-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
09-May-2025
ଟିକାବାଲି ମେଡିକାଲ ଛକ ହର୍ଷନଗର ସାହି୍ର ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଠାବ କରାଯାଇଛି ମୁତ୍ୟୁ ଯୁବକ ହେଲେ ଶୁଶିଲ ପଣ୍ଡା(ବୟସ ୨୮ ବର୍ଷ) ସେ ଗଞ୍ଜାମ ଜିଲ୍ଲାର ଚିକିଟି ଠାରେ ବି,ଏମ୍,ନେଲ୍ ଅଫିସ ରେ କାର୍ଯ୍ୟରତ ଥିଲେ ବଡ଼ଭାଇ ନୀଳମାଧବ ପଣ୍ଡା ଭାଇର ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ଟିକାବାଲି ଥାନାରେ ଅଭିଯୋଗ କରିଥିଲେ ଥାନା ଅଧିକାରୀଣୀ ପ୍ରଜ୍ଞାରିତାମ୍ବର କର,ଏସ୍ ଆଇ ଅବନି ପ୍ରଧାନ, ସେକେଣ୍ଡ ଅଫିସର୍ ରବିନ୍ଦ୍ର ହେମ୍ବ୍ରମ,ଏ ଏସ୍ ଆଈ ଶିବରାମ୍ ବିଷୋୟୀ,ମୁତ୍ୟୁ ଦେହ କୁ ଉଧାର କରି ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠାଇ ଦିଆଯାଇଛି ପୋଲିସ୍ ଏହାର ଅପମୁତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି l
(ରିପୋର୍ଟ: ରମେଶ ପଣ୍ଡା)