-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ଜିଲ୍ଲା

ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ

12-May-2025



ରିପୋର୍ଟ: ଆକାଶ ମିଶ୍ର

ପୋଲିସ  ହାତରେ ଧରାପଡିଲା ୧କ୍ଵିଣ୍ଟାଲ ୨୦ କେଜି ୬୭୦ ଗ୍ରାମ ଗଞ୍ଜେଇ, କାର ଜବତ

ଅତାବିରା,  ଚୋରା ଗଞ୍ଜେଇ କାରବାର ତାର କାୟା ବିସ୍ତାର ବରଗଡ଼-ସମ୍ବଲପୁର ପର୍ଯ୍ୟନ୍ତ କରିଥିବାର ଖବର ଅତାବିରା ପୋଲିସ ପାଖରେ ଅନେକ ଦିନରୁ ଖବର ରହିଥିଲା। ଏହି କାରବାରରେ ଲିପ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତାର ପ୍ରୟାସ ଜାରି ରଖିଥିଲା।ଗତକାଲି ଦୁଇ  ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ୧୧ ଟା ସମୟରେ  ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଏକ କାର ନଂ ସି ଜି ୦୪ ପି କେ ୪୭୫୦ ଦ୍ରୁତ ବେଗରେ ଅତାବିରା ଦେଇ ଯାଉଥିବା ବେଳେ ସରଣ୍ଡା ଛକରେ କାରର ଆଗ ଚକ ଟି ପଞ୍ଚର୍ ହୋଇଯାଇଥିଲା। ସେହି କାରର ଆଗରେ ଓକିଲ ମାନଙ୍କର ଟାଏ ର ପ୍ରତୀକ ଓ ପଛପଟେ ଖlଟୁ ଶ୍ୟାମ ବାବାଙ୍କ ଧନୁତୀର ର ସଂକେତ ରହିଥିଲା। କାରର ଗତି ଓ ଗାଡ଼ିରେ ରହିଥିବା ସଂକେତକୁ ଦେଖି  ପୋଲିସ ମନରେ ସନ୍ଦେହ ହୋଇଥିଲା । କାରରେ ଥିବା ଜଣେ ବ୍ୟକ୍ତି ବବି ଖାଁ କୁ କିଛି ପଚାରିବାରୁ  ସିଧାସଳଖ ଭାବରେ କଥାବାର୍ତ୍ତା  ନକରି ସେ ନିଜକୁ ପୋଲିସ ବୋଲି ମଧ୍ୟ କହିଥିଲା । ପୋଲିସ କାର ଭିତରକୁ ଯାଞ୍ଚ କରିବାରୁ ପ୍ୟାକେଟରେ ଗଞ୍ଜେଇ ରହିଥିଲା ।ଏହି ଗଞ୍ଜେଇ ସେ ତା ଘରକୁ ନେଉଛି ବୋଲି ମଧ୍ୟ କହିଥିଲା। ପୋଲିସ କାରରେ ଥିବା ବବି ଖାଁ  ଓ  ସୁଜିତ୍ ସାହୁ ଙ୍କୁ ଗିରଫ କରିବା ସହ  କାର, ୨୦ କେଜି ୬୭୦ କେ ଜି ଗଞ୍ଜେଇ ,ଦୁଇଟି ମୋବାଇଲ ଓ ନଗଦ ୪୨ ଶହ ଟଙ୍କା ଜବତ କରିଛି । ପଚରା ଉଚୁରା ରୁ  ବବି ଖାଁ (୪୫) ଉତ୍ତର ପ୍ରଦେଶର ଶିକାରା ଚୌରାହା , ମିର୍ମାସ ମହଲା , ଜୌନପୁର  ଏବଂ ଯୋଗ ସୂତ୍ର ରଖୁଥିବା ବ୍ୟକ୍ତି ସୁଜିତ୍ ସାହୁ  ସୁବର୍ଣ୍ଣପୁର ଜିଲ୍ଲା ର ଉଲୁଣ୍ଡା ଥାନା ଅନ୍ତର୍ଗତ ପତ୍ରାପାଲିର  ମୂଳବାସିନ୍ଦା  ହୋଇଥିବା ବେଳେ  ସମ୍ବଲପୁର ଜିଲ୍ଲା ଧମା ଥାନା  ଅନ୍ତର୍ଗତ ଲରାସରା ରେ ରହି ଏହି କାରବାର କରୁଥିବା ଜଣା ପଡ଼ିଥିଲା ଓ  ସେମାନେ ଏହି ଗଞ୍ଜେଇ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ମଧ୍ୟ ପ୍ରକାଶ କରିଥିଲେ । ଗତକାଲି ଏହି ଘଟଣାକୁ ନେଇ ଆଜି  ବରଗଡ଼ ଜିଲ୍ଲା ଏସ ଡି ପି ଓ ପଦାରବିନ୍ଦ ତ୍ରିପାଠୀଙ୍କ ଉପସ୍ଥିତିରେ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଉକ୍ତ ଘଟଣାର ସୂଚନା ଦେଇଥିଲେ ।ଆଜି

ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହା ବ୍ୟତୀତ ଏହି କାରକୁ ଧରିବା ବେଳେ ଉକ୍ତ କାର ଆଗରେ ଅନ୍ୟ ଏକ କାର ଯାହା ଏହି ଗଞ୍ଜେଇ ଥିବା ଗାଡ଼ିକୁ ପାଇଲଟ କରୁଥିଲା ତାହା ଚଂପଟ ମାରିଥିଲା। ସେହି  କାର  ରେ ଥିବା  ବ୍ୟକ୍ତି ମାନେ ଏହି ଗଞ୍ଜେଇ କାରବାର ସହ  ସଂଶ୍ଳିଷ୍ଟ ରହିଥିବା ସମ୍ଭାବନା ନେଇ ପୋଲିସ ତାଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ।ଏହି ଚୋରା କାରବାରର ଚେର ଆଉ କେତେ ଦୂର  ଲମ୍ବିଛି ତାହା ତଦନ୍ତରୁ ଜଣା ପଡ଼ିବ।ସାମ୍ପ୍ରତିକ ଭାରତ-ପାକିସ୍ଥାନ ମଧ୍ୟରେ  ଘନଘୋର ଲଢ଼େଇ ଚାଲିଥିବା ବେଳେ ଏମିତି ଗଞ୍ଜେଇ ଚୋରାଚାଲାଣରେ ମୁସଲମାନ ଲୋକ ସଂଶ୍ଳିଷ୍ଟ ଥିବା, ପୁଣି ତାହା ବିଭିନ୍ନ ରାଜ୍ୟକୁ ଚାଲାଣ କରୁଥିବା  ନେଇ ସାଧାରଣ ଜନତାଙ୍କ ମନରେ  ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ କିଛି ଆତଙ୍କ ମଧ୍ୟ ଦେଖାଦେଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like