-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା  ନୂତନ କର୍ମକର୍ତ୍ତା ନିର୍ବାଚିତ : ଇଞ୍ଜିନିୟର କିଶୋରୀ ମୋହନ ମିଶ୍ର ସଭାପତି 

06-May-2025



ରବିବାର ଦିନ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଠାରେ ଅନୁଷ୍ଠିତ ଓ ପ୍ରାନ୍ତ କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇ ଯାଇଛି।
ଶଶି ଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସ୍ଥାନୀୟ ଜିଲ୍ଲା ଯୋଗାଣ ନିରୀକ୍ଷକ ଶ୍ରୀ ସୌରଭ କୁମାର ପଣ୍ଡା, ଅତିଥି ଭାବରେ ଯୋଗ ଦେଇ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହକାରୀ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀସୌଭାଗ୍ୟ ରଞ୍ଜନ ନାୟକ, ସଂଗଠନର ରାଷ୍ଟ୍ରୀୟ ସହ କୋଷାଧ୍ୟକ୍ଷ ଦୀପକ ମହାନ୍ତି, ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ, ସହ ସଂଗଠନ ମନ୍ତ୍ରୀ ବଦ୍ରିନାରାୟଣ ମହାରଣା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପତାଞ୍ଜଳି ଯୋଗ ସମିତି ଓଡ଼ିଶା ରାଜ୍ୟ ପ୍ରଭାରୀ ରାଧା ମାଧବ ବହିଦାର, ପ୍ରାନ୍ତ ସଚିବ ମାନିକଲାଲ ବର୍ମା, ସମ୍ବଲପୁର ଜିଲ୍ଲା ସଭାପତି ଶୋଭନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ତିନିବର୍ଷିଆ ଅବଧି ନିୟମ ଅନୁସାରେ ପୁରୁଣା କାର୍ଯ୍ୟକାରିଣୀ ଭଙ୍ଗ କରାଯାଇ ନୂତନ ପ୍ରାନ୍ତ କାର୍ଯ୍ୟକାରିଣୀ

ଗଠିତ ହୋଇଥିଲା। ଅବସରପ୍ରାପ୍ତ ଇଞ୍ଜିନିୟର ଶ୍ରୀ କିଶୋର ମୋହନ ମିଶ୍ର, ବଲାଙ୍ଗୀର ସର୍ବସମ୍ମତି କ୍ରମେ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଅନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ମନୋନୀତ କରାଯାଇଥିଲା। ସେମାନେ ହେଲେ - ନଳିନୀ କାନ୍ତ ମହାନ୍ତି - ସମ୍ପାଦକ, କିଶୋର କୁମାର ସାହୁ - ସଂଗଠନ ସମ୍ପାଦକ, ସତ୍ୟନାରାୟଣ ପଟେଲ - ଉପ ସଭାପତି, ଯାଚିନ୍ଦ୍ର ନାଥ ପ୍ରଧାନ - କୋଷାଧ୍ୟକ୍ଷ, ଶୋଭନ ଆନନ୍ଦ ଗୁରୁ - କାର୍ଯ୍ୟାଳୟ ସମ୍ପାଦକ ତଥା ମହିଳା ଜାଗରଣ ସହ ପ୍ରମୁଖ - ମିନାକ୍ଷୀ ନାୟକ। ଶଶିଭୂଷଣ ପୁରୋହିତ, ରାଧାମାଧବ ବହିଦାର, ମାଣିକଲାଲ ବର୍ମା, ସରୋଜ କୁମାର ପତି, ସୁଶିଲ କୁମାର ପଣ୍ଡା, ଚିନ୍ମୟ ପାଣିଗ୍ରାହୀ ପ୍ରମୁଖଙ୍କୁ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇ ଥିଲା। ଅଶୋକ କୁମାରମିଶ୍ର ନିର୍ବାଚନ ଅଧିକାରୀ ଭାବରେ କାର୍ଯ୍ୟନିର୍ବାହ କରିଥିଲେ। ପୁନର୍ଗଠିତ ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ପଦାଧିକାରୀ ଦାୟିତ୍ଵ ଗ୍ରହଣ କରିଥିଲେ। ବଦ୍ରିନାରାୟଣ ମହାରଣା - ଗ୍ରାହକ ପଞ୍ଚାୟତର କାର୍ଯ୍ୟ ଓ କାର୍ଯ୍ୟ ପଦ୍ଧତି, କିଶୋର କୁମାର ସାହୁ - ସଂଗଠନର ବାର୍ଷିକ କାର୍ଯ୍ୟ ଖସଡ଼ା ତଥା ମିନାକ୍ଷୀ ନାୟକ ମହିଳା ଜାଗରଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ।ନବ ନିର୍ବାଚିତ ସଭାପତି କିଶୋର ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସମ୍ବଲପୁର ବିଭାଗ କର୍ଯ୍ୟବାହ ରାଜାରାମ ଲେଙ୍କା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିକଶିତ ରାଷ୍ଟ୍ର ନିମନ୍ତେ ବ୍ୟକ୍ତି, ପରିବାର ତଥା ସାମୁହିକ ଜୀବନରେ ବ୍ୟବହାରିକ ଶିଷ୍ଟାଚର, ନାଗରିକ କର୍ତ୍ତବ୍ୟବୋଧ ଓ ସ୍ୱଦେଶୀ

ପାଳନରୁ ବିଶ୍ଵ ପରିବାର ଦୃଷ୍ଟିକୋଣ ଜାଗ୍ରତ କରିବା ପାଇଁ ଆହ୍ବାନ ହେଇଥିଲେ। କେନ୍ଦ୍ରୀୟ ଅଧିକାରୀ ଦୀପକ ମହାନ୍ତି ନିଜ ଧନ ଓ ସମୟ ଦାନ କରି ସମାଜର ହିତ ପାଇଁ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହିତ ସମସ୍ତ ମିଳିମିଶି ଶୋଷଣ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଆଗେଇ ଯିବାକୁ ପାଥେୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂତନ ସଚିବ ନିଳିନିକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ କିଶୋର କୁମାର ସାହୁ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ପ୍ରମୁଖ ମଞ୍ଚାସିନ ଥିଲେ। ଉପ ସଭାପତି ସତ୍ୟନାରାୟଣ ପଟେଲ ସଭା ସଂଯୋଜନା କରିଥିବା ବେଳେ ସରୋଜ କୁମାର ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।ସମ୍ବଲପୁର ଜିଲ୍ଲା ସମ୍ପାଦକ ତୁଷାର ରଞ୍ଜନ ପଣ୍ଡା, ସତ୍ୟନାରାୟଣ ପଣ୍ଡା, ଶୋଭନ ଆନନ୍ଦ ଗୁରୁ, ରାଜଶେଖର ପ୍ରଧାନ, ଭାରତୀ ପଣ୍ଡା, ମହିଳା ପ୍ରମୁଖ  ତଥା ଅନ୍ୟ କାର୍ଯ୍ୟକର୍ତ୍ତା ଗଣ ଆୟୋଜନରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like