-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
17-May-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ବୀରମହାରାଜପୁର ବ୍ଲକ ଅଫିସ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କ ଲଗୋ ଥିବା ବ୍ୟାନର କୁ ମାଡି ଦଳି ଦେବା ସହ ତା ଉପରେ ବସି ବୀରମହାରାଜପୁର ବ୍ଲକ ଏଇ ଙ୍କ ନେତୃତ୍ୱରେ ଜେଇ ମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ସହ ଆଇନଜିବୀ ତଥା ବରିଷ୍ଠ ବିଜେପି ନେତା ବଳଦେବ ବେଦବାକ ସ୍ପଟକୁ ପହଞ୍ଚି ଦୃଢ଼ ନିନ୍ଦା କରିଥିଲେ। ଏବଂ ବୀରମହାରାଜପୁର ଥାନାରେ ଏନେଇ ଏଇ ଓ ଜେଇ ମାନଙ୍କ ନାମରେ ଏତଲା ଦାଖଲ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି।