-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
06-May-2025
ବରଗଡ଼(ପ୍ରେରଣା ଖବର): ଚଲିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ୯୭.୩୩ ପ୍ରତିଶତ ମାର୍କ ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବରଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତା ରଥଙ୍କୁ ଆଜି ବରଗଡ଼ର ଆପ୍ରାଇଜ କଲେଜ ତରଫରୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା l କଲେଜର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ମୁକୁନ୍ଦ ଦାଶ, ପ୍ରଶାସନିକ ଅଧିକାରୀ ମାନସ ରଂଜନ ସାହୁ,କିରାଣୀ ଚିତ୍ତରଞ୍ଜନ ଦାଶ, ଏକାଡୋମି ହେଡ ଭୀଷ୍ମଦେବ ଦାଶ ଯୋଗଦାନ କରି ଛାତ୍ରୀଙ୍କୁ ହୃଦୟରୁ ଶୁଭେଛା ଦେବା ସହିତ ବରଗଡ଼ ର ନା ରଖିବା ପାଇଁ ସାଧୁବାଦ ଜଣାଇଥିଲେ l