-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-May-2025
ବରୀରୁ ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ
ବରୀ ବ୍ଲକ କର୍ମଚାରୀ ଓ ବରୀ ବିଧାୟକଙ୍କ ମଧ୍ୟରେ ହୋଇଥିବା ବିବାଦ ଘନେଇବlରେ ଲାଗିଛି। ଏହାକୁ ନେଇ ବିଜେପି ଏକ ରାଜନୈତିକ ଚାଲ ଖେଳୁଥିବା ଦେଖୁବାକୁ ମିଳିଛି। ବିଧାୟକ ବିଶ୍ବରଞ୍ଜନ ମଲ୍ଲିକଙ୍କ କୁଶପୁତ୍ତଳିକା ଦାହ କରିବା ଠାରୁ ଆରମ୍ଭ କରି ତାଙ୍କୁ ଗିରଫ କରିବା ପାଇଁ ଅମଲା ସଂଘ ପକ୍ଷରୁ ଦାବି କରି ପୁଲିସ ଉପରେ ଚାପ ପ୍ରୟୋଗ କରାଯାଇଛି । ଯାଜପୁର ଏସ୍ଡିପିଓଙ୍କ ପକ୍ଷରୁ ନେଇ ଆଳି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସବିଶେଷ ସୂଚନା ଦିଆଯାଇଛି । ଗତ ୩୦ ତାରିଖ ଦିନ ରାଜ କନିଷ୍ଠ ସହାୟକ ଅମର ରଞ୍ଜନ ନାୟକ ବରୀ ବିଧାଯଳଙ୍କ ବିରୋଧରେ ଦେଇଥିବା ଅଭିଯୋଗ ଅନୁଯାଯା ବିଧାୟକଙ୍କୁ ଗିରଫ କରାଯାଇପାରିକ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ପ୍ରଶାନ୍ତ ଢୁମାର ସୂଚନା ଦେଇଛନ୍ତି। ତେଣୁ ଏହି ଲିଖୁତ ଅଭିଯୋଗକୁ ଭିତ୍ତିକରି କରି କେଶ ନଂ ୧୭୭/୨୫ରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ରହିବାରୁ ଏହି କେସ୍ରେ ନୋଟିସ ପ୍ରଦାନ କରାଯିବା ପାଇଁ ନିୟମ ଅନୁସାରେ ସେମାନଙ୍କୁ ନୋଟିସ କରାଯାଇଛି ଏବଂ ଏକ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ପୁଲିସ କହିଛି। ଘଟଣାକୁ ଗୁରୁତର ସହ ନେଇ
ଯାଜପୁର ଆରକ୍ଷା ଅକ୍ଷଳ ଯଣ୍ ପ୍ରତାପ ଶ୍ରୀମ ଅତିକଣ୍ଠ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତି କାନୁନଗୋ ମାମଲା ପରିଚାଳନା କରୁଛନ୍ତି। ଏପରିକି ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ବୟାନ ମଧ୍ୟ ରେଳର୍ଡ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ l ବରୀ ବ୍ଲକ ଉପାଧ୍ଯକ୍ଷ ଅଞ୍ଜନା, କର୍ମଚାରୀ ଅମର ରଞ୍ଜନ ନାଯକ ଓ ଅଶ୍ବିନୀ ସାହୁଙ୍କ ନାମରେ ବରା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ ଦାୟିତ୍ବ ଏସ୍ଡିପିଓ ନିଜେ ନେଇ ଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାତିକଣ୍ଠ କାନୁନଗୋ ମାମଲାର ପରିଚାଳନ କରୁଥିଲେ । ଏହି ମାମଲାଟିରେ କୌଣସି ସତ୍ୟାସତ୍ୟ ନଥିବାରୁ ତଦନ୍ତକୁ ବନ୍ଦ କରିଦିଆ ଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଶ୍ରୀ ମାଝା ସୂଚନା ଦେଇଛନ୍ତି ।