-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
16-May-2025
ବରୀ(ରଞ୍ଜିତ ମହାନ୍ତି):ବରୀ ବ୍ଲକ ମାଳଦାଛକ ନିକଟରୁ
ସଙ୍ଗୋଗଦେଇପୁର ଗ୍ରାମକୁ ଯାଇଥୁବା ଆରଡି ରାସ୍ତା ମଝିରେ ଥିବା ପୋଲର ସାଇଡ ୱାଲର ଉଭୟ ପାର୍ଶ୍ଵ ଫାଟି ଆଁ କରିଛି। ଏହି ରାସ୍ତା ଦେଇ ସ୍କୁଲ, କଲେଜ, ହାଟ, ବଜାର, ମେଡି କାଲକୁ ଲୋକମାନେ ଯାତାୟାତ କରିବା ଜରୁରୀ ସେବାଠାରୁ ଆରମ୍ଭ କରି ଦୁଇ, ଚାରିଚକିଆ ଯାନ ଯାତାୟାତ ପ୍ରତ୍ୟେକ ଦିନ ହୋଇଥାଏ। ପୋଲ ଉଭୟ ପାର୍ଶ୍ଵ ବିପଦ ଅବସ୍ଥା ଅଛି କେତେ ବେଳେ ଭାଙ୍ଗି ଯିବାର ସମ୍ବାବନା ରହୁଛି। ଲୋକମାନେ ଯିବା ଆସିବା କରିବା ଭୟ କରୁଛନ୍ତି। ତୁରନ୍ତ ଏହି ଆରଡ଼ି ରାସ୍ତାର ପୋଲର ଉଭୟ ପାର୍ଶ୍ଵର ସାଇଡୱାଲକୁ ମରାମତିସାଧାରଣରେ ଦାବି ହୋଇଛି।