-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
02-May-2025
ପଦ୍ମପୁର (ପ୍ରେରଣା ଖବର )ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ବିଗତ ଶିକ୍ଷାବର୍ଷରେ ହାଇସ୍କୁଲ ପରୀକ୍ଷାରେ ସଫଳତାର ଶତପ୍ରତିଶତ ଫଳାଫଳ ରଖିଛି ।A1ରେ ୫ ଜଣଗଜେନ୍ଦ୍ର ମହାରଣା ୫୬୬ ମାର୍କ ୯୪.୩୩ %, ଲୋକପାଳ ପ୍ରଧାନ ୫୫୫ମାର୍କ ୯୨.୫୦%,ଗୋଲଡି ବେହେରା ୫୪୯ମାର୍କ ୯୧.୫୦%, ସ୍ଵସ୍ତିକ ବିଶି ୫୪୪ ମାର୍କ ୯୦.୬୬%,ଖୋଲା ମଞ୍ଜରୀ ସାହା ୫୪୦ ମାର୍କ ୯୦% ରଖି ଉର୍ତ୍ତିର୍ଣ୍ଣ ହୋଇଥିବା ବେଳେ A2 -୦୮ ଜଣ,B1-୧୪ ଜଣ ,B2 -୨୮ ଜଣ , C- ୦୯ ଜଣ,D- ୦୨ ଜଣ ଏହିପରି ଭାବରେ ସଫଳତାର ସହ ୬୬ଜଣ ଶତପ୍ରତିଶତ ଫଳାଫଳ ରଖି ବିଦ୍ୟାଳୟ କୁ ଗୌରବାନ୍ବିତ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଗୁରୁମା ଅଭିଭାବକ ଅଭିଭାବିକା ପରିଚାଳନା କମିଟୀର ସଭ୍ୟ ସଭ୍ୟା ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ଶ୍ରେୟ ରହିବା ସହ ଖୁସିର ଲହରୀ ଖେଳିଯାଇଛି ।