ଲିଙ୍କ କାରଣରୁ ପୋଲିସର ମଧ୍ୟ ଭିତିରି ବୁଝାମଣା ରହିଛି । ସେହି କାରଣରୁ ପୋଲିସ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ରଂଜନ ଗ୍ୟାଙ୍ଗ ପୁଇଁତଳା ବ୍ଲକରେ ହେଉଥିବା କାମଗୁଡିକୁ ଡିଲ କରିବା ସହ ଗଜେନ୍ଦ୍ର ଦଳେଇ ଭଳି ଠିକଦାରଙ୍କ ଜରିଆରେ କାମ କରାଇ ଅର୍ଥ ରୋଜଗାର କରୁଛନ୍ତି । ପୁଇଁତଳା ଥାନା ଅନ୍ତର୍ଗତ ରୁଗୁଡିଆସର ଛକ ଓ ସାଇତମାଇଲଛକର ଏକ ଢାବାକୁ ମଦ ଯୋଗାଣରେ ମଧ୍ୟ ରଂଜନ ଗ୍ୟାଙ୍ଗ କାମ କରୁଛି ଓ ପୋଲିସ ସେଠାରୁ ମାସିକିଆ ବଟି ପାଉଛି । ସେହି କାରଣରୁ ରଂଜନକୁ ପୋଲିସ ହାତ ମାରୁନାହିଁ ବୋଲି ଅଭିଯୋଗ ହେଉଛି । ପୋଲିସର ଏଭଳି କାର୍ଯ୍ୟାକଳାପ ଯୋଗୁଁ ଅପରାଧିଗ୍ୟାଙ୍ଗ ସକ୍ରିୟ ହୋଇପଡିଛନ୍ତି । ଗତ ୪ଦିନ ତଳେ କୁଲଥିପାଲିରେ ଜଣେ କାର୍ଯ୍ୟରତ ସାମ୍ବାଦିକ ବିଜୟ ପଧାନଙ୍କୁ କଙ୍ଗାରୁ କୋର୍ଟରେ ଗଜେନ୍ଦ୍ର ଦଳେଇର ଗୁଣ୍ଡାମାନେ ମାଡମାରି ଲହୁଲୁହାଣ କରିଦେଇଛନ୍ତି । ତେବେ ଏନେଇ ପୁଇଁତଳା ଆଇଆଇସି ଅନୀତା ପଧାନଙ୍କୁ ପଚାରିବାରୁ ଅମେ ଅନେକଥର ରଂଜନକୁ ଧରିବାକୁ ଚଢାଉ କରିଛୁ କିନ୍ତୁ ସେ ଫେରାର ହୋଇ ଯାଉଛି ବୋଲି କହିଛନ୍ତି । ତେବେ ଏସପି ଅଭିଲାଷ ଜୀଙ୍କୁ ପଚାରିବାରୁ ଖୁବଶୀଘ୍ର ଅପରାଧୀ ଙ୍କୁ ଧରାଯିବ  ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026

You Might Also Like