-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
02-May-2025
(ଡୋଲେଶ୍ବସ ବାଗ )
ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶିତ, ନୂଆପଡ଼ା ଜିଲ୍ଲା ରେ ୨ ଏ ୱାନ ରେ ଉର୍ତ୍ତିଣ୍ଣ, ସିନାପାଲି ଓ କୋମନା ବ୍ଲକ୍ ଏ ୱାନ ରେ ଜଣେ ଲେଖାଏ ଛାତ୍ରୀ ପାସ ହୋଇ ଜିଲ୍ଲା ପାଇ ଗର୍ବ ଗୌରବ ଆଣି ଦେଇଛନ୍ତି। କୋମନା ବ୍ଲକ ମୁଣ୍ଡାପଲା ଗ୍ରାମର ଶ୍ରେଷ୍ଠା ପଣ୍ଡା ମାଧ୍ୟମିକ ବୋର୍ଡ ପରୀକ୍ଷାରେ ୫୫୯ ମାର୍କ ରଖି ଜିଲ୍ଲା ଟପର ହୋଇଛନ୍ତି। ସେହିପରି ସିନାପାଲି ବ୍ଲକ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲି ର ଝରଣା ମେହେର ମାଧ୍ୟମିକ ବୋର୍ଡ ପରୀକ୍ଷାରେ ମାର୍କ - ୫୪୪ ନମ୍ୱର୍ ରଖି ପାସ ହୋଇଛନ୍ତି।