-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
19-Apr-2025
ବରୀ(ରଞ୍ଜିତ ମହାନ୍ତି): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଟିରା ପଞ୍ଚାଯ ପଞ୍ଚାୟତର ସନ୍ଥନ ଛକ ନିକଟ ସନ୍ଥ ନ ଯଜ୍ଞ ପବିତ୍ର ପଣାସଂକ୍ରାନ୍ତିଠାରୁ ଆରମ୍ଭ ହେଉଛି । ଏହି ଯଜ୍ଞ ୭ ଦିନ ଧରି ଚାଲୁରହିଥିବା ବେଳେ ଏହି ଏହି ଅଞ୍ଚଳ ପ୍ରତ୍ୟେକ ଲୋକଙ୍କ ମନରେ ବିଶ୍ଵ ବିଶ୍ଵାସ ରହିଛି । ଯେଉଁ କାର୍ଯ୍ୟ ହୋଇନଥିଲେ
ସନ୍ଥନ ବାବା ନିକଟରେ ଗଞ୍ଜେଇ ଦେବା ପାଇଁ ମାନସିକ କଲେ ସେ କାର୍ଯ୍ୟ ସଫଳ ହୁଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି । ସନ୍ଧ୍ୟା ସମୟରେ ବହୁ ଯାତ୍ରୀ ସମାଗମ ହେଇ ଯଜ୍ଞ ବୁଲିକୁ ଦେଖୁଥାନ୍ତି । ବାବାଙ୍କ ନିକଟରେ ରେ ଭୋଗ ଲଗାଇ ଆଶୀର୍ବାଦ ଲାଭ କରିଥାନ୍ତି ।